ଅମୃତ ଭଣ୍ଡା ଖାଇଲେ ଶରୀରକୁ ମିଳିଥାଏ କେଉଁ ସବୁ ଫାଇଦା, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ! (Health Tips)

ବନ୍ଧୁଗଣ, ଅମୃତ ଭଣ୍ଡା ଆପଣ ମାନଙ୍କୁ ସବୁ ଜାଗାରେ ସହଜରେ ମିଳିଯିବ । ଅମୃତ ଭଣ୍ଡାକୁ ଉଭୟ କଞ୍ଚା ଏବଂ ପାଚିଲା ଖାଇଲେ ଏହା ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇବା ଯୋଗୁଁ କେଉଁସବୁ ଫାଇଦା ହୋଇଥାଏ ? ୧;- ଏହା ହାର୍ଟ ଡିଜିଜ ରୁ ରକ୍ଷା କରିଥାଏ । ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା କରିବା ପାଇଁ ଅମୃତ ଭଣ୍ଡା ବହୁତ ଉପକାରୀ ହୋଇଥାଏ । କାରଣ ଅମୃତ ଭଣ୍ଡା ରେ ଫାଇଭର, ପୋଟାସିୟମ, ଏବଂ ଭିଟାମିନ ରହିଥାଏ ।

ଏହା ଦ୍ଵାରା ହୃଦୟ ସମ୍ବନ୍ଧିତ ରୋଗ ସଠିକ ହୋଇଥାଏ । ଅଧିକ ପୋଟାସିୟମ ଏବଂ କମ ସୋଡିୟମ ଖାଇଲେ, କୃଦୟ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ବହୁତ କମିଯାଇଥାଏ । ୨;- ହଜମ କ୍ରିୟା ଭଲ କରେ, ଅମୃତ ଭଣ୍ଡା ଖାଇଲେ ହଜମ କ୍ରିୟା ଭଲ ହୋଇଥାଏ । ଏଥିରେ ପେପିନ ନାମକ ଏନଯାଇମ ର ମାତ୍ରା ଅଧିକ ରହିବା ହେତୁ ଏହା ପାଚନ କ୍ରିୟା କୁ ଉତେଜିତ କରିବାରେ ସହାୟକ ହୋଇଥାଏ । ଏଥିରେ ରହିଥିବା ଦ୍ରବଣୀୟ ଫାଇଭର ଏବଂ ପାଣି ହଜମ ପ୍ରକ୍ରିୟା କୁ ସହଜ କରିଦେଇଥାଏ । ଏହା କୋଷ୍ଠ କାଠିନ୍ୟରୁ ମୁକ୍ତି ଦେଇଥାଏ ।

୩;- ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ, ଏଥିରେ ଭିଟାମିନ-A, ଭିଟାମିନ-C ଏବଂ ଭିଟାମିନ-E ରହି ଥିବାରୁ ଏହା ଆଖିର ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଆହାର ଅଟେ । ଏଥିରେ କ୍ୟାରୋଟିନାଇଟ ଲ୍ୟୁଟିନ ରହିଥାଏ, ଯାହା ଅଲ୍ଟ୍ରାଭାଉଲେଟ ରଶ୍ମିରୁ ଆଖିକୁ ସୁରକ୍ଷିତ ଦେଇଥାଏ । ଅମୃତ ଭଣ୍ଡା ଖାଇଲେ ଏହା ମୋତିଆବିନ୍ଦୁ ଏବଂ ଆଖି ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ ।

୪;- ଗାଉଟ ରୋଗରୁ ଏହା ରକ୍ଷା କରେ, ଅମୃତଭଣ୍ଡା ରେ ଅନେକ ଇମ୍ପଲାମେଟାରୀ ଏନଯାଇମ ରହିଥାଏ । ଯାହା ଗାଉଟ ରୋଗ ଯୋଗୁଁ ହେଉଥିବା ଯନ୍ତ୍ରଣା ଦୂର କରିବାରେ ସହାୟକ ହୋଇଥାଏ । ଏହା ଅସ୍ତି କୁ ଷ୍ଟ୍ରଙ୍ଗ କରିଥାଏ । ଏହା ଗଣ୍ଠିଫୁଲା ଦୂର କରିବାରେ ସହାୟକ ହୋଇଥାଏ । ଗୋଟିଏ ଗବେଷଣା ରୁ ଜଣାଯାଇଅଛି ଯେ ଯେଉଁ ଲୋକ ମାନେ ଅମୃତ ଭଣ୍ଡା ଜାତୀୟ ଖାଦ୍ୟର ସେବନ କମ କରନ୍ତି, ତାଙ୍କ ଠାରେ ଗଣ୍ଠିଆ ରୋଗ ହେବାର ସମ୍ଭାବନା କମ ରହିଥାଏ ।

୫;- ଏହା ତ୍ଵଚା କୁ ସୁସ୍ଥ ରଖିଥାଏ, ଅମୃତଭଣ୍ଡା ର ନିୟମିତ ସେବନ କରିଲେ ଏହା ତ୍ଵଚା କୁ ସୁସ୍ଥ ରଖିଥାଏ । ବୟସ ବଢିବା ହେତୁ ସ୍କିନ ରେ ପଡୁଥିବା କୁଞ୍ଚ ରୁ ମଧ୍ୟ ରକ୍ଷା କରିଥାଏ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *