ହାତ ଗୋଡ ଝିମିଝିମି ହେଇଯିବା, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ଶିର ବ୍ଲକେଜ, ହାଡ କମଜୋର କୁ ତୁରନ୍ତ କରିଦେବ ଏହି ଘରୋଇ ଦେଶୀ ଉପଚାର ! (Health Tips)

ବନ୍ଧୁଗଣ, ୧୧ ଦିନ କେବଳ ଏହି ଜିନିଷ କୁ ପାଣିରେ ଫୁଟାଇ ସେବନ କରି ନିଅନ୍ତୁ, ଏହା ଫଳରେ ଆପଣଙ୍କ ଶରୀରର ସମସ୍ତ ରୋଗରୁ ଛୁଟକାରା ମିଳିବ । ଯଥା ଅନିଦ୍ରା, ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା, ଶିରା ବ୍ଲକେଜ, ଆଖିର କମଜୋରି, ରକ୍ତ ଗାଢା ହୋଇଯିବା ସୁଗାର କୋଲେଷ୍ଟ୍ରୋଲ ତଥା ପେଟ ସମ୍ବନ୍ଧୀୟ ରୋଗ ଏବଂ ହାର୍ଟ ଜନିତ ରୋଗ କେବେ ହେବ ନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଚମତ୍କାରୀ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ଯଦି ଆପଣ ଏହାକୁ ଘରେ ବନାଇ ୧୧ ଦିନ ପର୍ଯ୍ୟନ୍ତ ଏହାକୁ ସେବନ କରି ନିଅନ୍ତି ତେବେ ଆପଣଙ୍କୁ ବହୁତ ଚମତ୍କାରୀ ଫାଇଦା ମିଳିବ । ଏହା ଦ୍ଵାରା ଆପଣଙ୍କ ଶରୀର ମଧ୍ୟରେ ଥିବା ଅପରିଷ୍କାର ପଦାର୍ଥ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ । ଯଦି ଆପଣଙ୍କର ରକ୍ତ ଗାଢା ହୋଇଯାଇଛି ତେବେ ତାହା ପତଳା ହୋଇଯିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏହା ବହୁତ ଉପକାରୀ ଉପାୟ ଅଟେ ।

ତାହା ହେଉଛି ଅର୍ଜୁନ ଗଛର ଛାଲ । ଏହା ଆପଣଙ୍କୁ ଆୟୁର୍ବେଦିକ ଦୋକାନରୁ ବହୁତ ସହଜରେ ମିଳିଯିବ । ଆପଣ କେବଳ ଗୋଟିଏ ଛୋଟ ଖଣ୍ଡ ଅର୍ଜୁନ ଗଛର ଛାଲ ନିଅନ୍ତୁ । ଏହାକୁ ଗୁଣ୍ଡ କରି ଚାରି ଭାଗର ଭାଗେ ନିଅନ୍ତୁ । ଦ୍ଵିତୀୟ ଜିନିଷ ହେଉଛି ଡାଲଚିନୀ, ଏହାକୁ ମସଲା ମାନଙ୍କର ରାଣୀ ବୋଲି ସମ୍ବୋଧିତ କରାଯାଇଅଛି ।

ଆପଣ ଏକ ପାତ୍ର ରେ ୨୫୦ ml ମାତ୍ରାରେ ପାଣି ନିଅନ୍ତୁ । ଏହାପରେ ସେଥିରେ କେବେଳ ୨ ଚୁଟକି ଡାଲଚିନି ପାଉଡର, ଏବଂ ୪ ଭାଗରୁ ୧ ଭାଗ ଚାମଚରେ ଅର୍ଜୁନ ଗଛର ଛାଲ ର ପାଉଡର କୁ ନେଇ ଏହି ପାଣି ରେ ମିଶାଇ ଦିଅନ୍ତୁ । ଏହା ଭଲ ଭାବରେ ଫୁଟିଗଲେ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ । ଏହାପରେ ଆପଣ ଚାହା ପିଇଲା ଭଳି ସକାଳେ ଏହାକୁ ସକାଳେ ଖାଲି ପେଟରେ ସେବନ କରି ନିଅନ୍ତୁ ।

ଏହିଭଳି ଆପଣ ଏହାକୁ ଥରେ ସକାଳେ ଏବଂ ଥରେ ସନ୍ଧ୍ୟାରେ ସେବନ କରନ୍ତୁ । ଆପଣ ଧ୍ୟାନ ରଖିବେ ଯେ ଯେତେ ମାତ୍ରାରେ ଏହାକୁ ନେବାକୁ କହିଲୁ ସେହି ମାତ୍ରାରେ ଡାଲଚିନୀ ପାଉଡର ଏବଂ ଅର୍ଜୁନ ଗଛର ପାଉଡର କୁ ନେବେ । ଆପଣ ଏହାକୁ ସକାଳେ ବନାଇ ଦିଅନ୍ତୁ । ଅଧା ସକାଳେ ସେବନ କରିନେବେ ଏବଂ ଅଧା ସନ୍ଧ୍ୟାରେ ସେବନ କରିନେବେ ।

ଏହାର କୌଣସି ସାଇଡ ଇଫେକ୍ଟ ହେବ ନାହିଁ ଯଦି ଆପଣ ଏହାକୁ ସେବନ କରିବାର ପଦ୍ଧତି ଏବଂ ମାତ୍ରାର ଧ୍ୟାନ ରଖିବେ । ଏହା ଶରୀରରେ ବାତ କୁ ବଢିବାକୁ ଦେଇ ନଥାଏ । ଏହା ଏସିଡ କୁ ମଧ୍ୟ ବଢିବାକୁ ଦେଇ ନଥାଏ । ଏହା ବ୍ୟତୀତ ଯେଉଁ ମାନଙ୍କୁ କାଶ ହୋଇଥାଏ ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ବହୁତ ଲାଭ ଦାୟକ ଅଟେ ।

ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *