ମରିଗଲେ ବି ଏହି 2 ଜିନିଷ କେବେବି ଦାନ କରନ୍ତୁ ନାହିଁ, ଜୀବନସାରା ଦରିଦ୍ର ହୋଇ ବଞ୍ଚିବେ, ଶିବପୁରାଣରେ ରହିଛି ପ୍ରମାଣ !

ନମସ୍କାର ବନ୍ଧୁଗଣ, ଦାନ ନାମକ ଶବ୍ଦର ମହତ୍ଵ ସମସ୍ତଙ୍କ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଯେଉଁ ମଣିଷର ହୃଦୟ ସ୍ଵଚ୍ଛ ହୋଇଥିବ ସେହି ମଣିଷ ହିଁ ଅନ୍ୟ ଉପରେ ଦୟା ଭାବ ରଖି ଦାନ କରିପାରିବ । ଦାନ କରିବା ଭଲ କିନ୍ତୁ କେଉଁ ଜିନିଷ ଦାନ କରିବା ଉଚିତ ଏବଂ ଅନୁଚିତ ଏହାର ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କେଉଁ 2ଟି ଜିନିଷ ଭୁଲରେ ମଧ୍ୟ ଦାନ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ।

ଲୁଣ: ଯଦି ଆପଣ ଲୁଣର ଦାନ କରନ୍ତି ତେବେ ଆପଣ ପାଉଥିବା ପ୍ରତ୍ଯକ୍ଷ ଏବଂ ପରୋକ୍ଷ କଷ୍ଟରୁ ସହଜରେ ମୁକ୍ତି ପାଇଯିବେ । ଆପଣ ସୋମବାର ଦିନ ଲୁଣ ଦାନ କରିବା ଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତନ ହୋଇଯାଏ । ଲୁଣ ଦାନ କରିବା ସମୟରେ ଧ୍ୟାନ ରଖିବା ଉଚିତ କି କେବେ ମଧ୍ୟ ଆପଣଙ୍କ ହାତରୁ ଅନ୍ୟ ଜଣଙ୍କ ହାତକୁ ସିଧା ଲୁଣ ଦେବା ଉଚିତ ନୁହେଁ ।

ଆପଣ ଏକ ପାତ୍ରରେ ଲୁଣ ରଖି ତାହାକୁ ଦାନ କରିବା ଆପଣଙ୍କ ପାଇଁ ଶୁଭ ରହିବ । ଗୁଡ: ଗୁଡର ଦାନ କରିବା ଦ୍ଵାରା ସମ୍ପର୍କରେ ମଧୁରତା ଆସିଥାଏ । ସମସ୍ତ ପ୍ରକାର ସମ୍ପର୍କ ଭଲ ରହିଥାଏ ଏବଂ ସମ୍ପର୍କରେ ଫାଟ ଆସିନଥାଏ । ତେଣୁ ଆପଣ ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ ଦାନ କରିବା ଉଚିତ ।

ରାଶି: ଆପଣ ରାଶିର ଦାନ କରିବା ଦ୍ଵାରା ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଆସିଥାଏ । ଆପଣ ଦେଖିଥିବେ ବେଳେ ବେଳେ ଆମ ପାଖରେ ଭରପୁର ଜ୍ଞାନ ଥାଇ ମଧ୍ୟ ଆମେ ଡରି ଯାଇଥାଉ କାରଣ ଆତ୍ମବିଶ୍ଵାସ କମ ଥାଏ ଯାହା ବଢିଥାଏ ରାଶି ଦାନ କରିବା ଦ୍ଵାରା ।

ଶସ୍ୟ: ଯଦି ଆପଣ କାହାକୁ ଅନ୍ନ ଦାନ କରିବେ ତେବେ ଆପଣଙ୍କ ଘରକୁ ଧନ ଆଗମନ ହୋଇଥାଏ । ଆପଣଙ୍କ ଘରର ଭଣ୍ଡାର ସବୁବେଳେ ଧନ ସମ୍ପତ୍ତି ଏବଂ ସୁନା ରୂପାରେ ଭରି ରହିଥାଏ । ଏହାଦ୍ୱାରା ମାତା ଅନ୍ନପୂର୍ଣା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ତେଣୁ ଆପଣ ସୋମବାର ଦିନ ଅନ୍ନ ଦାନ କରନ୍ତୁ ଏବଂ ଶିବ ମନ୍ଦିରରେ ବି କରନ୍ତୁ ।

ଘିଅ: ଯଦି ଆପଣ ଘିଅ ଦାନ କରନ୍ତି ତେବେ ରୋଗ ବୈରାଗ ଦୂର ହୋଇଥାଏ । ଆପଣଙ୍କ ଘରେ ଯାହାର ଦ୍ଦେହ ସବୁବେଳେ ଖରାପ ଯେଉଥିବ ତାଙ୍କ ଦେହରେ ଘିଅକୁ ସ୍ପର୍ଶ କରାଇ ଯଦି ଆପଣ ଦାନ କରିବେ ତେବେ ତାଙ୍କ ଦେହ ସର୍ବଦା ସୁସ୍ଥ ରହିଥାଏ । ତେଣୁ ଯଦି ଆପଣ ଏହି ପ୍ରକାର ଭାବରେ ଏହି ସମସ୍ତ ଜିନିଷର ଦାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିଥାଏ ନଚେତ ଏହାର କୁ ପରିଣାମ ଆପଣଙ୍କୁ ଭୋଗ କରିବାକୁ ପଡିପାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *