Jyotish Shastra- ହୃଦୟରୁ ବହୁତ ଭଲ ହୋଇଥାନ୍ତି ଏହି ୨ ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ବହୁତ କଷ୍ଟକର ହୋଇଥାଏ । ବ୍ୟକ୍ତି ର ଚେହେରା ରୁ ବ୍ୟକ୍ତି ର ଗୁଣ ଭଲ ଅଥବା ମନ୍ଦ ତାହା ଜଣା ପଡ଼ି ନଥାଏ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତି ର ବ୍ୟକ୍ତିତ୍ବ ସମ୍ବନ୍ଧରେ ଜଣା ପଡ଼ିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ହିଁ ସେହି ବ୍ୟକ୍ତି ର ଗୁଣ ଓ ସ୍ୱଭାବ ଦର୍ଶାଇ ଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ସେମାନେ ସର୍ବଦା ଅନ୍ୟକୁ ଖୁସି ପ୍ରଦାନ କରିଥାନ୍ତି । ଏହି ନାମ ଥିବା ଝିଅ କେବେବି ଅନ୍ୟ ମାନଙ୍କ ପାଇଁ ନିଜ ମନରେ କିଛି ବି କଥା ରଖନ୍ତି ନାହିଁ । ଏହି ଝିଅ ମାନଙ୍କ ଏହି ସ୍ୱଭାବ ଯୋଗୁଁ ଏମାନେ ନିଜ ଘର ଓ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ସେହି ୨ଟି ନାମ ର ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସଫା ହୃଦୟ ର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଦୁନିଆ ରେ ହିଁ ହଜି ଯାଇଥାନ୍ତି । ଏମାନଙ୍କ ପାଖରେ ଧନ ଓ ଐଶ୍ୱର୍ଯ୍ୟ ର ଆଦୌ ଅଭାବ ନଥାଏ । ଏମାନଙ୍କ ଭାବନା ହିଁ ଏମାନଙ୍କୁ ସଫଳତା ର ମାର୍ଗ ରେ ପହଞ୍ଚାଇଥାଏ ।

ଏହି ନାମର ଝିଅ ମାନେ ଆବଶ୍ୟକ ସମୟରେ ଅନ୍ୟ ବ୍ୟକ୍ତି ଙ୍କ ସାହାଯ୍ୟ ମଧ୍ୟ କରିଥାନ୍ତି । ଏମାନଙ୍କ ଖାସ ଗୁଣ ହେଉଛି ଯେ, ଏମାନେ ସର୍ବଦା ନିଜ ଜୀବନରେ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ନିଜର ମାନ ସମ୍ମାନ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏଥିପାଇଁ ଏହି ଝିଅ ମାନେ ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏହି ଝିଅ ମାନେ ଏଭଳି କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । ଯାହାଦ୍ୱାରା ଏମାନଙ୍କ ମାନ ସମ୍ମାନ ହାନି ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ନାମ ଭଳି ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟକୁ ଖୁସି ଦେବାକୁ ଚାହିଁଥାନ୍ତି ଏବଂ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖନ୍ତି । ଏହି ନାମର ଝିଅ ଙ୍କ ନାମ ରେ ହିଁ ତାଙ୍କର ପବିତ୍ରତା ଝଲସି ଥାଏ । ଏହି ନାମର ଝିଅ ମାନଙ୍କୁ ମଧ୍ୟ ନିଜର ମାନ ସମ୍ମାନ ବହୁତ ପ୍ରିୟ ହୋଇଥାଏ ଏବଂ ନିଜର ମାନ ସମ୍ମାନ ପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

 

ଏହି ଝିଅ ମାନେ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହି କାରଣରୁ ଏମାନଙ୍କୁ ବହୁତ ଶୀଘ୍ର ନିଜର ଭଲ ପାଇବା ମଧ୍ୟ ମିଳିଯାଏ । କିନ୍ତୁ ଏମାନେ ଭଲ ପାଇବା କ୍ଷେତ୍ରରେ ଅନେକ ବିପଦ ର ସାମ୍ନା କରିଥାନ୍ତି । ଏହି ନାମର ଝିଅ ମାନେ ଆକର୍ଷକ ଛବି ର ମାଲିକ ଅଟନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *