କେବଳ ୧ ମିନିଟରେ ଆପଣଙ୍କ ହଳଦିଆ ଦାନ୍ତ ମୋତି ପରି ଚମକିବାକୁ ଲାଗିବ, କରନ୍ତୁ ଏହି ଅଦ୍ଭୁତ ଘରୋଇ ଉପାୟ (Teeth Whitening Tips)

ବନ୍ଧୁଗଣ, ଦାନ୍ତରେ ଯଦି ପୋକ ଲାଗିଯାଇଥାଏ ତ ଆମ୍ଭେ ଘରୋଇ ଉପାୟ ମାଧ୍ୟମରେ ସେହି ପୋକ କୁ ବାହାରକୁ କାଢି ପାରିବା । ଏହା ସହିତ ଦାନ୍ତ କୁ ଧଳା ମୋତି ଭଳି କିଭଳି ଚମକାଇ ପାରିବା ଆସନ୍ତୁ ଜାଣିବା । ଆପଣ ସର୍ବ ପ୍ରଥମେ ତୁଳସୀ ଗଛର କିଛି ପତ୍ର ନିଅନ୍ତୁ । ଏହାପରେ ଆପଣ ଏହାକୁ ଖରାରେ ଶୁଖାଇ ଦିଅନ୍ତୁ । ଏହାର ପ୍ରୟୋଗ କରିବା ଦ୍ଵାରା ଦାନ୍ତ ର ଦୁର୍ଗନ୍ଧ ମଧ୍ୟ ଗାୟବ ହୋଇଥାଏ ।

ସାଧାରଣତ ଆମ୍ଭେ ସଠିକ ଭାବରେ ବ୍ରସ କରି ନଥାଉ ଏହା ଫଳରେ ଆମ୍ଭ ଦାନ୍ତରେ ଏହିଭଳି ହଳଦିଆ ତଥା ପୋକ ଲାଗିବା ଭଳି ସମସ୍ୟା ଦେଖାଯାଇଥାଏ । ଆପଣ ତୁଳସୀ ପତ୍ର କୁ ଶୁଖାଇ ଏହାକୁ ଗ୍ରାଇଣ୍ଡର ମାଧ୍ୟମରେ ଗୁଣ୍ଡ ବଣାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଫାଳେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଯେଉଁ ମାନଙ୍କ ପାଇରିଆ ଭଳି ସମସ୍ୟା ରହିଅଛି ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ଟି ବହୁତ ଲାଭ ଦାୟକ ଅଟେ ।

ଏହାପରେ ଆପଣ କିଛି ନଡିଆ ତେଲ ଏଥିରେ ପକାଇ ଏକାର ସଠିକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଏହି ପେଷ୍ଟ କୁ ନିଜ ଆଙ୍ଗୁଠି ମାଧ୍ୟମରେ ନିଜ ଦାନ୍ତ ରେ ଘଷି ପାରନ୍ତି । ଅଥବା ଆପଣ ବ୍ରସ ମାଧ୍ୟମରେ ମଧ୍ୟ ୧ ରୁ ୨ ମିନିଟ ଏହାକୁ ଘଷି ପାରନ୍ତି । ଯଦି ଆପଣ ଭଲ ଭାବରେ ନିଜ ଦାନ୍ତରେ ଘସନ୍ତି ତେବେ ବହୁତ ଜଲ୍ଦି ଆପଣଙ୍କ ଦାନ୍ତ ଧଳା ହେବାକୁ ଲାଗିବ ।

ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିଯାଇଅଛି ତେବେ ଆପଣ ଏହି ପେଷ୍ଟ କୁ ନିଜ ଦୁଇ ଦାନ୍ତ ମଧ୍ୟରେ ଲଗାଇ ରଖି ଦିଅନ୍ତୁ । ଏହା ଆପଣଙ୍କୁ ଦାନ୍ତ ର ଦରଦ ରୁ ରିହାତି ମଧ୍ୟ ଦେବ । ଏହା ସହିତ ଆପଣଙ୍କ ଦାନ୍ତ ରେ ଲୁଚି ରହିଥିବା ପୋକ ଏହି ଉପାୟ କରିବା ଦ୍ଵାରା ବାହାରକୁ ବାହାରି ଯିବ । ଆପଣ ନୀତିଦିନ ଖାଦ୍ୟ ଖାଇ ସାରିବା ପରେ ଦୁଇ ବେଳା ବ୍ରସ କରିବାର ଅଭ୍ୟାସ ମଧ୍ୟ ରଖନ୍ତୁ । ଯଦି ଆମ୍ଭେ ନିଜ ଦାନ୍ତ କୁ ଭଲ ଭାବରେ ସଫା ରଖି ନଥାଉ ତେବେ ଆମ୍ଭ ଦାନ୍ତରେ ଏହିଭଳି ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଆମ୍ଭ ଦାନ୍ତ କ୍ରମଶ ସଢିବାକୁ ଲାଗିଥାଏ ।

ଏବଂ ଏହି ସ୍ଥିତି ଧୀରେ ଧୀରେ ପୋକ ଲାଗିବା ରେ ବଦଳି ଯାଇଥାଏ । ପୂର୍ବ କାଳରେ ଲୋକ ମାନଙ୍କର ଦାନ୍ତ ମଜବୁତ ଦେଖିବାକୁ ମିଳୁଥିଲା । ଏହି ଘରୋଇ ଉପାୟ କୁ ପୂର୍ବ କାଳରେ କରାଯାଉଥିଲା । ବନ୍ଧୁଗଣ ଆପଣ ମାନେ ଏହି ଘରୋଇ ଉପାୟ କୁ ନିଜ ଘରେ ପ୍ରସ୍ତୁତ କରି ଏହାର ଚମତ୍କାର ଦେଖି ନିଅନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *