Swapna Shastra- ଏହି 3 ଟି ସ୍ବପ୍ନ ବିଷୟରେ କେବେ ବି କାହାକୁ କୁହନ୍ତୁ ନାହିଁ, ନଚେତ ମାଡି ଆସିବ ଘୋର ବିପତ୍ତି

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ୫ ଟି ସ୍ଵପ୍ନ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ମାନେ ନିଶ୍ଚିନ୍ତ କେବେ ନା କେବେ ଦେଖିଥିବେ । ଏହି ସ୍ଵପ୍ନ ଦେଖି ସାରିବା ପରେ ହୁଏତ ଏହା ସମ୍ବନ୍ଧରେ ଆପଣ ଅନ୍ୟକୁ କହିଦେଇଥିବେ । ମାତ୍ର ଏହା ବହୁତ ବଡ ଭୁଲ ହୋଇଥାଏ । ମାତ୍ର ଧ୍ୟାନ ରଖନ୍ତୁ ଆପଣ କେବେ ମଧ୍ୟ ଏହି ୫ ଟି ସ୍ଵପ୍ନ କୁ ଅନ୍ୟ ଆଗରେ କୁହନ୍ତୁ ନାହିଁ । ଆପଣ ଏହି ସ୍ଵପ୍ନ କୁ ଆପଣଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ଶେୟାର କରନ୍ତୁ ନାହିଁ । ଆସନ୍ତୁ ଜାଣିନେବା ବର୍ତ୍ତମାନ ସେହି ୫ ଟି ସ୍ଵପ୍ନ ସମ୍ବନ୍ଧରେ ।

୧;- ପ୍ରକୃତି ସହିତ ଜଡିତ ହୋଇଥିବା ସ୍ଵପ୍ନ । ଯଦି ଆପଣ ଏହିଭଳି କିଛି ସ୍ଵପ୍ନ ଦେଖୁଛନ୍ତି, ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ଅର୍ଥାତ ସମୁଦ୍ର, ବୃକ୍ଷଲତା, ପାହାଡ, ନଦୀ ଆଦି ଦେଖୁଛନ୍ତି ତେବେ ଆପଣ ଏହିସବୁ କୁ ଦେଖିବାର ମାନେ ହେଉଅଛି ଯେ ବହୁତ ଜଲ୍ଦି ଆପଣଙ୍କ ଜୀବନରେ ବଡ ଖୁସି ଖବର ଆସିବାକୁ ଯାଉଅଛି । ଯେଉଁଭଳି ପ୍ରକୃତି ପାଖକୁ ଗଲେ ଆପଣଙ୍କ ମନ ପ୍ରସନ୍ନ ହୋଇଯାଇଥାଏ, ସେହିଭଳି ଏହି ସ୍ଵପ୍ନ ର ଅର୍ଥ ତାହା ହୋଇଥାଏ । ମାତ୍ର ଯଦି ଆପଣ ଏହି ସ୍ଵପ୍ନ ସମ୍ବନ୍ଧରେ କାହାକୁ କହିଦେଉଛନ୍ତି ତେବେ ଏହି ସ୍ଵପ୍ନ ର ଫଳ ରୁ ଆପଣ ବଞ୍ଚିତ ରହି ପାରନ୍ତି ।

୨- ମୃ-ତ୍ୟୁ ସମ୍ବନ୍ଧିତ ସ୍ଵପ୍ନ । ଅଧିକାଂଶ ସମୟରେ  ଆମ୍ଭେ ଏଭଳି କିଛି ସ୍ଵପ୍ନ ଦେଖିଥାଉ ଯେଉଁଥିରେ ଆମ୍ଭେ ନିଜର ଅଥବା ଅନ୍ୟ କୌଣସି ବ୍ୟକ୍ତି ର ମୃ-ତ୍ୟୁ ଦେଖିଥାଉ । ମାତ୍ର ଏହି ସ୍ଵପ୍ନ ଦେଖିବା ପରେ ଆମ୍ଭେ ଡରିଯାଇଥାଉ ଏହା ସହିତ ଆମ୍ଭ ମନ ବିଚଳିତ ହୋଇଯାଇଥାଏ । ମାତ୍ର ଯଦି ଆପଣ ଏହିଭଳି ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କୁ ବିଚଳିତ ହେବାର ଆବଶ୍ୟକ ନାହିଁ । ଏହା ଆପଣଙ୍କ ସମସ୍ୟା ର ଅନ୍ତ ହେବାକୁ ଦର୍ଶାଇ ଥାଏ । ଯଦି ଆପଣ ଏହାକୁ ଅନ୍ୟ କାହାକୁ କହିଦେଇଥାନ୍ତି ତେବେ ସ୍ଵପ୍ନ ର ଫଳ ବ୍ୟର୍ଥ ହୋଇଯାଇଥାଏ ।

୩- ସର୍ପ ଦଂସନ ସ୍ଵପ୍ନ, ସାଧାରଣ ତ ଆମ୍ଭେ ସ୍ଵପ୍ନ ରେ ସାପ ଦେଖିଲେ ଡରିଯାଇଥାଉ । କିନ୍ତୁ ଯଦି ଆପଣ ସ୍ଵପ୍ନ ରେ ସାପ ଦେଖୁଛନ୍ତି ଆପଣଙ୍କୁ ଭୟ କରିବାର ନାହିଁ । କାରଣ ଯଦି ସ୍ଵପ୍ନ ରେ ସାପ ଦେଖାଦିଏ ତେବେ ଆପଣଙ୍କ ଧନଲାଭ ସହିତ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏଥିପାଇଁ ଆପଣ ଏହି ସ୍ଵପ୍ନ ଦେଖିଛନ୍ତି ବୋଲି କାହାକୁ କୁହନ୍ତୁ ନାହିଁ । ଯଦି କହିବେ ତେବେ ଏହାର ଉଚିତ ଫଳ ଆପଣଙ୍କୁ ମିଳିବ ନାହିଁ ।

୪- ଭଗବାନ ଙ୍କ ଦର୍ଶନ, ଯଦି ଆପଣଙ୍କୁ ଆପଣଙ୍କ ସ୍ଵପ୍ନ ରେ ଭଗବାନ ଙ୍କ ଦର୍ଶନ ଦେଖାଯାଇଥାଏ ତେବେ ଏହାର ଅର୍ଥ ହେଉଅଛି ଯେ ଆପଣଙ୍କ ଜୀବନରେ ଖୁବ ଶୀଘ୍ର ଖୁସି ଆସିବାକୁ ଯାଉଅଛି । ଆପଣ ଏହା ସମ୍ବନ୍ଧରେ କାହାକୁ ମଧ୍ୟ ଶେୟାର କରନ୍ତୁ ନାହିଁ ।

୫- ମାଛ ସମ୍ବନ୍ଧିତ ସ୍ଵପ୍ନ, ଯଦି ଆପଣ ସ୍ଵପ୍ନ ରେ ମାଛ ଧରୁଥିବା ଅଥବା ଖାଉଥିବା ର ଦେଖନ୍ତି ତେବେ ଏହାକୁ ବହୁତ ଶୁଭ ମାନାଯାଇଅଛି । ଏହି ସ୍ଵପ୍ନ ର ଅର୍ଥ ଏହା ଅଟେ କି ଆପଣଙ୍କୁ ଅଚାନକ ଧନ ଲାଭ ହେବା । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *