Health Tips- କଣ ଆପଣଙ୍କ ହାଡରୁ ଆସୁଛି କଟ-କଟ ଆବାଜ, ତ ତୁରନ୍ତ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଜିନିଷ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଆପଣଙ୍କ ଶରୀରରେ ଯଦି ବ୍ୟଥା ହେଉଅଛି ଅଥବା ଗଣ୍ଠି ମାନଙ୍କରୁ କଟ କଟ ର ଆବାଜ ଆସୁଅଛି ତେବେ ଆପଣ ଆଜିଠାରୁ ହିଁ ଏହି ୨ ଟି ଉପାୟ କୁ ପ୍ରୟୋଗ କରନ୍ତୁ, ଆପଣ ନିଜେ ଅନୁଭବ କରିବେ ଆପଣଙ୍କର ସମସ୍ତ ପ୍ରକାରର ବ୍ୟଥା ତଥା ସମସ୍ୟା ଦୂର ହୋଇଯିବ । ବହୁତ ଲୋକଙ୍କୁ ଲାଗିଥାଏ ଯେ ଏହିଭଳି ଭାବରେ ଆବାଜ ଆସିବା ଦ୍ଵାରା ତାଙ୍କ ହାଡ ଗୁଡିକ କମଜୋର ହୋଇଯାଇଥାଏ । ଯଦି ଆପଣଙ୍କ ଗଣ୍ଠି ରୁ ଆବାଜ ଆସୁଅଛି ମାତ୍ର ଆପଣଙ୍କୁ ଦରଦ ଅନୁଭବ ହେଉ ନାହିଁ ତେବେ ଆପଣ ନିଶ୍ଚିତ ହୋଇଯାଆନ୍ତୁ ।

ଆପଣଙ୍କୁ ନା କ୍ୟାଲସିୟମ ର ଅଭାବ ଅଛି ନା କୌଣସି ସମସ୍ୟା ରହିଛି । ଆପଣଙ୍କ ହାଡ ମାନଙ୍କରେ ବାୟୁ ଅର୍ଥାତ ବାତ ର ପ୍ରଭାବ ବଢିଯାଇଅଛି । ଏଥି ନିମନ୍ତେ ଆଣ୍ଠୁ ଗଣ୍ଠିରେ ଏୟାର ବବଲ୍ସ ବନିଥାଏ । ଏହା ଦ୍ଵାରା କଟ କଟ ର ଆବାଜ ଆସିଥାଏ । ମାତ୍ର ଯଦି ଆପଣ ଏହାର ସଠିକ ଭାବରେ ଚିକିତ୍ସ୍ୟା କରି ଦେଇଥାନ୍ତି ତେବେ ଆପଣ ଏଥିରୁ ବଞ୍ଚିଯାଇଥାନ୍ତି । ଯଦି ଆପଣଙ୍କ ବୟସ ଅଧିକ ଏବଂ ଏହି ସମସ୍ୟା ଆପଣଙ୍କ ଠାରେ ଦେଖାଯାଉଅଛି ତେବେ ଆପଣଙ୍କ ଶରୀରରେ ଲୋବ୍ରେକେଣ୍ଟ ର ଅଭାବ ରହିଅଛି ।

ଆପଣ ଯଦି ଏହି ଉପାୟ କୁ କରିବେ ତେବେ ଆପଣଙ୍କୁ ବହୁତ ଆରମ ମିଳିବ । ଆସନ୍ତୁ ଜାଣିବା ତାହା କଣ ଅଟେ ? ସର୍ବ ପ୍ରଥମେ ଆପଣ ମେଥିଦାନା ନିଅନ୍ତୁ । ଏହା ଆମ୍ଭ ଶରୀର ନିମନ୍ତେ ବରଦାନ ଅଟେ । ଏଥିରେ ଆଇରନ, କ୍ୟାଲସିୟମ, ଫସଫରସ ରହିଥାଏ ଯାହା ଆମ୍ଭ ହାଡ ଗୁଡିକୁ ମଜବୁତ କରିଥାଏ । ଏହା ଅର୍ଥରାଇଡିସ ର ସମସ୍ୟା କୁ ଦୂର କରିଥାଏ । ଏହା ଆମ୍ଭ କେଶ, ସ୍କୀନ ନିମନ୍ତେ ବହୁତ ଲାଭ ଦାୟକ ଅଟେ ।

ଆପଣ ଏକ ଚାମଚ ମେଥିଦାନା କୁ ରାତିରେ ଏକ ଗ୍ଳାସ ପାଣିରେ ଭିଯାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ଚବାଇ ଚବାଇ ଖାଇ ଗରମ ପାଣି ସେବନ କରନ୍ତୁ । ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଦ୍ଵିତୀୟ ଉପାୟ ହେଉଛି, ଆପଣ କିଛି ଗୁଡ, ଭଜା ଯାଇଥିବା ଚଣା, ଏବଂ ଗରମ କ୍ଷୀର । ଗୁଡରେ ଆଇରନ ବହୁତ ଅଧିକ ରହିଥାଏ ଯାହା ରକ୍ତ ର ଅଭାବ କୁ ଦୂର କରିଥାଏ । ଏହା ବିପି କୁ ବହୁତ ଭଲ ଭାବରେ କଣ୍ଟ୍ରୋଲ ମଧ୍ୟ କରିଥାଏ ।

ଆପଣ ଚଣା କୁ ଚୋବାଇ ଖାଇ ନିଅନ୍ତୁ । ଏହା ପରେ ଗୁଡ ଖାଇ ନିଅନ୍ତୁ । ଶେଷରେ ଆପଣ ଏକ ଗିଲାସ ଗରମ କ୍ଷୀର ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କର ସ୍ମରଣ ଶକ୍ତି ବଢିଥାଏ । ଆପଣଙ୍କୁ ନିଦ ମଧ୍ୟ ଭଲ ଭାବରେ ଆସିଥାଏ । ଏହା ସହିତ ଆପଣଙ୍କ ଶରୀରର ଆଳସ୍ୟ ଭାଗ ମଧ୍ୟ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *