ଏପରି ମହିଳା ମାନେ ହୋଇଥାନ୍ତି ଅଲକ୍ଷ୍ମୀ, ଯାହାଙ୍କ ଛାୟା ପଡିଲେ ହେଇଯିବେ ବର୍ବାଦ ! ଆପଣଙ୍କ ଘରେ ଅଛନ୍ତି କି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧାର୍ମିକ ଗ୍ରନ୍ଥ ମାନଙ୍କରେ ବ୍ୟକ୍ତିବିଶେଷଙ୍କୁ ନେଇ ବହୁତ କିଛି କଥା ଆଲୋଚନା କରାଯାଇଅଛି । ଖାସ୍ କରି ମହିଳା ମାନଙ୍କୁ ନେଇ ଶାସ୍ତ୍ରୀୟ ଗ୍ରନ୍ଥ ମାନଙ୍କରେ ବହୁତ କିଛି ରୋଚକ ତଥ୍ୟ ରହିଅଛି । ଯାହାକୁ ନେଇ ମହିଳାଙ୍କର ଗୁଣ ବିଷୟରେ ଜାଣି ହୋଇପାରିବ।  ଚାଲନ୍ତୁ କେଉଁ ମହିଳାଙ୍କର ଗୁଣ ବା ସ୍ଵଭାବ ପାଇଁ ସେମାନଙ୍କୁ ଅଲକ୍ଷ୍ମୀର ଆକ୍ଷା ମିଳିଥାଏ । ସେମାନଙ୍କ ଉପରେ ଆଲୋଚନା କରିବା ।

ଯେଉଁ ମହିଳା ମାନେ ପରିଷ୍କାର  ପରିଚ୍ଛନ ପ୍ରତି ଯତ୍ନବାନ ହୋଇନଥାନ୍ତି । ଏହା ସହିତ ନିଜର ତଥା ଘରର ସ୍ବଚ୍ଛତା ପ୍ରତି ଅଧିକ ଗୁରୁତ୍ଵ ଦେଇନଥାନ୍ତି । ସେପରି ମହିଳା ମାନେ ଯେଉଁ ଘରେ ରହିଥାନ୍ତି । ସେହି ମହିଳା ମାନଙ୍କ ଘରେ ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି । ତେଣୁ ସେପରି ମହିଳା ମାନେ ଅଲକ୍ଷ୍ମୀର ଆକ୍ଷା ପାଇଥାନ୍ତି । ଯେଉଁ ସ୍ତ୍ରୀ ଘରେ ପୂଜା ପାଠ କରିନଥାଏ ।

ନିଜର ସମୟକୁ ଅନ୍ୟାନ୍ୟ ଖରାପ କାର୍ଯ୍ୟରେ ଲିପ୍ତ ରଖିଥାଏ । ସେପରି ମହିଳା ମାନେ ଥିବା ଘରେ କେବେବି ଉନ୍ନତି ହୋଇପାରିନଥାଏ । ତେଣୁ ସେମାନେ ଲକ୍ଷ୍ମୀମନ୍ତର ଆକ୍ଷା ପାଇପାରିନଥାନ୍ତି । ଯେଉଁ ମହିଳା ମାନେ ସବୁବେଳେ ପିଲା ମାନଙ୍କୁ ଗାଳି ମାଡ କରୁଥାଏ । ଘରେ ସବୁବେଳେ କଳି ଝଗଡା ଲଗାଇବା ସହିତ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥାଏ ।

ସେପରି ମହିଳା ମାନଙ୍କ ଉପରେ ମା ଲକ୍ଷ୍ମୀ ସର୍ବଦା ରୁଷ୍ଟ ହୋଇ ରହିଥାନ୍ତି । ତେଣୁ ଏମାନେ ଘର ପାଇଁ ଲକ୍ଷ୍ମୀମନ୍ତ ସାବ୍ୟସ୍ତ ହୋଇପାରିନଥାନ୍ତି । ଯେଉଁ ମହିଳା ମାନେ କଥା କଥାରେ ସବୁବେଳେ ମିଛ କହୁଥାନ୍ତି । ସେହି ଝିଅ ମାନେ ଘର ପାଇଁ ଅବନ୍ନୋତିର କାରଣ ସାଜିଥାନ୍ତି । ଯେଉଁଥି ପାଇଁ ଏପରି ମହିଳା ଘର ପାଇଁ ଅଲକ୍ଷ୍ମୀ ହୋଇଥାନ୍ତି ।

ଯେଉଁ ମହିଳା ମାନେ ଘରର ଜିନିଷକୁ ଏଣେତେଣେ କରିରଖିଥାନ୍ତି । ଯେଝା ସ୍ଥାନରେ ଯେଝା ଜିନିଷ ରଖିନଥାନ୍ତି । ସେପରି ମହିଳା ମାନେ ଘରେ କେବେବି ଉନ୍ନତି କରିପାରିନଥାନ୍ତି । ଏପରି ମହିଳା ମାନେ ଯେଉଁ ଘରେ ରହିଥାନ୍ତି । ସେହି ଘରେ ଖାଲି ଅଶାନ୍ତି ସୃଷ୍ଟି ହୋଇଥାଏ ।  ଯାହା ଦ୍ଵାରା ଘରେ ନକରାତ୍ମକ ଊର୍ଜାର ବିକାଶ ଘଟିଥାଏ ।

ସେଥିପାଇଁ ଏମାନେ ମଧ୍ୟ ଅଲକ୍ଷ୍ମୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କର ଅନ୍ୟ ପ୍ରତି ବ୍ୟବହାର ଓ ଆଚରଣ ଠିକ ହୋଇନଥାଏ । ଏମାନେ ଅନ୍ୟ ସହିତ ସବୁବେଳେ ଯୁକ୍ତି ତର୍କ କରିଥାନ୍ତି । ସେମାନେ ମଧ୍ୟ ଅଲକ୍ଷ୍ମୀ ସ୍ଵଭାବର ହୋଇଥାନ୍ତି । ତେଣୁ ଏପରି ମହିଳା ମାନେ ଘରର ବିକାଶରେ ବାଧା ଆଣିଥାନ୍ତି ।

ଯେଉଁ କାରଣରୁ ଏମାନେ ଲକ୍ଷ୍ମୀମନ୍ତ ହୋଇପାରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କାମେଣ୍ଟ ଓ ଶେଯାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *