ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି 5 ନାମର ଝିଅ, ଘରକୁ କରିଥାନ୍ତି ସ୍ଵର୍ଗ, ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ କି ?

ନମସ୍କାର ବନ୍ଧୁଗଣ , ସଂସାରରେ ନାରୀ ର ଗୁରୁତ୍ଵ କହିଲେ ନ ସରେ । ଭଗବାନଙ୍କର  ଏକ ସୁନ୍ଦର ସୃଷ୍ଟି ହେଉଛନ୍ତି ନାରୀମାନେ । ମାତ୍ର ସ୍ଵୟଂ ଇଶ୍ଵର ହିଁ ନାରୀମାନଙ୍କୁ ବୁଝିପାରି ନାହାନ୍ତି ତେବେ ମଣିଷ କେତେ ମାତ୍ର ଅଟେ । ରୂପବତୀ ଓ ଗୁଣବତୀ ନାରୀମାନେ ଘର କୁ ସୁନ୍ଦର ଭାବରେ ଗଢିଥାନ୍ତି । ନାରୀ ଚାହିଲେ  ଘର କୁ ସ୍ଵର୍ଗ କରିପାରେ ଓ ସେହି ନାରୀ ଯଦି ଚାହି ଥାଏ ତେବେ ସେ ଘର କୁ ନରକ ରେ ପରିଣତ କରିପାରିଥାଏ ।

ଆମେ ସାଧାରଣତ ଦୁଇ ପ୍ରକାରର ନାରୀମାନଙ୍କୁ ଦେଖିଥାଉ । ଯଥା ଶାନ୍ତ , ସୁନ୍ଦର , ଗଙ୍ଗା ଜଳ ପରି ପବିତ୍ର ନାରୀ ଓ ଅନ୍ୟ ଏକ ହେଉଛି ଚାଲାକ , ଚତୁର ଓ ବିଶ୍ଵାସ ଯୋଗ୍ୟ ହୋଇନଥାନ୍ତି । ସବୁ ନାରୀ ଏହି ସ୍ଵଭାବ ର ହୋଇନଥାନ୍ତି କିଛି ନାରୀମାନେ ମନରୁ ସଫା ଗୁଣବତୀ ଦୟାଳୁ ସ୍ଵଭାବ କୁ ଧାରଣ କରିଥାନ୍ତି । ଆମେ ସେହି ନାରୀମାନଙ୍କୁ ମାତା ସୀତାଙ୍କ ସହ ତୁଳନା କରିଥାଉ ।

ନାରୀମାନଙ୍କ ସୌନ୍ଦର୍ଜ୍ୟ ଅଳକାର ରୁ ପ୍ରକାଶିତ ହୁଏ ନାହିଁ ମନ ଭିତରେ ଥିବା ପବିତ୍ର ହୃଦୟ , ସଫା  ମନ ରୁ ଦେଖାଯାଇଥାଏ । ଆଜି ଆମେ ଆପଣଙ୍କୁ 5 ଟି  ଝିଅମାନଙ୍କ ସମନ୍ଧରେ କହିବୁ ଯେଉଁ ମାନଙ୍କ ମନ ଗଙ୍ଗା ଭଳି ପବିତ୍ର ହୋଇଥାଏ । 1- B  ଏହି ନାମ ର ଝିଅ ମାନେ ବହୁତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି । ଜୀବନରେ ଯେତେ ବି  କଠିନ ପରିସ୍ଥିତି ଆସୁ ପଛେ ନିଜ ଜୀବନସାଥିଙ୍କ ହାତ କୁ ଛାଡନ୍ତି ନାହିଁ ।

ଏହି କାରଣ ରୁ ଏମାନଙ୍କୁ ପବିତ୍ର ମାନା ଯାଇଥାଏ ।     2- N  ଏହି ଅକ୍ଷର ଥିବା ଝିଅମାନେ ତେଜ ସ୍ଵଭାବ ର  ହୋଇଥାନ୍ତି ଏବଂ ନିଜ ଜୀବନସାଥି ଓ ପରିବାର ର ଅଧିକ ଧ୍ୟାନ ରଖିଥାନ୍ତି । ଏମାନେ ଏମିତି କିଛି କାମ କରିନଥାନ୍ତି ଯାହା ଫଳରେ ପରିବାର ର ନାମ ଖରାପ ହେବ । ଏମାନଙ୍କ ବ୍ଯବହାର ଚଳଣି ଓ ମନ ରୁ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । 3- P  ଏହି ନାମ ର ଝିଅମାନେ ନିଜର ସମ୍ପକ କୁ ସମ୍ଭାଳି ରଖିଥାନ୍ତି ।

ଏମାନେ ଅନ୍ୟର ମନ କଥା କୁ ବୁଝିବାର କ୍ଷମତା ରଖିଥାନ୍ତି । ଏମାନେ କାହାକୁ କିଛି  କୁହନ୍ତି  ନାହିଁ ସମସ୍ତ କୁ ମିଳିମିଶି ଆଗକୁ ବଢିବା ଏମାନଙ୍କ ଖାସ୍ ଗୁଣ ଅଟେ । 4- S  ଏହି ଅକ୍ଷର ଥିବା ଝିଅମାନେ ବହୁତ ପବିତ୍ର ଓ ଲାଜକୁଳ ହୋଇଥାନ୍ତି ।  ଏମାନେ ସବୁ ପରିସ୍ଥିତିରେ ପରିବାରକୁ ଖୁସି ରେ ରଖିବାକୁ ଚେଷ୍ଟା କରିଥାନ୍ତି ।

5- M  ଏହି ନାମ ର ଝିଅମାନଙ୍କ ସ୍ଵଭାବ ଶାନ୍ତ ଓ ଅନ୍ୟମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏମାନେ ମନ ରେ କିଛି କଥା ରଖନ୍ତୁ ନାହିଁ ଓ ଜୀବନ ସାଥିକୁ ଅଧିକ ଭଲ ପାଇଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *