ଯଦି ଜୀବନରେ ସମସ୍ତେ ସାଥ୍ ଛାଡିଦିଅନ୍ତି ତେବେ କରନ୍ତୁ ଏହି ଦୁଇଟି କାମ, ସମସ୍ତେ ଆପଣଙ୍କୁ ସମ୍ମାନ କରିବେ !

ନମସ୍କାର ବନ୍ଧୁଗଣ , ଆଜି ଆମେ ଆପଣଙ୍କୁ ଜୀବନର ଅକୁହା ସତ୍ୟ କହିବୁ । ଯଦି ଆପଣଙ୍କୁ ଅନୁଭବ ହୁଏ କି କେହି ବି ଆପଣଙ୍କ ସହିତ ନାହାନ୍ତି । ମଣିଷ କୁ ସବୁବେଳେ ସତ୍ୟ ପଥ ରେ ଚାଲିବା ଉଚିତ୍ ଓ ସତ୍ୟ ମାର୍ଗ ରେ କେହି ନ ଥାନ୍ତି ତେଣୁ ଏକୁଟିଆ ହିଁ ଚାଲିବାକୁ ପଡିଥାଏ । ଭଗବାନ କହନ୍ତି ଭାଗ୍ୟ ଉପରେ ନାହିଁ ନିଜ କର୍ମ ଉପରେ ଭରସା ରଖିବା ଉତ୍ତମ ହୋଇଥାଏ ।

ଦେଖିବେ ଆପଣଙ୍କ ପାଖ ରେ ସର୍ବଦା ଲୋକମାନଙ୍କ ଭିଡ ରୁହେ ତାହାର ଅର୍ଥ ହେଉଛି ଆପଣଙ୍କ ଠାରୁ କିଛି ଆଶା କରୁଛନ୍ତି ଓ ଯେଉଁ ଦିନ ତାହା ପୁରା ହୋଇଯାଏ  ସେମାନଙ୍କ ଦେଖା ଦର୍ଶନ ମିଳିନଥାଏ । ଯଦି କାହାକୁ ସମ୍ମାନ ଦେବାକୁ ଛାଣ୍ଟି ତେବେ ଜୀବିତ ଅବସ୍ଥାରେ କରିବେ ମାରିଲା ପରେ ନାହିଁ । ଯେତେ ଭାଗ୍ୟ ଉପରେ ଭରସା ରଖନ୍ତି ସେତେ ନିରାଶ ହୋଇଥାନ୍ତି ତେଣୁ କର୍ମ ରେ ବିଶ୍ଵାସ ରଖିବୀ ଆଶା କରିବା ଠାରୁ ଅଧିକ ମିଳିଥାଏ  ।

ମାଗିବା ନୁହେଁ କମେଇବା ଶିଖନ୍ତୁ ତାହା ପଇସା ହେଉ ବା ସମ୍ମାନ । ଯେଉଁ ଦିନ ଆପଣ ନିଜର ହସର ମାଲିକ ହୋଇଯାଆନ୍ତି ତେବେ ଏହି ଦୁନିଆର କୋଣସି ବ୍ୟକ୍ତି ଆପଣଙ୍କୁ କାନ୍ଦେଇ ପାରିବ ନାହିଁ । ବୁଦ୍ଧିମାନ ଲୋକମାନଙ୍କର ମସ୍ତିସ୍କ କାମ କାରିଥାଏ ଓ ମୂର୍ଖ ଲୋକେ ସବୁ ବେଳେ ଅଜଥା କଥାରେ ମୁଖ ବିସ୍ତାର କରନ୍ତି । ସେବା ସମସ୍ତଙ୍କର କର କିନ୍ତୁ ତା ବଦଳ ରେ ଆଶା କାହାରି ଠୁ କର ନାହିଁ ।

ଭଲ ସମୟ କୁ ଦେଖିବାକୁ ହେଲେ ଖରାପ ସମୟ ଦେଇ ଅତିକ୍ରମ କରିବାକୁ ପଡିଥାଏ । ସର୍ବଦା ତାହା କରନ୍ତୁ ଯାହା ଆପଣଙ୍କ ମନ ଚାହିଥାଏ ତାହା ନୁହେଁ ଯାହା ଜଗତ ଚାହେଁ । ଗର୍ବ ମଣିଷ କୁ କେବେ ବି ଅନୁଭବ କରିବାକୁ ଦେଇନଥାଏ କି ଆମେ ଭୁଲ ବୋଲି । ଏହି ଦୁଇଟି ବିଷୟରେ କେବେ ବି ଗର୍ବ କରିବେ ନାହିଁ ଯଥା ପଇସା ଓ ସୁନ୍ଦରତା କାରଣ ସମୟ ସହିତ ଦୁଇଟି ୟାକ ଚାଲିଯାଇଥାଏ । କାରଣ ଏହି ଦୁଇଟି ଅସ୍ଥିର ବିଷୟ ।

ଯେତେ କମ୍ କଥା ହୋଇନଥାନ୍ତି ଆପଣଙ୍କ ଶବ୍ଦ ର ଓଜନ ସେତିକି ବଢିଥାଏ । ଯଦି କହିବାକୁ କିଛି ନ ଥାଏ ସେହି ସ୍ଥାନରେ ଚୁପ ରହିବା ଭଲ ହୋଇଥାଏ । କେହି ଆଜି ତ ଯେହି କାଲି ବଦଳିଥାନ୍ତି , କିନ୍ତୁ ବିଶ୍ଵାସ କରନ୍ତୁ ସମସ୍ତେ ବଦଳିଥାନ୍ତି । ଲୋକମାନେ କୁହନ୍ତି ପଇସା କୁ ସଞ୍ଚୟ କରି ରଖିଲେ  ଖରାପ ସମୟରେ କାମ ରେ ଆସିଥାଏ , ପରନ୍ତୁ ଶ୍ରୀ କୃଷ୍ଣ ଭଗବାନଙ୍କ ଉପରେ ଭରସା  ରଖନ୍ତୁ ସେ ସେହି ଖରାପ ସମୟ କୁ ଆସିବାକୁ ଦିଅନ୍ତୁ ନାହିଁ ।

ଜୀବନରେ ଆମେ ବଡ ବଡ ସମସ୍ଯା ରୁ ସୁଲଭ ରେ ବାହାର କୁ ଆସିଥାଉ ତେଣୁ ବିଶ୍ଵାସ କରନ୍ତୁ  କିଏ ତ ଅଛି ଯିଏ ଆମ କୁ ବାହାରକୁ ଆଣୁଛି  ତାହାଙ୍କୁ ପରମାତ୍ମା କୁହାଯାଏ । ଯେତେ ଜଗତ ଆପଣଙ୍କ ହାତ ଛାଡି ଦିଅନ୍ତି , ତେବେ ଇଶ୍ଵର ଆପଣଙ୍କ ହାତ କୁ ଧରିଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *