ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ଜଣେ ଭଲ ବନ୍ଧୁ ର ଆବଶ୍ୟକତା ରହିଛି । ଯିଏ ତାଙ୍କୁ ସର୍ବଦା ସଠିକ ମାର୍ଗ ରେ ଚାଲିବା ଶିଖାଉଥିବ । ସେହିପରି ଭାବରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ ଏଭଳି ଜଣେ ଶତ୍ରୁ ରହିବା ମଧ୍ୟ ଆବଶ୍ୟକ ଯେଉଁ ମାନଙ୍କ ପାଇଁ ବ୍ୟକ୍ତି ଜୀବନ ରେ ଆଗକୁ ବଢ଼ି ପାରିବ ।
ଆପଣ ମାନେ ତ ଶୁଣିଥିବେ ଯେ, ଅନ୍ୟ ବ୍ୟକ୍ତି ଙ୍କୁ ଜଣେ ଭଲ ବନ୍ଧୁ ରୂପରେ ସାହାଯ୍ୟ କରିବା ମଙ୍ଗଳକର କାର୍ଯ୍ୟ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଏଭଳି ୩ ଜଣ ବ୍ୟକ୍ତି ଙ୍କ ବିଷୟରେ କୁହାଯାଇଛି ଯେଉଁ ମାନଙ୍କୁ ସାହାଯ୍ୟ କରିବା ଆଦୋୖ ଉଚିତ ନୁହେଁ । ସେମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ନିଜର ସର୍ବନାଶ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ । ଆସନ୍ତୁ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, କେବେବି କୌଣସି ମୂର୍ଖ ବ୍ୟକ୍ତି ଙ୍କୁ ଜ୍ଞାନ ଦେବା ଉଚିତ ନୁହେଁ । ଏଭଳି ବ୍ୟକ୍ତି ଙ୍କୁ ଜ୍ଞାନ ଦେବା ର କୌଣସି ଫାଇଦା ନାହିଁ । ବରଂ ସେମାନେ ଆପଣଙ୍କୁ ଖରାପ ଭାବନ୍ତି ଏବଂ ଆପଣ ଦେଇଥିବା ଜ୍ଞାନ ର ଅସଦ୍ ଉପଯୋଗ କରନ୍ତି । ଏହାଦ୍ବାରା ସମାଜ ରେ ଆପଣଙ୍କ ନିନ୍ଦା ହୋଇଥାଏ । ତେଣୁ କେବେବି କୌଣସି ମୂର୍ଖ ବ୍ୟକ୍ତି ଙ୍କୁ ଅଯଥା ନିଜର ସମୟ ନଷ୍ଟ କରି ଜ୍ଞାନ ପ୍ରଦାନ କରନ୍ତୁ ନାହିଁ ।
୨. ବନ୍ଧୁଗଣ ଦ୍ବିତୀୟତଃ, ଚ-ରି-ତ୍ର ହୀ-ନ ଓ ଝ-ଗ-ଡ଼ା କରୁଥିବା ନାରୀ ଙ୍କ ସହିତ କେବେବି ସ-ମ୍ବ-ନ୍ଧ ସ୍ଥାପନ କରନ୍ତୁ ନାହିଁ । ଏଭଳି ନାରୀ ଆପଣଙ୍କୁ ନୁହେଁ କେବଳ ଆପଣଙ୍କ ସମ୍ପତ୍ତି କୁ ଭଲ ପାଇଥାନ୍ତି । ଏମାନଙ୍କ କାର୍ଯ୍ୟକଳାପ ଦ୍ୱାରା ସମାଜ ରେ ଆପଣଙ୍କ ମାନ ସମ୍ମାନ ର ହାନୀ ହୋଇଥାଏ । ତେଣୁ ଯେତେ ଦୂର ସମ୍ଭବ ଏଭଳି ନାରୀ ଙ୍କ ଠାରୁ ଦୂର ରେ ରୁହନ୍ତୁ ।
୩. ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି ସେହି ବ୍ୟକ୍ତି ଙ୍କ ସହିତ କେବେବି ସମ୍ପର୍କ ବାନ୍ଧନ୍ତୁ ନାହିଁ । ଏଭଳି ବ୍ୟକ୍ତି ସର୍ବଦା ଅଧିକ ଆଶା ରଖନ୍ତି ଏବଂ ଆଶା ପୂର୍ଣ୍ଣ ନ ହେଲେ ଭଗବାନ ଓ ନିଜ ଭାଗ୍ୟ କୁ ଦୋ-ଷ ଦେଇଥାନ୍ତି । ଏଭଳି ବ୍ୟକ୍ତି କର୍ମ ଠାରୁ ଅଧିକ ଫଳ ପ୍ରତି ଆଶା ରଖନ୍ତି । ଏମାନେ କେବେବି ଖୁସି ରେ ରୁହନ୍ତି ନାହିଁ ଏବଂ ଏମାନଙ୍କ ପାଖରେ ରହୁଥିବା ବ୍ୟକ୍ତି ମଧ୍ୟ କେବେବି ଖୁସି ରେ ରୁହନ୍ତି ନାହିଁ । ତେଣୁ ଏଭଳି ବ୍ୟକ୍ତି ଙ୍କ ଠାରୁ ସର୍ବଦା ଦୂରତା ବଜାୟ ରଖନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।