Health Tips- ଗଣ୍ଠିରେ gap ଓ ଗଣ୍ଠିର ଗ୍ରୀସ ବଢେଇବାର ସହଜ ଉପାୟ, Joint Pain ପୂରାପୂରି ଗାୟବ ହେଇଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରର ଜଏଣ୍ଟ ସ୍ଥାନ ମାନଙ୍କରେ ଯେଉଁ ଲିକ୍ୱିଡ୍ ରହିଥାଏ । ତାହା ହାଡକୁ ଅନ୍ୟ ହାଡ ସହିତ ଯୋଡି ଶକ୍ତ ରଖିବାରେ ସାହାଜ୍ଯ କରିଥାଏ। ଯେତେବେଳେ ସେହି ହାଡରୁ ଲିକ୍ୱିଡ୍ ଧୀରେ ଧୀରେ କରି କମିବାକୁ ଆରମ୍ଭ କରିଥାଏ । ଜଏଣ୍ଟ ସ୍ଥାନ ମାନଙ୍କରେ ଧୀରେ ଧୀରେ ଗ୍ଯାପ ସୃଷ୍ଟି ହୋଇଥାଏ । ଯାହା ଫଳରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ବ୍ୟକ୍ତି ଶିକାର ହୋଇଥାଏ ।

ଏହି ସମସ୍ଯାର ସମାଧାନ କରିବା ପାଇଁ ଲୋକ ମାନେ ଅନେକ ପ୍ରକାର ରେମିଡିର ବ୍ୟବହାର କରିଥାନ୍ତି । ଆଜି ଆପଣ ମାନେ ଯେଉଁ ଉପାୟ ବିଷୟରେ ଜାଣିବାକୁ ପାଇବେ । ତାହା ନିଶ୍ଚୟ ଭାବେ ଫଳପ୍ରଦ ହେବାର ସମ୍ଭାବନା ବହୁତ ମାତ୍ରାରେ ଅଛି । ଆଣ୍ଠୁ ଗଣ୍ଠି ସମସ୍ଯାରୁ ମୁକ୍ତି ପାଇବାକୁ ଇଛୁକ ବ୍ୟକ୍ତି ମାନେ ପ୍ରତିଦିନ ଅଖରୋଟ ଖାଇବା ଉଚିତ । ରାତିରେ ଶୋଇବା ପୂର୍ବରୁ ୨ ଟି ଅଖରୋଟ ପାଣିରେ ଭିଯାଇ ରଖି ଦିଅନ୍ତୁ । ସକାଳେ ବ୍ରେକଫାଷ୍ଟ ପୂର୍ବରୁ ସେହି ଅଖରୋଟର ସେବନ କରନ୍ତୁ ।

ଏହା ସହିତ ଏକ ଗ୍ଳାସ କ୍ଷୀର କିମ୍ବା ଗରମ ପାଣିର ସେବନ କରନ୍ତୁ । ଦିତୀୟରେ ହେଉଛି ପାରିଜାତ ଫୁଲର ଆଣ୍ଠୁ ଗଣ୍ଠି ସମସ୍ଯା ପାଇଁ କିପରି ବ୍ଯବହାର କରିବେ । ପାରିଜାତ ପତ୍ରରୁ ୩ କିମ୍ବା ୪ ଟି ନେଇ ତାକୁ କୁଟି ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ସେହି ପତ୍ରକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ଛାଣି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ ।

ତାପରେ ସେହି ପାଣିକୁ ଧୀରେ ଧୀରେ କରି ଚାହା ସଦୃଶ ପିଇ ନିଅନ୍ତୁ । ଏହାର ସେବନ ଦ୍ଵାରା ଶରୀରରେ ଅଧିକ ବାତ ବଢିବା କାରଣରୁ ଗଣ୍ଠି ସ୍ଥାନରେ ଯେଉଁ ଯନ୍ତ୍ରଣା ସୃଷ୍ଟି ହେଉଛି । ଆଣ୍ଠୁରେ ଗ୍ଯାପ ସୃଷ୍ଟି ହେବା ସହିତ ସେହି ସ୍ଥାନର ଗ୍ରୀସ କମି ଯାଉଛି । ଏହି ସବୁ ସମସ୍ଯାକୁ ଶରୀରରୁ ଦୂର କରିଥାଏ । ଏହା ସହିତ ସ୍ନାୟୁ ଜନିତ ପ୍ରୋବ୍ଲେମକୁ ମଧ୍ୟ ଦୂର କରିଥାଏ ।

ଯେଉଁ ମାନେ ପ୍ରତିଦିନ ନିୟମିତ ଭାବରେ ପଇଡ ପାଣିର ସେବନ କରିଥାନ୍ତି । ସେମାନଙ୍କୁ କେବେ ମଧ୍ୟ ଭବିଷ୍ୟତରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଶିକାର ହେବା ପାଇଁ ପଡିନଥାଏ । ଏହା ଛଡା ଯେଉଁ ମାନଙ୍କର ଏହି ସମସ୍ଯା ରହୁଅଛି । ସେମାନେ ମଧ୍ୟ ନିହାତି ଭାବରେ ପଇଡ ପାଣିର ସେବନ କରିବା ଉଚିତ ।

ପଇଡ ପାଣିର ସେବନ ଦ୍ଵାରା ଆଣ୍ଠୁରେ ଲିକ୍ୱିଡ୍ ଅଂଶ ବଢିଥାଏ । ଯାହା ଦ୍ଵାରା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା କମିବା ସହ ଆଣ୍ଠୁତୁ କଟ୍ କଟ୍ ଆବାଜ ମଧ୍ୟ ହୋଇନଥାଏ । ଏହା ସହିତ ସକାଳର କଅଁଳ ସୂର୍ଯ୍ୟ କିରଣରେ ଶରୀରକୁ ରଖିବା ଉଚିତ ଯାହା ଦ୍ଵାରା ଶରୀରରେ ଭିଟାମିନ- Dର ଅଭାବ ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *