Health Tips- ଯାଦୁ, କାଛୁ, କୁଣ୍ଡିଆ ମୂଳରୁ ଶେଷ କେବଳ 3 ଦିନରେ, କରନ୍ତୁ ଏହି ଉପଚାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ କୌଣସି ପ୍ରକାର ସ୍କିନ ଜନିତ ଇନଫେକସନ ନ୍ହେବା ପାଇଁ ବ୍ୟକ୍ତି ତା’ ର ଶରୀରକୁ ଉପଯୁକ୍ତ ପରିଷ୍କାର ଓ ପରିଚ୍ଛନ କରିବାକୁ ରଖିବାକୁ ଚାହିଁଥାଏ । ଏହା ସତ୍ବେ ମଧ୍ୟ ଜଙ୍ଘ ସଂଦ୍ଧି ବା ପ୍ରାଇଭେଟ ଜାଗାର ଆଖ ପାଖରେ ଫଳିଯାଇ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥାଏ । ତେଣୁ ସ୍କିନ ପ୍ରୋବ୍ଲେମକୁ ଭଲ କରିବା ପାଇଁ ଡାକ୍ତରଙ୍କ କହିବା ଅନୁସାରେ କେତେକ ବେଷ୍ଟ ରେମିଡି ବିଷୟରେ ଜାଣନ୍ତୁ ।

ଏହା ସହିତ କାଖ ତଳେ, ବେକରେ ଓ ମହିଳା ମାନଙ୍କ ସ୍ତନର ତଳ ଭାଗରେ ମଧ୍ୟ କିଛି ଫଙ୍ଗଲ ଇନଫେକସନ ହୋଇ ଫଳିଯାଇ କୁଣ୍ଡାଇ ହେବାକୁ ଆରମ୍ଭ କରିଦିଏ । ଫଙ୍ଗଳ ଇଂଫେକସନକୁ ଭଲ କରିବା ପାଇଁ ଆପେଲ୍ ସାଇଡର ଭିନେଗାର ସାହାଜ୍ଯ କରିଥାଏ । ଏହା ଶରୀର ପାଇଁ ଅନେକ ଉପକାର କରୁଥିବା ସହିତ ଆଣ୍ଟି ଫଙ୍ଗଳ ପ୍ରପୋର୍ଟିଜ ମଧ୍ୟ ଏଥିରେ ରହିଥାଏ ।

ଏକ ମଗ୍ ପାଣିରେ ୨ ଚାମଚ ଆପେଲ୍ ସାଇଡର ଭିନେଗାରକୁ ମିଶାଇ ଦିଅନ୍ତୁ । ତାପରେ ତାହାକୁ ଗୋଳି ଏକ ତୁଳା ସାହାଜ୍ଯରେ ରାଶେଷ ହୋଇଥିବା ଜାଗାରେ ଲଗାନ୍ତୁ । ଦିନକୁ ୨ ଥର ଏହାକୁ କରିବା ଉଚିତ । ଦିତୀୟରେ ଆପଣ ନଡିଆ ତେଲ ସାହାଜ୍ଯରେ ମଧ୍ୟ ଫଙ୍ଗଳ ଇନଫେକସନକୁ ଠିକ କରିପାରିବେ । ଏକ ପାତ୍ରରେ କିଛି ନଡିଆ ତେଲ ନେଇ ହାତରେ ଆଣି ରାଶେଷ ହୋଇଥିବା ଜାଗାରେ ଲଗାନ୍ତୁ ।

ଏହି ପରି କିଛି ଥର କରିବା ପରେ ଇନଫେକସନ ହୋଇ ଫଳିଯାଇଥିବା ଜାଗାଟି ଭଲ ହୋଇଯାଇଥାଏ । ଏହା ସହିତ କୁଣ୍ଡାଇ ହୋଇ ପୋଡୁଥିଲେ ବା କଳାଦାଗ ହୋଇଯାଇଥିଲେ । ତାହାକୁ ମଧ୍ୟ ଭଲ କରିବା ପାଇଁ ନଡିଆ ତେଲ ସାହାଜ୍ଯ କରିଥାଏ । ତୃତୀୟରେ ଫଙ୍ଗଳ ଇନଫେକସନକୁ ଦୂର କରିବା ପାଇଁ ଡାକ୍ତରଙ୍କ ଦ୍ଵାରା ପରାମର୍ଶ ଜନିତ ଆବଯୋର୍ବ ଡଷ୍ଟିଙ୍ଗ ପାଉଡରକୁ ଫଳିଯାଇଥିବା ସ୍ଥାନରେ ଲଗାନ୍ତୁ ।

ଏଥିରେ ପାଉଡର ଓ ଷ୍ଟାର୍ଚ ଉଭୟ ରହିଥାଏ । ଏହି ପାଉଡରକୁ ସେହି ସ୍ଥାନରେ ପକାଇବା ଦ୍ଵାରା ଏହା ସେହି ଜାଗାରେ ଝାଳକୁ କମାଇଥାଏ । ଏହା ସହିତ ଜାଗାକୁ ଥଣ୍ଡା କରି ସେହି ସ୍ଥାନରେ ଫଳିବାକୁ କମାଇଥାଏ । ଚତୁର୍ଥରେ ଏକ ରେମିଡି ପ୍ରସ୍ତୁତ କରି ମଧ୍ୟ ରାଶେଷକୁ କମାଇପରିବେ । ଏଥିପାଇଁ ନୀମ, ଆଲୋଭେରା ଓ ଦହିର ଦରକାର ହେବ । ଏକ ପତ୍ରରେ ୨ ଚାମଚ ଦହି, ୨ ଚାମଚ ଆଲୋଭେରା ଜେଲ୍ ରଖନ୍ତୁ ।

୧୦ ରୁ ୧୨ ଟି ନୀମ ପତ୍ର ଆଣି ତାକୁ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦହି ଓ ଆଲୋଭେରା ସହିତ ମିଶାନ୍ତୁ । ଏଥିରୁ ଯେଉଁ ରେମିଡି ପ୍ରସ୍ତୁତ ହୋଇବ । ତାହାକୁ ଆପଣ ଫଳିଯାଇ କୁଣ୍ଡାଇ ହେଉଥିବା ଜାଗାରେ ଦିନକୁ ୨ ରୁ ୩ ଥର ଲଗାଇପାରିବେ । ଯାହା ଦ୍ଵାରା ଏହିପରି କିଛି ଥର କରିବା ଦ୍ଵାରା ଫଙ୍ଗଳ ଇନଫେକସନ ସଂପୂର୍ଣ୍ଣ ରୂପେ ଭଲ ହୋଇଯାଇଥାଏ ।

ଏହି ୪ ଉପାୟ ମଧ୍ୟରୁ ଯେକୌଣସି ଉପାୟକୁ ଆପଣ ପ୍ରୟୋଗ କରି ଫଙ୍ଗଳ ଇଂଫେକସନକୁ ଭଲ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *