Swapna Shastra- ସ୍ଵପ୍ନରେ ସମ୍ବନ୍ଧ ବନାଇବାର ଦେଖିଲେ କଣ ସୂଚନା ମିଳିଥାଏ ? ଜାଣନ୍ତୁ କିଛି ସ୍ଵପ୍ନ ରହସ୍ୟ !

୧- ଯଦି ଆପଣ ସ୍ୱପ୍ନ ରେ ଜୀଅନ୍ତା ମାଛ ଦେଖୁଥାନ୍ତି । ତେବେ ଆଗାମୀ ଭବିଷ୍ୟତ ରେ ଆପଣ ଙ୍କୁ ଶୁଭ ସୂଚନା ମିଳିଥାଏ । ୨- ଯଦି ଗର୍ଭବତୀ ସ୍ତ୍ରୀ ସନ୍ନ୍ୟାସୀକୁ ସ୍ୱପ୍ନ ରେ ଦେଖିଥାନ୍ତି ସେ ସ୍ତ୍ରୀ ଲୋକର ଗର୍ଭ ନଷ୍ଟ ହୋଇ ଯାଇଥାଏ ।

୩- ଯେଉଁ ବ୍ୟକ୍ତି ମୟୁର କୁ ସ୍ୱପ୍ନ ରେ ଦେଖନ୍ତି ସେମାନ ଙ୍କୁ ନିକଟ ଭବିଷ୍ୟତ ରେ ଆକସ୍ମିକ ଧନ ମିଳିଥାଏ । ୪- ନେଉଳ କୁ ସ୍ୱପ୍ନ ରେ ଦେଖିଲେ ବିପଦ ରୁ ଉଦ୍ଧାର ମିଳିଥାଏ । ବାଘ ସ୍ୱପ୍ନ ଦେଖିଲେ ଶତ୍ରୁ ବିନାଶ ହୋଇଥାଏ ଏବଂ ବିରାଡ଼ି ସ୍ୱପ୍ନ ଦେଖିଲେ ସମ୍ମାନ ହାନି ଘଟେ । ୫- ଯେଉଁ ବ୍ୟକ୍ତି ବାରିକ ଖିଅର କରୁଥିବାର ସପନ ଦେଖିଥାଏ ତେବେ ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ସୂଚନା ମିଳିବା ଖରାପ ସମୟ ଆରମ୍ଭ ହୋଇଥାଏ ।

୬- ଯେଉଁ ବ୍ୟକ୍ତି କଦଳୀ ଗଛରୁ ଭଣ୍ଡା ବାହାରୁଥିବାର ସ୍ୱପ୍ନ ଦେଖୁଥାଏ ସେହି ବ୍ୟକ୍ତି କୁ ଖୁବ ଶୀଘ୍ର ସନ୍ତାନ ଲାଭ ହୋଇଥାଏ ।

୭- ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ପୁଷ୍କରିଣୀ ଜଳ ଦେଖିଥାଏ ତାର ସମସ୍ତ ଇଚ୍ଛା ଏବଂ କାମନା ପୂରଣ ହୋଇଥାଏ ।

୮- ଯେଉଁ ମହିଳା ମାନେ ସ୍ୱପ୍ନ ରେ ପାଚିଲା ପଣସ ଦେଖିଥାନ୍ତି ସେମାନଙ୍କ ର ପୁତ୍ର ସନ୍ତାନ ହୋଇଥାଏ । ଯେଉଁ ମହିଳା ମାନେ ସ୍ୱପ୍ନ ରେ କଞ୍ଚା ପଣସ ସ୍ୱପ୍ନ ଦେଖିଥାଆନ୍ତି ସେମାନଙ୍କ ର ଝିଅ ସନ୍ତାନ ହୋଇଥାଏ ।

୯- ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ଧଳା ପେଚା ଦେଖିଥାନ୍ତି ସେମାନଙ୍କ ର ଧନ ଲକ୍ଷ୍ମୀ ବଢେ । ସେହିପରି ଯଦି ସ୍ୱପ୍ନ ରେ କଳା ପେଚା ଦେଖିଥାନ୍ତି ତେବେ ସେମାନଙ୍କ ର ଧନ ହାନି ହୋଇଥାଏ ।

୧୦- ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ଟଙ୍କା ପଇସା ଦେଖୁଥାଏ ତେବେ ଆଗାମୀ ଦିନରେ ସେମାନଙ୍କର ଖର୍ଚ୍ଚ ମାତ୍ରା ବହୁତ ବଢିଥାଏ ।

୧୧- ଯେଉଁ ବ୍ୟକ୍ତି ସ୍ୱପ୍ନ ରେ କଳା ଶାଢୀ ପିନ୍ଧା ମହିଳା ଙ୍କୁ ଦେଖନ୍ତି ସେମାନଙ୍କ ର ଜୀଵନ ରେ ସୁଖ ଏବଂ ଶୁଭ ହୋଇଥାଏ ।

୧୨- ଯେଉଁ ବ୍ୟକ୍ତି ନିଜ ସ୍ୱପ୍ନ ରେ ନିଜର ଇଷ୍ଟ ଦେବ ଦେବୀ ଙ୍କୁ ଦେଖନ୍ତି ସେହି ବ୍ୟକ୍ତି ର ସମସ୍ତ ଇଚ୍ଛା ଅଭିଳାଷ ଶୀଘ୍ର ପୂର୍ଣ୍ଣ ହୋଇଥାଏ ।

୧୩- ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ଅଁଳା ଗଛ ହୋଇଥାଏ ଏବଂ ଅଁଳା କୋଳି ଦେଖିଥାନ୍ତି ସେମାନଙ୍କ ବହୁତ ଶୁଭ ହୋଇଥାଏ ଏବଂ ରୋଗ ରୁ ମୁକ୍ତି ପାଇଥାଏ ।

୧୪- ଯଦି ଆପଣ ରବିବାର ଦିନ ସ୍ୱପ୍ନ ଦେଖୁଥାନ୍ତି ତେବେ ସୂର୍ଯ୍ୟ ଦେଵତା ଙ୍କୁ ସ୍ମରଣ କରିବେ ।

୧୫- ଯେଉଁ ବ୍ୟକ୍ତି କିମ୍ବା ମହିଳା ମାନେ ଦିବା ୪ ପ୍ରହର ରେ ସ୍ୱପ୍ନ ଦେଖନ୍ତି ତାହା କେବେ ସତ ହୁଏନାହିଁ ।

୧୬- ଯେଉଁ ବ୍ୟକ୍ତି ମାନେ ରବିବାର ଦିନ ସ୍ୱପ୍ନ ଦେଖିଥାଏ ସେମାନଙ୍କୁ ମାନସିକ ଦୁର୍ବଳ ଲାଗିଥାଏ ।

୧୭- ଯେଉଁ ବ୍ୟକ୍ତି ମାନେ ସୋମବାର ଦିନ ସ୍ୱପ୍ନ ଦେଖିଥାନ୍ତି ତାହା ସତ ହୋଇଥାଏ ।

୧୮- ଯେଉଁ ବ୍ୟକ୍ତି ବାମ ପୁଡ଼ାରେ ନିଶ୍ୱାସ ପ୍ରବାହିତ ହେଉଥିବା ସମୟରେ ସ୍ୱପ୍ନ ଦେଖିଥାନ୍ତି ସେମାନଙ୍କ ସ୍ୱପ୍ନ ର ଶୁଭ ଫଳ ମିଳିଥାଏ ।

୧୯- ଯେଉଁ ବ୍ୟକ୍ତି ଡାହାଣ ପୁଡା ରେ ନିଶ୍ୱାସ ପ୍ରବାହିତ ହେଉଥିବା ସମୟରେ ସ୍ୱପ୍ନ ଦେଖିଥାନ୍ତି ସେମାନଙ୍କୁ ସ୍ୱପ୍ନ ର ଫଳ ସତ ହୋଇଥାଏ ଏବଂ ଶୁଭ ହୋଇଥାଏ ।

୨୦- ଯେଉଁ ବ୍ୟକ୍ତି ନାସା ର ଦୁଇ ପୁଡା ରେ ସମାନ ଭାବରେ ନିଶ୍ୱାସ ପ୍ରବାହିତ ହେଉଥିବା ସମୟରେ ସ୍ୱପ୍ନ ଦେଖିଥାନ୍ତି ସେହି ସ୍ୱପ୍ନ ନିଷ୍ଫଳ ହୋଇଥାଏ ।

୨୧- ଯଦି ଆପଣ ସ୍ଵପ୍ନ ରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ବନ୍ଧ ବନାଇବାର ଦେଖନ୍ତି ତେବେ ସ୍ଵପ୍ନଶାସ୍ତ୍ର ରେ ଏହାର ୨ ଟି ଅର୍ଥ ମନେ କରାଯାଇ ଅଛି । ପ୍ରଥମଟି ଆପଣ ନିଜର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତାଉଛନ୍ତି । ଅନ୍ୟଟି ହେଉଛି ଆପଣଙ୍କୁ ଆପଣଙ୍କ ଜୀବନସାଥୀଠାରୁ ଯାହା ଆଶା ଥିଲା ତାହା ଆପଣଙ୍କୁ ମିଳୁନାହିଁ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *