Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ପାଦ ଓ ଜାଣନ୍ତୁ ଆପଣଙ୍କ କେଉଁ ଇଚ୍ଛା ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତି ନିଜର ଇଛାକୁ ପୂରଣ କରିବା ପାଇଁ ବହୁତ କିଛି ପରିଶ୍ରମ କରିଥାଏ । ବେଳେବେଳେ ବ୍ୟକ୍ତି କିଛି ନକରି ବି ସବୁ କିଛି ପାଇଯାଉଥିବା ବେଳେ ଅନ୍ୟ ପକ୍ଷରେ ବ୍ୟକ୍ତି ପରିଶ୍ରମ କରି କରି ଲହୁଲୁହାଣ ହୋଇଗଲେ ମଧ୍ୟ ସେ ତାର ପରିଶ୍ରମର ପାଇପାରିନଥାଏ । ଆଜି ଆପଣ କେଉଁ ପ୍ରକାର ଇଛା ବହୁତ ଶୀଘ୍ର ପୂରଣ ହେବା ପାଇଁ ଯାଉଛି । ତାହା ଜାଣିବାକୁ ପାଇବେ ।

୩ ଗୋଟି ପାଦ ବା ଚରଣ ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିନିଅନ୍ତୁ । ନାଲି ପାଦ ;- ଯେଉଁ ମାନେ ପ୍ରଥମ ପାଦ ବା ନାଲି ଚରଣକୁ ପସନ୍ଦ କରିଛନ୍ତି । ସେହି ବ୍ୟକ୍ତି ମାନଙ୍କର ନିଜ କ୍ଯାରିଅରକୁ ନେଇ ବହୁତ ଚିନ୍ତା ରହୁଅଛି । କେଉଁ କାମ ଆଗେ କରିବେ ଓ କେଉଁ କାମ ପଛେ କରିବେ । ତାହାକୁ ଭାବି ଭାବି ବହୁତ ସମୟ ନଷ୍ଟ ହୋଇଯାଉଛି ।

ତେଣୁ ପ୍ରଥମେ ନିଜ ଭିତରେ ସାହସ ଓ ଧର୍ଯ୍ୟ ଶକ୍ତି ଆଣନ୍ତୁ । ପ୍ରତ୍ଯେକଟି କାର୍ଯ୍ୟ ଆରମ୍ଭ କରିବାକୁ ନିଜ ମନରୁ ନକରାତ୍ମକ ବିଚାରଧାରାକୁ କାଢି ସକାରାତ୍ମକ ଊର୍ଜା ସହିତ କାର୍ଯ୍ୟ କରନ୍ତୁ । ତାହା ଆପଣଙ୍କ କ୍ଯାରିଅର, କାର୍ଯ୍ୟ କ୍ଷେତ୍ର, ପାରିବାରିକ ଓ ରିଲେସନକୁ ନେଇ ଯାହା ସବୁ ଇଛା ରହୁଛି । ତାହା ବହୁତ ଶୀଘ୍ର ପୂରଣ ହୋଇବ ।

ଧଳା ପାଦ ;- ଯେଉଁ ମାନେ ଦିତୀୟ ପାଦକୁ ବାଛିଚନ୍ତି । ଏହି ଲୋକ ମାନେ ଘଟିଜାଇଥିବା ପୁରୁଣା କଥାକୁ ନେଇ ଅଧିକ ସମୟ ବର୍ବାଦ କରିଦେଉଛନ୍ତି । ଯେଉଁଥି ପାଇଁ ନିଜ ବର୍ତ୍ତମାନକୁ ଅଧିକ ସମୟ ଦେଇପାରୁନାହାନ୍ତି । ନିଜ ଜୀବନରେ କିଛି କରିବାକୁ ଚାହୁଁଥିଲେ । ପ୍ରଥମେ ଅତୀତର ଘଟଣାକୁ ଭୁଲି ନିଜ ବର୍ତ୍ତମାନକୁ ଠିକ ସେ ଗଢନ୍ତୁ ।

ନିଜ ବର୍ତ୍ତମାନ ଭଲ ହେବା ସହିତ ଭବିଷ୍ୟତ ମଧ୍ୟ ବହୁତ ଭଲ ହୋଇବ । ଆପଣଙ୍କ ବିଷୟରେ ଯିଏ ଯାହା ସବୁ ଭାବୁଛି । ତା’ କୁ ସେସବୁ ଭାବିବାକୁ ଦିଅନ୍ତୁ । କାହା ଭାବନା ପାଇଁ ନିଜ ଖୁସିକୁ ଜଳାଞ୍ଜଳୀ ଦିଅନ୍ତୁ ନାହିଁ । ଯାହା ସବୁ ମନରେ ଆଶା, ଆକାଂକ୍ଷା ରଖିଛନ୍ତି । ତାହା ସବୁ ପୂରଣ ହୋଇବ ।

ନୀଳ ପାଦ ;-  ଯେଉଁ ମାନେ ତୃତୀୟ ପାଦକୁ ବାଛିଚନ୍ତି । ସେମାନଙ୍କର ଅର୍ଥକୁ ନେଇ ଯଦି ବର୍ତ୍ତମାନ ସମୟରେ କିଛି ଖରାପ ସ୍ଥିତି ଚାଲୁଛି । ତେବେ ଏହି ଅର୍ଥ ସମସ୍ଯା ବହୁତ ଶୀଘ୍ର ଦୂର ହୋଇବ । ଅନ୍ୟର ଦରକାର ସମୟରେ ସାହାଜ୍ଯ କରନ୍ତୁ । ନିହାତି ନିଜ ଜୀବନର ସମସ୍ଯାର ସମାଧାନ ହୋଇଯିବ । ଯାହା ପାଇବା ପାଇଁ ମନରେ ଇଛା ରଖିଛନ୍ତି ।

ମନରୁ ସବୁ ଭ୍ରାନ୍ତ ବିଚାର ଦୂର କରି ନିଜ ଆଶା ଉପରେ ଫୋକୋଷ କରନ୍ତୁ । ବହୁତ ଶୀଘ୍ର ସଫଳତା ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *