ଆମର ହାତ ଓ ଗୋଡ ବେଳେ ବେଳେ ଶୁନ ପଡିଯାଏ କିମ୍ବା ଝିମ ଝିମ ହୋଇଯାଏ । କିନ୍ତୁ କିଛି ସମୟ ପରେ ଏହା ଠିକ ହୋଇଯାଏ । ବେଳେ ବେଳେ ଲାଗିଥାଏ କି ଆମର ହାତ ଓ ଗୋଡରେ ଛୁଇଁ ଫୋଡି ହେଉଛି । ବହୁତ ସମୟ ଧରି ଛିଡା ହେଲେ ବି ଏହିଭଳି ହୋଇଥାଏ । କିନ୍ତୁ ଏହା ଏମିତି କିଛି ରୋଗର ସଂକେତ ଦେଇଥାଏ ଯାହାକି ବହୁତ ଭୟଙ୍କର ଅଟେ । ଏହାକୁ କେବେ ନି ନଜର ଅନ୍ଦାଜ କରନ୍ତୁ ନାହିଁ । କହିବାକୁ ଗଲେ ଆମ ଶରୀରରେ କ୍ୟାଲସିୟମ କମ ହେବା କାରଣରୁ ଏହା ହୋଇଥାଏ ।
ଯଦି ଆମର ଶରୀରରେ କ୍ୟାଲସିୟମ କମ ହୋଇଯାଏ ଆମର ହାତ ଓ ଗୋଡ ଶୁନ ହୋଇଯାଏ ଓ ଝିମ ଝିମ ହୋଇଥାଏ । ଶରୀରରେ ଭିଟାମିନ B 12 ଓ ମ୍ୟାଗ୍ନେସିୟମ କମ ହେବା କାରଣରୁ ବି ଏହି ସମସ୍ୟା ଦେଖାଯାଏ । ଯଦି ଆମେ କିଛି ସମୟ ପର୍ଯ୍ୟନ୍ତ ଗୋଟିଏ ପୋଜିସନରେ ଛିଡା ହୋଇଯାଏ ତେବେ ବି ଏହିଭଳି ସମସ୍ୟା ଦେଖାଯାଏ ।
ଆପଣ ନିଜର ଏହି ସମସ୍ୟାକୁ ଠିକ କରିବା ପାଇଁ ଆପଣ ସବୁଦିନ ବ୍ୟାୟମ ଓ ଯୋଗ ନିଶ୍ଚିତ ରୂପରେ କରନ୍ତୁ । ଆପଣ ନିଜର ଖାଦ୍ୟରେ ବହୁତ ଭିଟାମିନ B, B 6, B 12 ସାମିଲ କରନ୍ତୁ । ଯେମିତି କି ଅଣ୍ଡା, ଆଭୋକାଡୋ, ମାଂସ, କଦଳୀ, ବିନ୍ସ, ମାଛ, କ୍ଷୀର, ଲହୁଣୀ, ଦହି ଓ ଫଳ ଇତ୍ୟାଦି ସାମିଲ କରନ୍ତୁ । ଶରୀରରେ ମ୍ୟାଗେଂସିୟମ କମ ହେବା କାରଣରୁ ହାଡ ଓ ଗୋଡ ଝିମଝିମ ହୋଇଯାଏ ।
ଆପଣ ପନିପରିବା, ପନୀର, ଘିଅ, ଥଣ୍ଡା ପାଣିର ମାଛ, ସୋୟାବିନ, ଆବୋକାଡୋ, କଦଳୀ ଡାର୍କ ଚୋକଲେଟ ଓ ଲୋ ଫ୍ୟାଟ ଦହି ସେବନ କରନ୍ତୁ । ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ହଳଦୀ ମିକ୍ସ କରି ଖାଆନ୍ତୁ । ଯାହାକି ଆପଣଙ୍କ ଶରୀରରେ ରକ୍ତ ଚଳାଚଳକୁ ସଠିକ କରିଥାଏ । କହିଦେଉକୁଛି କି ଯଦି ଆପଣ ସବୁଦିନ ୨ ରୁ ୪ ଗ୍ରାମ ଡାଲଚିନି ପାଉଡର ସେବନ କରୁଛନ୍ତି ତେବେ ଏହା ଦ୍ଵାରା ରକ୍ତ ସଂଚାଳନ ସଠିକ ହୋଇଥାଏ । ଡାଲଚିନି ହାତ ଓ ଗୋଡର ରକ୍ତ ପ୍ରବାହକୁ ବୁଦ୍ଧି କରିଥାଏ ।
କିନ୍ତୁ ଏହାକୁ ସେବନ କରିବାର ସବୁଠୁ ଭଲ ଉପାୟ ହେଉଛି ଆପଣ ଗୋଟିଏ ଗ୍ଳାସ ଗରମ ପାଣିରେ ଗୋଟିଏ ଚାମଚ ଡାଲଚିନି ପାଉଡର ମିଶାଇ ଦିଅନ୍ତୁ ଓ ଦିନକୁ ଥରେ ଏହାର ସେବନ କରନ୍ତୁ । ଦ୍ଵିତୀୟ ଉପାୟ ହେଉଛି କି ଗୋଟିଏ ଚାମଚ ଡାଲଚିନି ଓ ମହୁ ମିଶାଇ ସକାଳ କିଛି ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଗାଧୋଇବା ସମୟରେ ସଂଧା ଲୁଣକୁ ପାଣିରେ ଦେଇ ସ୍ନାନ କରନ୍ତୁ । ରକ୍ତକୁ ପତଳା କରିବା ପାଇଁ ଆପଣ ଅଁଳା ପାଉଡର ସେବନ କରି ପାରିବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।