ଗଙ୍ଗା ଠାରୁ ବି ଅଧିକ ପବିତ୍ର ହୋଇଥାନ୍ତି ଏହି 3 ଟି ନାମର ଝିଅ, ଯେଉଁ ଘରକୁ ବାହା ହୋଇ ଯାଇଥାନ୍ତି ସେଠାରେ ହୁଏ ଧନର ବର୍ଷା- Jyotish Shastra

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଥିବା ସମସ୍ତ ଶାସ୍ତ୍ରର ଏକ ବିଶେଷ ମହତ୍ଵ ରହିଛି । ଶାସ୍ତ୍ରରେ ଉଲ୍ଲେଖ ହୋଇଥିବା ସମସ୍ତ କଥା ଉପରେ ଆମେ ବିଶ୍ଵାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଭଗବାନ ଶିବ ମଧ୍ୟ ଏହା କହିଛନ୍ତି ଶାସ୍ତ୍ରରେ ଥିବା ସମସ୍ତ କଥା ସତ୍ୟ ଅଟେ । ଶାସ୍ତ୍ର ଅନୁସାରେ ଆମେ ଆମ ନିଜର ନାମକୁ ଆଧାର କରି ଆମର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣିପାରି ଥାଉ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମଣିଷ ନାମର ବହୁତ ମହତ୍ଵ ରହିଛି ।

କାରଣ ମଣିଷ ପ୍ରତ୍ୟକ ସ୍ଥାନରେ ନିଜ ନାମ ଓ ନିଜ କାମ ଦ୍ଵାରା ପରିଚିତ ହୋଇଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମ କାରଣ ସେହି ବ୍ୟକ୍ତିର ଜନ୍ମ ସମୟ, ତିଥି ଓ ଗ୍ରହ ନକ୍ଷତ୍ରକୁ ଆଧାର କରି କରାଯାଇଥାଏ ।

ତେଣୁ ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ମହିଳା ଅଛନ୍ତି ଯେଉଁ ମାନେ ବହୁତ ପବିତ୍ର ଅଟନ୍ତି । ଏହି ମହିଳା ମାନେ ଯାହା ଘକୁ ଯାଇଥାନ୍ତି ସେହି ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ମହିଳା ମାନଙ୍କ ବିଷୟରେ ।

R ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି R ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ଆରମ୍ଭ R ରୁ ହୋଇଥାଏ ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏହି ମହିଳା ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏହି ମହିଳା ମାନେ ସବୁବେଳେ ଖୁସିରେ ରହିବା ପାଇଁ ଇଛା କରିଥାନ୍ତି । ଏମାନେ ସମସ୍ତ ପରିସ୍ଥିତିରେ ନିଜେ ଖୁସିରେ ରହିଥାନ୍ତି ଓ ଅନ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଏହି ନାମର ମହିଳା ମାନେ ନିଜ ସ୍ଵାମୀ ଓ ନିଜ ପରିବାରର ବହୁତ ଯତ୍ନ ନେଇଥାନ୍ତି । ଏହି ମହିଳା ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

K ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି K ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ଆରମ୍ଭ K ରୁ ହୋଇଥାଏ ସେମାନେ ରୂପରେ ଓ ଗୁଣରେ ବହୁତ ଭଲ ହୋଇଥାନ୍ତି । ଏହି ମହିଳା ମାନେ ନିଜ ସୁନ୍ଦରତା ଦ୍ଵାରା ସମସ୍ତ ଲୋକ ମାନଙ୍କୁ ଆକର୍ଷିତ କରିପାରି ଥାନ୍ତି । ଏହି ମହିଳା ମାନେ କୌଣସି ପରିସ୍ଥିତିରେ ଭାଙ୍ଗିପଡି ନଥାନ୍ତି । ଏମାନେ ନିଜ ସ୍ଵାମୀ ଓ ନିଜ ପରିବାର ଲୋକଙ୍କ ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଏହି ମହିଳା ମାନେ ସମସ୍ତ କାର୍ଯ୍ୟ ଧର୍ଯ୍ୟର ସହ କରି ସଫଳତା ପାଇଥାନ୍ତି । ଏହି ନାମର ମହିଳା ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

T ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି T ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ଆରମ୍ଭ T ରୁ ହୋଇଥାଏ ସେମାନେ ସ୍ଵଭାବରୁ ବହୁତ ଭଲ ଓ ଦୟାଳୁ ହୋଇଥାନ୍ତି । ଏହି ମହିଳା ମାନେ ରୂପରୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜର ସମସ୍ତ କର୍ତ୍ତବ୍ୟକୁ ପୂରଣ କରିଥାନ୍ତି । ଏହି ମହିଳା ମାନଙ୍କର ମଧୁରବାଣୀ ଦ୍ଵାରା ସମସ୍ତ ଲୋକ ପ୍ରଭାବିତ ହୋଇଥାନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀ ଓ ନିଜ ପରିବାର ଲୋକଙ୍କୁ ସର୍ବଦା ଖୁସିରେ ରଖିଥାନ୍ତି । ଏହି ମହିଳା ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *