ବାଛନ୍ତୁ ଯେ କୌଣସି ଗୋଟିଏ ଫଟୋ ଓ ଜାଣନ୍ତୁ ଆପଣଙ୍କୁ ଆସନ୍ତା 7 ଦିନରେ କଣ ମିଳିବ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ ୩ଟି ଛବି ଦେଖାଇବୁ

ଏବଂ ଆପଣଙ୍କୁ ଏଥି ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଛବି କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଛବି ଅନୁସାରେ ଆପଣଙ୍କୁ କଣ ମିଳିବାକୁ ଯାଉଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ୩ଟି ଛବି ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ କୁ ବାଛିବା କୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଛବି ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଛବି ଅନୁସାରେ ଆପଣଙ୍କୁ କଣ ମିଳିବାକୁ ଯାଉଛି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ଛବି ସମ୍ବନ୍ଧରେ । ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣ ବହୁତ ଶାନ୍ତ ସ୍ଵଭାଵ ର ଅଟନ୍ତି । ଆପଣ ସବୁବେଳେ ନିଜ ଲକ୍ଷ ହାସଲ କରିବା ନିମନ୍ତେ ଚେଷ୍ଟା ଜାରି ରଖନ୍ତି । ଆସୁଥିବା ଦିନ ରେ ଆପଣଙ୍କୁ ଆପଣଙ୍କ ଲକ୍ଷ ହାସଲ କରିବା ନିମନ୍ତେ ମାର୍ଗ ଅବଶ୍ୟ ହାସଲ ହେବ ଏବଂ ଆପଣ ନିଜ ଲକ୍ଷ ପୂର୍ଣ୍ଣ କରି ସଫଳତା ର ଉଚ୍ଚ ସ୍ଥାନରେ ପହଞ୍ଚିବେ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ଛବି ସମ୍ବନ୍ଧରେ । ଯଦି ଆପଣ ଦ୍ଵିତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣ ଜଣେ ମୁକ୍ତ ବିଚାର ଧାରା ଥିବା ବ୍ୟକ୍ତି ଅଟନ୍ତି । ଆପଣ ସର୍ବଦା ସ୍ୱତନ୍ତ୍ର ଭାବରେ ନିଷ୍ପତ୍ତି ନେଇଥାନ୍ତି । ଆସୁଥିବା ଦିନ ରେ ଆପଣଙ୍କ ଜୀବନ କୁ ଜଣେ ଖାସ ବ୍ୟକ୍ତି ର ଆଗମନ ହେବ । ଯାହା ସହିତ ଆପଣ ନିଜ ଜୀବନ ର ସୁଖଦ ସମୟ ଅତିବାହିତ କରିବେ ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ଛବି ସମ୍ବନ୍ଧରେ । ଯଦି ଆପଣ ତୃତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣ ନିଜର ପରିବାର ଓ ମିତ୍ର ଙ୍କ ପାଇଁ ବହୁତ ପ୍ରୋଟେକ୍ଟିଭ ଅଟନ୍ତି । ଆପଣ ତାଙ୍କ ଯତ୍ନ ନେଇଥାନ୍ତି ଏବଂ ସର୍ବଦା ସମସ୍ତଙ୍କ ସହିତ ରହିବାକୁ ପସନ୍ଦ କରନ୍ତି । ଆପଣଙ୍କ ଜୀବନ ରେ ଆସୁଥିବା ଦିନ ରେ ଏଭଳି ଜଣେ ବ୍ୟକ୍ତି ର ଆଗମନ ହେବ ଯିଏ ଆପଣଙ୍କ ସବୁ କ୍ଷେତ୍ରରେ ସାଥ ଦେବ ଏବଂ ନିଜର ସମ୍ପର୍କ ରେ ଇମାନଦାରୀ ସହିତ ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *