ମୃତ୍ୟୁ ର ୨୪ ଘଣ୍ଟା ପରେ ଆତ୍ମା ନିଜ ଘରକୁ କାହିଁକି ଫେରିଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁଗଣ ,  ଜଗତରେ ଜନ୍ମ ନେଇଥିବା ମଣିଷ ଅମର ହୋଇନଥାଏ ତାହାକୁ ଦିନେ ଏହି ସାଂସାର କୁ ଛାଡି ଯିବାକୁ ପଡିଥାଏ ଅର୍ଥାର୍ଥ ମୃତ୍ୟୁବରଣ କରିବାକୁ ହିଁ ହୋଇଥାଏ । ମୃତ୍ୟୁ ର ଚବିଶ ଘଣ୍ଟା ପରେ ମଣିଷ ର ଆତ୍ମା ପୃଥିବୀ ପୁଷ୍ଟ କୁ କଣ ପାଇଁ ଫେରିଥାଏ । ଆଜି ଆମେ ଆପଣଙ୍କୁ ଶାସ୍ତ୍ରଗତ ଗରୁଡ ପୁରାଣ ରେ ବର୍ଣ୍ଣିତ ବିଷୟ ଆପଣଙ୍କୁ  କହିବାକୁ ଚାହୁଛୁ ।

ବ୍ୟକ୍ତି ର ମୃତ୍ୟୁ ପରେ  ତୁରନ୍ତ ଯମଦୂତମାନେ ଆସି ବ୍ୟକ୍ତି ର ଆତ୍ମା କୁ ଯମରାଜଙ୍କ ପାଖକୁ ନେଇଯାଇଥାନ୍ତି ଓ ସେଠାରେ ବ୍ୟକ୍ତି ର ଭଲ ଓ ଖରାପ କାମ ର ବିଚାର କରାଯିବାର ୨୪ ଘଣ୍ଟାଏ ପରେ  ଯମଦୂତ ମାନେ ବ୍ୟକ୍ତି ର ଆତ୍ମାକୁ ପୁଣ୍ୟବାର ଆଣି ଜଗତ ରେ ଯଥା ବ୍ୟକ୍ତି ର ପ୍ରିୟ ପରିଜନମାନଙ୍କ ପାଖରେ ଛାଡି ଯାଇଥାଏ । ଯେବେ ବ୍ୟକ୍ତି ନିଜର ଶରୀର କୁ ପଡିଥିବାର ଦେଖିଥାଏ ତେବେ ସେ  ମୃତ ଶରୀର ମଧ୍ୟ କୁ ଯିବାକୁ ଚେଷ୍ଟା କରିଥାଏ ।

ମାତ୍ର ଯମଦୂତ ମାନେ ତାହାର ଆତ୍ମା କୁ ବନ୍ଧି ବନେଇବା କାରଣ  ରୁ ସେ ତାହା କରିପାରେ ନାହିଁ । ସେ ବ୍ୟକ୍ତି ର ଆତ୍ମା ଜୋର ରେ କାନ୍ଦି ଥାଏ , ମାତ୍ର କେହି ସେହି ସ୍ଵର କୁ ଶୁଣିପାରି ନ ଥାନ୍ତି । ଆତ୍ମା ଯେବେ ତାହାର ଲୋକମାନେ କାନ୍ଦିବାର ଦେଖେ ସେ ମଧ୍ୟ କାନ୍ଦିଥାଏ । ଗରୁଡ ପୁରାଣ ଅନୁସାରେ ଥରେ ପୃଥିବୀ ପୁଷ୍ଟ କୁ ଆସିଥିବା ଆତ୍ମା ଭିତରେ ସେଥିକି ଶକ୍ତି ନ ଥାଏ କି  ସେ ଆଉଥରେ ଯମଯାତ୍ରା କରିପାରିବ ।

ଶାସ୍ତ୍ର ଅନୁସାରେ ମୃତ ବ୍ୟକ୍ତି ର ଦଶ ଦିନ ପରେ ଯେଉଁ ପିଣ୍ଡଦାନ ହୋଇଥାଏ ତାହା ଦ୍ଵାରା ଆତ୍ମାର ହାଡ ଶକ୍ତି ଯୁକ୍ତ ହୁଏ ଓ ତେର ଦିନ ରେ ଯେଉଁ ପିଣ୍ଡଦାନ ହୁଏ ତାହା ଦ୍ଵାରା ଆତ୍ମା ଯମଯାତ୍ରା କରିବାର ଶକ୍ତି ପ୍ରାପ୍ତ ହୋଇଥାଏ ଓ ଯମ କୁ ଫେରିଥାଏ । ବ୍ୟକ୍ତି ତ ମୃତ୍ୟୁ ପରେ ତେର ଦିନ କରାଯାଇଥିବା ପିଣ୍ଡଦାନ ଦ୍ଵାରା ଆତ୍ମା ଭୂଲୋକ ରୁ ଯମଲୋକର ଯାତ୍ରା ନିର୍ଣ୍ଣୟ କରିଥାଏ । ମାନା ଯାଏ ଯେ ତେର ଦିନରେ କରାଯାଇଥିବା ପିଣ୍ଡଦାନ ଏକ ବର୍ଷ ର ଆହାର ହୋଇଥାଏ ।

ଯଦି ଆମେ ମୃତ ବ୍ୟକ୍ତି ର ତେର ଦିନ ରେ ପିଣ୍ଡଦାନ କରିନଥାଉ ତେବେ ଯମଲୋକ କୁ ଯାତ୍ରା କରିବା ସମୟରେ ଆତ୍ମା କୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ । ଯଦି କେହି ତେର ଦିନ ର ପିଣ୍ଡଦାନ ଧାର ନେଇ କରିଥାନ୍ତି ଏହା ଦ୍ଵାରା ମୃତ ବ୍ୟକ୍ତି ର ଆତ୍ମା ବହୁତ ଦୁଖିତ ହୋଇଥାଏ ।

ଯେଉଁ ବ୍ୟକ୍ତି ତାହାର ଜୀବନ କାଳରେ ଭଲ କାମ କରିଥାଏ ତେବେ ତେର ଦିନ ପରେ ଯମଦୂତମାନେ ଆସି ଆତ୍ମା କୁ ଯମଲୋକ ନେଇକି ଯାଇଥାନ୍ତି ଓ ମାର୍ଗ ରେ ଆତ୍ମା କୁ କଷ୍ଟ ଭୋଗିବାକୁ ପଡିନଥାଏ । ଯମରାଜ ଭଲ କାର୍ମ କରିଥିବା ବ୍ୟକ୍ତି କ୍କୁ ସ୍ଵର୍ଗ କୁ ପଠାନ୍ତି ଓ ଖରାପ ଆତ୍ମା ନରକ କୁ ପ୍ରାପ୍ତ କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କାରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *