ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଆମ୍ଭ ଶରୀରରେ କୌଣସି ଭିଟାମିନ ର ଅଭାବ ହେଲେ, ସର୍ବଦା ଗୋଟିଏ ସାଇନ ଅଥବା ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ଲକ୍ଷଣକୁ ଆଧାର କରି ଆମ୍ଭେ କହିପାରୁ ଯେ, ଆମ୍ଭକୁ କେଉଁ ଭିଟାମିନ ର ଅଭାବ ହେଉଅଛି ଅଥବା ଏହି ଭିଟାମିନ ଆମ୍ଭ ଶରୀରରେ କମ ମାତ୍ରାରେ ଅଛି । ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ କାରଣ ଜାଣିଲେ ହିଁ ଆମ୍ଭେ ନିୟମିତ ଉପାୟ କରି ପାରିବା । ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ କଣ ଅଟେ ?
୧- ଯଦି ଆପଣଙ୍କ ତ୍ଵଚା ଶୁଖି ଯାଇଥାଏ, ତେବେ ବହୁତ ଅଧିକ ଚାନ୍ସ ରହିଥାଏ ଯେ ଆପଣଙ୍କ ଶରୀରରେ ଭିଟାମିନ-E ର ଅଭାବ ରହିଅଛି । ଆପଣ ଏଥିପାଇଁ ପାଳଙ୍ଗ ଶାଗ ଖାଇ ପାରିବେ । ପାଳଙ୍ଗ ଶାଗ ରେ ଭିଟାମିନ-E ବହୁତ ମାତ୍ରାରେ ରହିଥାଏ । ଏହାଛଡା ବାଦାମ ରେ ମଧ୍ୟ ଭଭିଟାମିନ-E ପ୍ରଚୁର ମାତ୍ରାରେ ରହିଥାଏ ।
୨- ଅତ୍ୟାଧିକ ମିଠା ସେବନ କରିବା । ଯଦି ଆପଣଙ୍କର ବାରମ୍ବାର ମିଠା ଖାଇବାର ମନ କରୁଅଛି, ତେବେ ଆପଣଙ୍କ ଶରୀରରେ ଗ୍ଳୁକୋଜ ର ଅଭାବ ହୋଇପାରେ । ଆପଣ ଏହାକୁ ଦୂର କରିବାକୁ ଯାଇ ଅତ୍ୟଧିକ ମିଠା ଆଦୌ ସେବନ କରନ୍ତୁ ନାହିଁ । କାରଣ ଏହା ଉଚିତ ଉପାୟ ନୁହେଁ । ଗ୍ଳୁକୋଜ ର ଅଭାବ କୁ ଦୂର କରିବା ପାଇଁ ଆପଣ ମହୁକୁ ପ୍ରୟୋଗ କରିପାରନ୍ତି । ଏଥିରେ ପ୍ରଚୁର ମାତ୍ରାରେ ଗ୍ଳୁକୋଜ ମିଳିଥାଏ । ଏହା ସହିତ ଆପଣ ଯେ କୌଣସି ଫଳ ମଧ୍ୟ ସେବନ କରି ପାରନ୍ତି । ଏଥିରେ ବହୁତ ଭଲ ମାତ୍ରାରେ ଗ୍ଳୁକୋଜ ରହିଥାଏ ।
୩- ଯଦି ଆପଣଙ୍କୁ ରାତିରେ ନିଦ ଆଦୌ ଆସୁନାହିଁ । ଆପଣ ବହୁତ ପ୍ରୟାସ କରନ୍ତି କିନ୍ତୁ ଆପଣଙ୍କୁ ନିଦ ଆଦୌ ଲାଗେ ନାହିଁ । ଏହାର କାରଣ ହୋଇପାରେ ଯେ ଆପଣଙ୍କ ଶରୀରରେ ପୋଟାସିୟମ ର ଅଭାବ ବହୁତ ରହିଅଛି ।
୪- ପୋଟାସିଆୟାମ ର ଅଭାବ ହେଲେ ଆଉ ଏକ ଲକ୍ଷଣ ଆପଣଙ୍କୁ ଦେଖାଯାଇଥାଏ, ତାହା ହେଉଛି ଗୋଡର ମାଂ-ସପେଶୀ ଟା-ଣି ହେବା । ଯଦି ଆପଣ ଶୋଇବାକୁ ଯାଉଛନ୍ତି ତେବେ ଆପଣଙ୍କ ଗୋଡର ମାଂସପେଶୀ ଟା-ଣି ହୋଇ ଯାଉଅଛି ଏବଂ ଆପଣଙ୍କୁ ଲାଗିଥାଏ ଯେ ଗୋଡର ମାଂସପେଶୀ କୁ ଦବାଇଲେ ଆପଣଙ୍କୁ ଆରାମ ମିଳିଥାଏ । ଏହା ମଧ୍ୟ ପୋଟାସିୟମ ର ଅଭାବ ହୋଇପାରେ । ଏଥିପାଇଁ ଆମ୍ଭକୁ ନଡିଆ ପାଣିର ସେବନ କରିବାକୁ ହେବ । ଏହା ସହିତ ଆପଣ ବିଟ ଏବଂ ତରବୁଜ ର ସେବନ କରି ପାରନ୍ତି ।
୫- ଯଦି ଆପଣଙ୍କୁ ବହୁତ ଅଧିକ ବରଫ ଅଥବା ବହୁତ ଅଧିକ ଆଇସକ୍ରିମ ଖାଇବାର ଇଛା ହୋଇଥାଏ, ତେବେ ଏହା ଆଇରନ ଅଭାବ ର ସୂଚକ ଦେଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।