Health Tips- କେବଳ ଏହି ପତ୍ରକୁ ଲଗାନ୍ତୁ, ଏକଜିମା ଭଳି ରୋଗ ମୂଳରୁ ଶେଷ ହେବ, ଜାଣନ୍ତୁ କିପରି କରିବେ ପ୍ରୟୋଗ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଅନେକ ପ୍ରକାର ଚର୍ମ ରୋଗ ଦେଖାଦେଇଥାଏ । ସେଥିମଧ୍ୟରୁ ଏକଜିମା ଗୋଟିଏ ହୋଇଥାଏ । ଏହା ହେବା ଯୋଗୁ କୁଣ୍ଡେଇ କୁଣ୍ଡେଇ ବେଳେ ରକ୍ତ ମଧ୍ୟ ପଡିଯାଇଥାଏ । ସ୍କିନରେ ଏକଜିମା ହେବାର ଅନେକ କାରଣ ରହିଥାଏ । ଏଥିପାଇଁ ଲୋକ ମାନେ ଏଲୋପାଥି ମେଡ଼ିସିନର ବ୍ୟବହାର କରିଥାନ୍ତି । ଏକଜିମା ସଂପୂର୍ଣ୍ଣ ଚର୍ମରୁ ଭଲ କରିବା ପାଇଁ ଆଜି ଏକ ଭଲ ଘରୋଇ ଉପଚାର ବିଷୟରେ ଜାଣନ୍ତୁ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ କେବଳ ୨  ଟି ସାମଗ୍ରୀର ଆବଶ୍ୟକତା ରହିଛି । ପ୍ରଥମଟି ହେଉଛି ପାଚିଲା ପଣସ ପତ୍ର ଓ ଦିତୀୟରେ ଜଡା ତେଲ।  ଏହି ୨ ଟି ସାମଗ୍ରୀକୁ ମିଶାଇ ଆପଣ ଏକଜିମା ପାଇଁ ଏକ ସୁନ୍ଦର ରେମିଡି ପ୍ରସ୍ତୁତ କରିବା । ପ୍ରଥମେ ଗ୍ଯାସରେ ଆପଣ ଏକ ଲୁହା କଢେଇକୁ ବସାନ୍ତୁ । ତାପରେ ସେଥିରେ ୨ ଟି ପାଚିଲା ପଣସ ପତ୍ରକୁ ପକାଇ କିଛି ସମୟ ଭାଜନ୍ତୁ ।

ପତ୍ରକୁ ଏପରି ଭାଯିବେ । ଯାହା ଦ୍ଵାରା ସେହି ୨ ଟି ପତ୍ର ଭାଜି ହୋଇ କଳାରଙ୍ଗର ହେବା ସହ ଭାଙ୍ଗିକି ଚୂର୍ଣ୍ଣ ହୋଇଯିବ । ତାପରେ ସେହି ପତ୍ରକୁ ଆପଣ ଭଲ ଭାବରେ ଚୁରିକି ଚୂର୍ଣ୍ଣ କରିଦେବେ । ଏକ ପାତ୍ରରେ ସେହି ପଣସ ପତ୍ରର ଚୂର୍ଣ୍ଣରେ ଆବଶ୍ୟକତା ଅନୁସାରେ ଜଡା ତେଲ ମିଶାଇ ଏହାକୁ ଭଲ ଭାବରେ ଗୋଳାଇ ଏହାର ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ ।

ତାପରେ ଆପଣଙ୍କର ରେମିଡି ପ୍ରସ୍ତୁତ ହୋଇଯିବ । ଆପଣ ଚାହିଁଲେ ୨ ଟି ପତ୍ର ବଦଳରେ ଅଧିକ ପତ୍ର ନେଇ ଏହି ଉପଚାରକୁ ଅଧିକ ଦିନ ପର୍ଯ୍ୟନ୍ତ ପ୍ରସ୍ତୁତ କରି ରଖିପାରିବେ । ଏହା ସହିତ ଆବଶ୍ୟକତା ସ୍ଥଳେ ଏହାର ପ୍ରୟୋଗ କରିବେ । ଆପଣଙ୍କର ଯେଉଁ ସ୍ଥାନରେ ଏକଜିମା ହୋଇଥିବ ।

ସେହି ଜାଗାରେ ସେହି ପେଷ୍ଟକୁ ଏକ ତୁଳା ସାହାଜ୍ଯରେ ଆଣି ସେହି ଜାଗାରେ ଲଗାଇବେ । ରାତି ସମୟରେ ଲଗାଇ ଏହାକୁ ଶୋଇପଡିବେ । ସକାଳୁ ଉଠି ଗରମ ପାଣି ସାହାଜ୍ଯରେ ସେହି ଜାଗାକୁ ଧୋଇଦେବେ । ଥରେ ଯେଉଁ ତୁଳା ସାହାଜ୍ଯରେ ଏକଜିମା ସ୍ଥାନରେ ଏହି ତୁଳାର ବ୍ୟବହାର କରିଲେ । ସେହି ତୁଳାକୁ ପୁନଶ୍ଚ ରେମିଡିରେ ବୁଡାନ୍ତୁ ନାହିଁ ।

ଯଦି ଦରକାର ପଡେ ଅନ୍ୟ ଏକ ତୁଳା ସାହାଜ୍ଯରେ ଆପଣ ପେଷ୍ଟରେ ବୁଡାଇ ଲଗାଇପାରିବେ । କୌଣସି ପ୍ରକାର ସ୍କିନ ଜନିତ ଏକଜିମା ପାଇଁ ଆପଣ ଏହି ରେମିଡି ପ୍ରସ୍ତୁତ କରି ଲଗାଇପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *