ସବୁଦିନ ମାତ୍ର 10 ମିନିଟ୍ କରି ଦେଖନ୍ତୁ ଏହି କାମ, ସ୍ମରଣ ଶକ୍ତି ସହ ବୁଦ୍ଧି ବି ବଢିବ, ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁଗଣ , ଆଜି କାଲି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନଙ୍କ ପର୍ଯ୍ୟନ୍ତ ମନ ରଖିବାର ଶକ୍ତି ବହୁତ କମ୍ ରହିଥାଏ । ଲୋକମାନଙ୍କ ମଧ୍ୟ ରୁ ଦୁଇ ପ୍ରକାରର ଲୋକଙ୍କୁ ଆମେ ଦେଖିଥାଉ ଯଥା ଜଣେ ଲୋକ ପ୍ରତ୍ୟେକ ଜିନିଷ କୁ ତୁରନ୍ତ ମନେ ରଖିବା ବେଳେ ଅପର ପକ୍ଷର ଲୋକ ଯେତେ ପଢିଲେ ମଧ୍ୟ ପାଠ ମନେ ରହିନଥାଏ । ଏହାର ପଛରେ କାରଣ ଜାଣିବାକୁ ଯଦି ଆମେ ଇଛା କରିଥାଉ ତେବେ ଲୋକେ କହିଥାନ୍ତି କି ଅନ୍ୟ ଲୋକଟିର ଆପଣଙ୍କ ଠାରୁ ବହୁତ ତେଜ ହୋଇଥାଏ ।

ଏହା ମଧ୍ୟ ହେଇପାରେ ଯଦି ଆପଣଙ୍କ ମାବାପାଙ୍କ ମସ୍ତିସ୍କ ଦୁର୍ବଳ ରହିଥାଏ ତେବେ ଆପଣଙ୍କ ମସ୍ତିସ୍କ ମଧ୍ୟ ଦୁର୍ବଳ ହେଇପାରେ । କିନ୍ତୁ ଯଦି ମଣିଷ ଶପଥ କରେ କି ସେ ତାହାର ସ୍ମରଣ ଶକ୍ତି କୁ ବୃଦ୍ଧି କରିବ ତେବେ ତାଙ୍କୁ ତାହା କରିବାରୁ କେହି ଅଟକାଇ ପାରିବ ନାହିଁ । ଯଦି ଆପଣ ମଧ୍ୟ ଆପଣଙ୍କ ସ୍ମରଣ ଶକ୍ତି କୁ ସୁଦୂଢ କରିବାକୁ ଇଛା କରନ୍ତି ।

ତେବେ ଆପଣଙ୍କ ପାଇଁ ଆଜି ଆମେ କିଛି ଉପାୟମାନ କହିବୁ ଯାହାକୁ ଆପଣ ନିଶ୍ଚୟ କରିବେ ଏବଂ ଆଉ କିଛି ବିଷୟବସ୍ତୁ କୁ ପରିତ୍ୟାଗ କରିବେ ।  ସାଧାରଣତ କିଛି ଆଭ୍ୟାସ ଗୁଡିକ ଆମ ମସ୍ତିସ୍କ କୁ ଦୁର୍ବଳ କରିଥାଏ । ଆମ କୁ ପ୍ରଥମେ ସେହି ସବୁ ଅଭ୍ଯାସ କୁ ଛାଡିବା ଉଚିତ୍ ହୋଇଥାଏ । ଆଜି କାଲି ର ଲୋକମାନେ ମୋବାଇଲ ଫୋନ ରେ ଅନାବଶ୍ୟକ ଜିନିଷ କୁ ଦିନ ସାରା ଦେଖିଥାନ୍ତି ।

ମନ କୁ ସହଜ , ମଜା ଦେଉଥିବା ବିଷୟ କୁ ଦେଖିବା ଫଳରେ ଆମେ ଧ୍ୟାନ ସହ ପାଠ ପଢିବା ମନେ ରଖିବା ଆଦି କୁ କରିପାରିନଥାଉ । ତେଣୁ ଆପଣଙ୍କୁ ଫୋନ ରେ ଥିବା ଶର୍ଟ ଭିଡିଓ , ଇଉଟୁବ , ଇନଷ୍ଟା ଆଦି ଠାରୁ ଯେତେ ସମ୍ଭବ ଦୂର ରେ ରହିବା ଉଚିତ୍ । କାରଣ ଏହି ସବୁ ଜିନିଷ ଗୁଡିକ ଆମ ମସ୍ତିସ୍କ ର ଶକ୍ତି କୁ ବଢିବାକୁ ଦେଇନଥାଏ । କାରଣ ମଣିଷର ମସ୍ତିସ୍କ computer ଠାରୁ ତେଜ ଅଟେ ।

ତେଣୁ ଆପଣଙ୍କୁ ମୁଁ ଆଜି ଦୁଇଟି ଉପାୟ କୁ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୁଏ ଓ ଆପଣ କୋଣସି ଜିନିଷ କୁ ଦେଖିଲ ମାତ୍ରେ ମନେ ରଖିବେ । 1- ଆପଣଙ୍କୁ ଦିନରେ ଥରେ multi color text ଖେଳ କୁ ଖେଳିବା ଉଚିତ୍ । ଏହି ଖେଳ କୁ ଖେଳିବା ଦ୍ଵାରା ଆପଣଙ୍କ କୋଣସି ବିଷୟ କୁ ଭଲ ଭାରେ ଧ୍ୟାନ କରିଥାନ୍ତି ।

2- Hand  Gesture ଆପଣ ଗୋଟେ ହାତରେ v ଚିହ୍ନ ଓ ଆଉ ଗୋଟେ ହାତରେ ok ଚିହ୍ନ କରି ଦଶ ମିନିଟ୍ ଭିତରେ ଏହାକୁ ବିପରୀତ ହାତ କରିବା ଦ୍ଵାରା ଆପଣ ଦୁଇଟି ଜିନିଷ ପ୍ରତି ସେହି ସମୟରେ ଧ୍ୟାନ ଦେଇଥାନ୍ତି ।  ଏହା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *