Health Tips- କଣ ଆପଣ ବି ଖାଆନ୍ତି ଚିକେନ ଲେଗ ପିସ ? ତ ଏହି ଖବର ଆପଣଙ୍କ ପାଇଁ, ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ସାଧାରଣତ ଲୋକେ କୁକୁଡା ମାଂସ ଖାଇଥାନ୍ତି, ଛେଳି ମାଂସ ଖାଇଥାନ୍ତି, ମାଛ ମଧ୍ୟ ଖାଇଥାନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି ଯେ କିଛି ଲୋକେ ଏଭଳି ଅଛନ୍ତି ଯେଉଁ ମାନେ କୁକୁଡା ର ପଞ୍ଜା ମଧ୍ୟ ଖାଇଥାନ୍ତି । ଯେଉଁଠାରେ ମାଂସ କୁ ୮୦ ପ୍ରତିଶତ ଲୋକେ ଖାଇଥାନ୍ତି । ମାତ୍ର କୁକୁଡା ପଞ୍ଜା କଥା କୁହାଯାଏ ତ ଲୋକେ ଏହାକୁ ୧୫ ପ୍ରତିଶତ ମାତ୍ରାରେ ଖାଇଥାନ୍ତି । କୁକୁଡା ଙ୍କ ପଞ୍ଜା ଖାଇବାରେ ଭାରତ ଏବଂ ଚୀନ ସବୁଠାରୁ ଆଗରେ ଦେଖିବାକୁ ମିଳିଛନ୍ତି ।

କୁକୁଡା ଙ୍କ ପଞ୍ଜା ଶସ୍ତା ରେ ମିଳିଯାଇଥାଏ ମାତ୍ର ଆପଣ ଗୋଟିଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ କୁକୁଡା ପଞ୍ଜା ରେ ସବୁଠାରୁ ଅଧିକ କ୍ୟାଲସିୟମ ରହିଅଛି । ଏଥିପାଇଁ ଲୋକେ ପଞ୍ଜା ଖାଇଥାନ୍ତି । ଯେଉଁ ଲୋକେ ଅଧିକ କୁକୁଡା ପଞ୍ଜା ଖାଇଥାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ କେବେ ମଧ୍ୟ ଖରାପ ହୋଇ ନଥାଏ । ସେମାନଙ୍କ ହାଡ ମଜବୁତ ହେବା ସହିତ ଚେହେରାରେ ଦାଗ ତଥା ଝାଉଁଳି ଯିବା ଭଳି ସମସ୍ୟା ମାନ ବନ୍ଦ ହୋଇଯାଇଥାଏ ।

କୁକୁଡା ପଞ୍ଜା ଖାଇବା ଦ୍ଵାରା ଶରୀରରେ ଅଧିକ ମାତ୍ରାରେ ଗରମ ବନି ରହିଥାଏ । ଯଦି ଆପଣ ଶୀତ ଦିନରେ ଏହାକୁ ଖାଉଛନ୍ତି ତ ଆପଣ ବଡରୁ ବଡ ଥଣ୍ଡା ରୁ ଆପଣ ବଞ୍ଚି ପାରନ୍ତି । ସେହିଭଳି ଯଦି ଆପଣଙ୍କ ପାଦ ଦରଦ ହେଉଛି ତଥା ଆଣ୍ଠୁ ଗଣ୍ଠି ବାତ, ହାତ ରେ ଯନ୍ତ୍ରଣା ହେବା ଆଦି ସମସ୍ୟା ରେ ଚିନ୍ତିତ ଅଛନ୍ତି ତେବେ ଆପଣ କୁକୁଡା ପଞ୍ଜା ନିଶ୍ଚିତ ଭାବରେ ଖାଆନ୍ତୁ ।

ପଞ୍ଜା ରେ ଏହିଭଳି ଭାବରେ କ୍ୟାଲସିୟମ ରହିଥାଏ ଯେ ଯାହାର ଆପଣଙ୍କୁ ଅନ୍ଦାଜା ମଧ୍ୟ ନାହିଁ । ଏକ୍ସପଡ ମାନେ କହିଛନ୍ତି ଯେ ଆପଣଙ୍କ ଶରୀରରେ ଯେ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ରହିଅଛି ସେ ପର୍ଯ୍ୟନ୍ତ ଆପଣ କୌଣସି କାର୍ଯ୍ୟ ସଠିକ ଭବାରେ କରି ପାରିବେ ନାହିଁ । କାରଣ ସଫଳତା ପରିଶ୍ରମ ଦ୍ଵାରା ହିଁ ଆସିଥାଏ ଯାହା କି କ୍ୟାଲସିୟମ ଦ୍ଵାରା ସମ୍ଭବ ହୋଇଥାଏ । ଏଥିପାଇଁ ଆପଣ କୁକୁଡା ଙ୍କ ପଞ୍ଜା ଖାଆନ୍ତୁ ଏବଂ ନିଜର ସ୍ୱାସ୍ଥ୍ୟ କୁ ସୁସ୍ଥ ବନାନ୍ତୁ । କାରଣ ସ୍ୱାସ୍ଥ୍ୟ ସୁସ୍ଥ ରହିଲେ ସବୁ ସଫଳତା ଆପଣ ସମ୍ଭବ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *