ତୁରନ୍ତ ଘରକୁ ନେଇ ଆସନ୍ତୁ ମାଟିରେ ତିଆରି ଏହି ଜିନିଷ, ଘରେ ହେବ ଧନର ବର୍ଷା- Vastu Tips

ବନ୍ଧୁଗଣ ଆଜିକାଲି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରୁଛନ୍ତି । ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଛି ଯେଉଁଥି ପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ ।

ବନ୍ଧୁଗଣ ଏପରି କିଛି ମଣିଷ ଅଛନ୍ତି ଯେଉଁ ମାନେ ବହୁତ ଧନ ଅର୍ଜନ କରିଥିଲେ ମଧ୍ୟ ସେମାନଙ୍କ ପାଖରେ ସବୁବେଳେ ଧନର ଅଭାବ ରହିଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଧନ ଅର୍ଜନ କରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ଆଣି ରଖିଲେ ଆପଣ ବହୁତ ଶୀଘ୍ର ଧନୀ ହୋଇଯିବ । ବନ୍ଧୁଗଣ ଆମ ମାନଙ୍କ ଘରେ ମାଟିରେ ନିର୍ମିତ କିଛି ବିଶେଷ ବସ୍ତୁକୁ ରଖିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଶାସ୍ତ୍ରରେ ମାଟିକୁ ବହୁତ ପବିତ୍ର ବିଚାର କରାଯାଇଥାଏ । ମାଟି ସୁଖ, ଶାନ୍ତି ଓ ପବିତ୍ରତାର ପ୍ରତୀକ ଅଟେ ।

ପୁରୁଣା ମାନ୍ୟତା ଅନୁସାରେ ଘରେ କିଛି ମାଟି ନିର୍ମିତ ଜିନିଷ ରଖିବା ନିହାତି ଆବଶ୍ୟକ । ମାଟି ନିର୍ମିତ ପାତ୍ରରେ ଖାଦ୍ୟ ଖାଇଲେ କରିଲେ ଶରୀର ସୁସ୍ଥ ରହିଥାଏ । ଏହା ସହିତ ଏହା କୁଣ୍ଡଳୀଦୋଷ ଆଦିକୁ ମଧ୍ୟ ଦୂର କରିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମାଟି ଜିନିଷ ଗୁଡିକ ବିଷୟରେ ଯାହାକୁ ଘରେ ରଖିବା ଦ୍ଵାରା ବହୁତ ଶୀଘ୍ର ଧନ ବୃଦ୍ଧି ହୋଇଥାଏ ।

୧. ଯଦି ବନ୍ଧୁଗଣ ଆପଣ ନିଜ ଆର୍ଥିକ ସ୍ଥିତିକୁ ମଝବୁତ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ନିଜ ଘରର ଉତ୍ତର-ପୂର୍ବ ଦିଗରେ ମାଟି ନିର୍ମିତ କିଛି ପକ୍ଷୀ ରଖିପାରିବେ । ମାଟିର ପକ୍ଷୀ ଘରେ ରଖିବା ଦ୍ଵାରା ଘର ମଧ୍ୟରେ କୌଣସି ନକରାତ୍ମକ ଶକ୍ତି ବଢିପାରି ନଥାଏ । ମାଟିର ପକ୍ଷୀ ତଥା ପାରା, ଶୁଆ ଓ କୋଇଲି ଆଦି ଆପଣ ନିଜ ଘର ମଧ୍ୟରେ ରଖିପାରିବେ । ଏହି ସବୁ ମାଟିର ପକ୍ଷୀ ଘରେ ରଖିବା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ ।

୨. ଯଦି ବନ୍ଧୁଗଣ ଆପଣ ଏକ ସୁଖମୟ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି ତା ହେଲେ ଆପଣ ନିଜ ଘରର ମନ୍ଦିରରେ କୌଣସି ମାଟିରେ ନିର୍ମିତ ଭଗବାନଙ୍କ ମୂର୍ତ୍ତିଙ୍କୁ ନିଶ୍ଚୟ ରଖନ୍ତୁ । ଏହା ଟି ଶୁଭବିଚାର କରାଯାଏ  ।ମାଟିର ମୂର୍ତ୍ତିକୁ ପୂଜା କରିବା ଦ୍ଵାରା ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଥାଏ । ଏହା ଦ୍ଵାରା ଘରର ଆର୍ଥିକ ଦୁର୍ବଳତା ଦୂର ହୋଇଯାଇଥାଏ ।

୩. ବନ୍ଧୁଗଣ ଆଜିକାଲି ଥଣ୍ଡା ପାଣି ପିଇବା ପାଇଁ ଅଧିକାଂଶ ଲୋକ ଫ୍ରିଜ ଆଦିର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଯଦି ଆପଣ ମାଟି ନିର୍ମିତ ସୁରେଇରେ ପାଣି ରଖି ପିଇବେ ତା ହେଲେ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ । ଏହି ସୁରେଇ ରଖିବା ଦ୍ଵାରା ମଣିଷର କୁଣ୍ଡଳୀରେ ଥିବା ଦୋଷ ଓ ଘରର ବାସ୍ତୁଦୋଷ ଆଦି ଦୂର ହୋଇଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *