Vastu Tips- ତୁଳସୀ ଙ୍କ ଦୀପ ତଳେ ରଖି ଦିଅନ୍ତୁ ଏହି ୧ ଜିନିଷ, ଦୁଃଖ ଓ ଦରିଦ୍ରତାର ହେବ ଅନ୍ତ

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ତୁଳସୀ ଗଛ କୁ ବହୁତ ପବିତ୍ର କୁହାଯାଏ । ଶାସ୍ତ୍ର ରେ ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ । ଏହା କୁହାଯାଏ କି ଯାହା ଘରେ ତୁଳସୀ ଗଛ ଥାଏ ଏବଂ ନୀତି ଦିନ ପୂଜା ଅର୍ଚ୍ଚନା କରା ଯାଇଥାଏ

ସେଠାରେ କ୍ଳେଶ ଦରିଦ୍ରତା କଳହ ଆଦି ସବୁ ନକରାତ୍ମକ ଜିନିଷ ନଥାଏ । କାରଣ ତୁଳସୀ ଗଛରେ ସବୁ ପ୍ରକାର ର ଦେବୀ ଦେଵତା ମାନେ ବାସ କରିଥାନ୍ତି । ତୁଳସୀ ଗଛ କୁ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟି କୋଣ ରେ ଅଧିକ ମହତ୍ତ୍ୱପୂର୍ଣ୍ଣ କୁହାଯାଏ ।

ତୁଳସୀ ଗଛ ରେ ଅନେକ ଔଷଧୀୟ ଗୁଣ ମାନ ଭରି ରହିଥାଏ । ଯେଉଁ ଘରର ମହିଳା ମାନେ ପ୍ରତିଦିନ ତୁଳସୀ ଗଛ ମୂଳରେ ସକାଳେ ଉଠି ପାଣି ଦେଇଥାନ୍ତି ଏବଂ ତାହାର ପୂଜା କରିଥାନ୍ତି । ସେହି ମହିଳା ମାନେ ସର୍ଵଦା ଖୁସି ଏବଂ ସୌଭାଗ୍ୟବତୀ ରହିଥାନ୍ତି ଏବଂ ତାଙ୍କର ଏହି ପୁଣ୍ୟ କର୍ମ ଯୋଗୁଁ ଘରେ ସୁଖ ଶାନ୍ତି ମଧ୍ୟ ରହିଥାଏ ।

ଭଗବାନ ଶ୍ରୀକୃଷ୍ଣ ଙ୍କୁ ମଧ୍ୟ ତୁଳସୀ ଗଛ ବହୁତ ପ୍ରିୟ । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଭୋଗ କରିବା ସମୟରେ ତୁଳସୀ ପତ୍ର ପକାଯାଏ । ଏହା ମାନ୍ୟତା ରହିଛି କି ଯଦି ଭୋଗ ରେ ତୁଳସୀ ପତ୍ର ନଥାଏ ତେବେ ଭଗବାନ ଶ୍ରୀ କୃଷ୍ଣ ସେହି ଭୋଗ କୁ ଗ୍ରହଣ କରି ନଥାଏ । ସେଥିପାଇଁ ଯଦି ଆପଣ ଶ୍ରୀ କୃଷ୍ଣ ଙ୍କୁ ଭୋଗ ଚଢା ଯାଏ ତେବେ ସେଥିରେ ତୁଳସୀ ପତ୍ର ପକା ଯାଇଥାଏ ।

ତୁଳସୀ ଗଛ ମୂଳରେ ପ୍ରତିଦିନ ସନ୍ଧ୍ୟା ରେ ଦୀପ ଜାଳିବା ଉଚିତ । ଆସନ୍ତୁ ଜାଣିନେବା ତୁଳସୀ ଗଛ ମୂଳରେ ଦୀପ ଜାଳିବା ସମୟରେ କେଉଁ କଥା ର ଧ୍ୟାନ ଦେବା ଉଚିତ ।
ପ୍ରଥମ କଥାଟି ହେଉଛି ତୁଳସୀ ଗଛ କୁ ଗୁରୁବାର ଦିନ ହିଁ ଘରକୁ ଆଣିବା ଉଚିତ । ତେବେ ହିଁ ତାର ଉଚିତ ଫଳ ପ୍ରାପ୍ତ ହୋଇ ପାରିବ । ଗୁରୁବାର ଦିନ ଆଣିଥିବା ତୁଳସୀ ଗଛ ବହୁତ ଶୁଭ ଦାୟକ ହୋଇ ଥାଏ ଏବଂ ଏହା କେବେବି ଶୁଖି ନଥାଏ ।

ଯଦି ଆପଣ ଅନ୍ୟ କେବେ ବି ତୁଳସୀ ଗଛ କୁ ଘରକୁ ଆଣନ୍ତି ତେବେ ତାକୁ ଗୁରୁବାର ଦିନ ହିଁ ଲଗାନ୍ତୁ । ଧ୍ୟାନ ଦେବେ କି ତୁଳସୀ ଗଛ ଘରର ମୁଖ୍ୟ ଦ୍ୱାର ରେ ପୂର୍ବ ଦିଗ ରେ ହିଁ ଏହାକୁ ସ୍ଥାପନ କରିଥାନ୍ତି । ଏହା ଦ୍ବାରା ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରି ନଥାଏ । ତୁଳସୀ ଗଛ ଆମ ଜୀବନରେ ଥିବା ସମସ୍ତ ନକରାତ୍ମକ ଉର୍ଜା ଏବଂ ଖରାପ ପ୍ରଭାବ ଘରକୁ ଆସେ ନାହିଁ ।

ତୁଳସୀ ଗଛ ମୂଳରେ କେବେବି ଅଳିଆ ଆବର୍ଜନା କରିବା ଉଚିତ ନୁହେଁ । ଏହା ସହ ଜୋତା ଏବଂ ଡଷ୍ଟବିନ ସେଠାରେ ରଖନ୍ତୁ ନାହିଁ । କାରଣ ତୁଳସୀ ଗଛ ରେ ଅନେକ ଦେବୀ ଦେଵତା ମାନେ ବାସ କରିଥାନ୍ତି । ସେଠାରେ ଯଦି ଅଳିଆ ଆବର୍ଜନା କରିବା ତେବେ ଦେବୀ ଦେଵତା ଆମ ଉପରେ କ୍ରୋଧ କରିଥାନ୍ତି । ବନ୍ଧୁଗଣ ସନ୍ଧ୍ୟା ସମୟରେ ଘିଅ ର ଦୀପ ଜାଳିବା ଉଚିତ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ସର୍ଵଦା ଧ୍ୟାନ ଦେବେ କି ଦୀପ ଲଗେଇବା ସମୟରେ ଦୀପ ତଳେ କିଛି ଚାଉଳ କିମ୍ବା ଫୁଲ ମଧ୍ୟ ଦେଇ ପାରିବେ ।

ଏହା ଦ୍ୱାରା ଭଗବାନ ବିଷ୍ଣୁ ଙ୍କ ର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହା ଛଡା ଆମ ଜୀବନ ରେ ଧନ ର ବୃଦ୍ଧି ମଧ୍ୟ ହୋଇଥାଏ । କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ତୁଳସୀ ମାତାଙ୍କୁ ପ୍ରଣାମ କରି ଯିବା ଉଚିତ । ଏହା ଦ୍ୱାରା ଆମକୁ ସେହି କାର୍ଯ୍ୟ ରେ ସଫଳତା ମିଳିଥାଏ । ଧ୍ୟାନ ରେ ରଖିବେ କି ତୁଳସୀ ପତ୍ର କୁ କେବଳ ସକାଳେ ହିଁ ତୋଳିବା ଉଚିତ ରାତ୍ରି ରେ ତୋଳିବା ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *