ବର୍ଷ ବର୍ଷ ଧରି ମୁଣ୍ଡରେ ଥିବା ନିଖ, ଗଜି ଓ ଡାଗରା ଥରକରେ ମରି ସଫା ହେଇଯିବେ, କେବଳ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶରେ ବିଭିନ୍ନ ପ୍ରକାର ସମସ୍ଯାମାନ ତ ରହିଥାଏ । ଏହା ସହିତ ବହୁତ ପିଲାଙ୍କର ମୁଣ୍ଡରେ ଉଙ୍କୁଣୀ ହୋଇଯାଇଥାଏ । ଯଦି ସେହି ଉଙ୍କୁଣୀଙ୍କୁ ଅଳ୍ପ ଥିବା ସମୟରେ କୁଣ୍ଡାଇ ବାହାର କରାନଯାଏ । ତେବେ ଏହା ମୁଣ୍ଡରେ ପୁରା ବସା କରି ରହିଜାଇଥାନ୍ତି । ଯେଉଁ କାରଣ ମୁଣ୍ଡରେ ନିଖ, ଗଜି ଓ ଡାଗରା ଭର୍ତ୍ତି ହୋଇଯାଇଥାନ୍ତି । ଉଙ୍କୁଣୀକୁ ଭଲ କରିବା ପାଇଁ ବହୁତ ଲୋକ ବହୁତ ପ୍ରକାର ସାମ୍ପୁର ନିଜ କେଶରେ ବ୍ୟବହାର କରିଥାନ୍ତି ।

ଯଦି ସେହି ସାମ୍ପୁ ମାନଙ୍କରେ କେମିକାଲ୍ ଆଡ୍ ହୋଇଥାଏ । ତେବେ ଏହା ଉଙ୍କୁଣୀଙ୍କୁ ମାରିବା ସହିତ କେଷକୁ ମଧ୍ୟ ଖରାପ କରିଦେବାର ସମ୍ଭାବନା ରହିଥାଏ । ତେବେ ଉଙ୍କୁଣୀଙ୍କୁ ନାଶ କରିବାକୁ ସହଜ ଓ ସରଳ ପ୍ରାକୃତିକ ଉପାୟରେ ଏକ ରେମିଡି ପ୍ରସ୍ତୁତ କରିବାର ପ୍ରଣାଳୀ ଜାଣିପାରିବେ ।

ଏହି ରେମିତିକୁ ପ୍ରସ୍ତୁତ କରିବାକୁ ଆପଣଙ୍କୁ ୪  ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ୪ ଟି ସାମଗ୍ରୀ ଗୁଡିକ ହେଉଛି ପିଆଜ, ନୀମ, ଲେମ୍ବୁ ଓ କର୍ପୁର। ପ୍ରଥମେ ଗୋଟିଏ ପିଆଜକୁ ଆଣି ତାହାକୁ ଟିକି ଟିକି କରି କାଟି ରଖି ଦିଅନ୍ତୁ । ତାପରେ ସେହି କଟା ପିଆଜକୁ ଗ୍ରାଇଣ୍ଡରରେ ପକାନ୍ତୁ । ତାପରେ ସେଥିରେ କିଛି ନୀମ ପତ୍ର ତୋଳି ଆଣି ତାହାକୁ ପାଣିରେ ଭଲରେ ଧୋଇ ପିଆଜ ସାଥିରେ ରଖି ଗ୍ରାଇଣ୍ଡର କରି ଦିଅନ୍ତୁ ।

ତାପରେ ଏକ ପାତ୍ରରେ ଏକ ପତଳା ଧଳା କପଡା ପକାଇ ସେହି କପଡା ଉପରେ ଗ୍ରାଇଣ୍ଡିଙ୍ଗ କରିଥିବା ପେଷ୍ଟକୁ ଚୁପୁଡି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ତାପରେ ବାହାରିଥିବା ସେହି ରସରେ ଫାଳେ ଲେମ୍ବୁକୁ ଚୁପୁଡି ଦିଅନ୍ତୁ । ତାପରେ ସେଥିରେ ୨ ଟି କର୍ପୁରକୁ ମିଶାନ୍ତୁ ।

ତାପରେ ସେହି ପ୍ରସ୍ତୁତ କରିଥିବା ରସକୁ ଚାମଚ ସାହାଜ୍ଯରେ ଭଲ ଭାବରେ ଗୋଳି ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ, ତାପରେ ରେମିଡିଟି ପ୍ରସ୍ତୁତ ହୋଇଯିବ  । ଏହି ପ୍ରସ୍ତୁତ କରିଥିବା ରେମିଡିକୁ ନେଇ ଆପଣ ନିଜ କେଶରେ ଭଲ ଭାବରେ ଲଗାଇବା ପରେ ଉଙ୍କୁଣୀ ମୁଣ୍ଡରୁ ସଂପୂର୍ଣ୍ଣ ଭାବେ ଗାୟବ ହୋଇଯିବେ । ଏହାକୁ ଆପଣ ସପ୍ତାହକୁ ୧ ରୁ ୨ ଥର ଲଗାଇବେ ।

ଏହି ରସକୁ ତୁଳା ସାହାଜ୍ଯରେ ଚୁଟିର ମୂଳରେ ତଥା ସଂପୂର୍ଣ୍ଣ କେଶରେ ଭଲ ଭାବରେ ମାଲିସ କରି ଲଗାଇ ଦିଅନ୍ତୁ । ଲଗାଇବାର ୩  ରୁ ୪  ଘଣ୍ଟା ପରେ ଏହାକୁ ସାମ୍ପୁ ସାହାଜ୍ଯରେ କେଶ ସଫା କରି ଦିଅନ୍ତୁ । ତାପରେ ଚୁଟି ଓଦା ଥିବା ଅବସ୍ତାରେ ପାନିଆ ସାହାଜ୍ଯରେ ମୁଣ୍ଡକୁ କୁଣ୍ଡାଇ ଉଙ୍କୁଣୀକୁ ବାହାର କରି ଦିଅନ୍ତୁ ।

ଦେଖିବେ ଏହି ପରି କିଛି ଥର କରିସାରିବା ପରେ ମୁଣ୍ଡରୁ ସଂପୂର୍ଣ୍ଣ ଭାବେ ଉଙ୍କୁଣୀଙ୍କର ପାଦୁର୍ଭାବ କମିବା ସହିତ ଉଙ୍କୁଣୀ ମରିଯିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *