Health Tips- 1 ମିନିଟ କାଫି ! ଭୟଙ୍କର ରୁ ଭୟଙ୍କର Acidity ବି ଭଲ ହେଇଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପସନ୍ଦ କରିଥାଏ । କିନ୍ତୁ ବହୁତ ଲୋକଙ୍କର ଏପରି ପେଟ ସମସ୍ଯା ରହିଥାଏ । ସେମାନେ ଯାହା ମଧ୍ୟ ଖାଇ ଦିଅନ୍ତି  । ତାଙ୍କ ପେଟରେ ଶୀଘ୍ର ହଜମ ନହୋଇ ପେଟ ଓ ଛାତିରେ ଜଳାପୋଡା ହେବା ଆରମ୍ଭ ହୋଇଥାଏ । ଏହାକୁ ହାଇପର ଏସିଡିଟି କୁହାଯାଇଥାଏ । ଗ୍ଯାସ ଓ ଏସିଡିଟିକୁ ଦୂର କରିବାକୁ ଚାହୁଁଥିଲେ । କେବଳ ଲଗାତର ୨ ଦିନ ପର୍ଯ୍ୟନ୍ତ ଏହି ୩ ଟି ଉପାୟକୁ କରିଥାନ୍ତି  ।

ତେବେ ଏହା ପେଟ ସମସ୍ଯାକୁ ସଂପୂର୍ଣ୍ଣ ଦୂର କରିଥାଏ । ପ୍ରଥମ ଉପାୟଟି ହେଉଛି ଏକ ଚାମଚ ଜୀରାକୁ ଚୋବାଇ ଖାଇ ଦିଅନ୍ତୁ । ଜୀରା ଖାଇବାର ଠିକ ୧୦ ମିନିଟ ପରେ ନଖ ଉଷୁମ ଗରମ ପାଣିର ସେବନ କରନ୍ତୁ । ଏହାକୁ ଆପଣ ଦିନରେ କୌଣସି ସମୟରେ ମଧ୍ୟ ଖାଇପାରିବେ । ଦିତୀୟ ଉପାୟଟି ହେଉଛି ଏକ ଚାମଚ ପାନମଧୁରୀ ସହିତ ଅଳ୍ପ ଗୁଡ ମିଶାଇ ଏହାର ସେବନ କରନ୍ତୁ ।

ଏହା ପେଟ ସମ୍ବଦ୍ଧିତ ଅନେକ ପ୍ରକାର ରୋଗ ବେମାରୀକୁ ଦୂର କରିଥାଏ । ଗୁଡ ଓ ପାନମଧୁରୀ ଏକ ସହିତ ଖାଇବା ଦ୍ଵାରା ପେଟର ବହୁ ବିଧ ଉପକାର ହୋଇଥାଏ । ତୃତୀୟରେ ହେଉଛି ଏକ ଗ୍ଲାସ ଗରମ ପାଣିରେ ଅଧ ଚାମଚ ଅଦା ରସ ମିଶାଇ ଦିଅନ୍ତୁ । ତାପରେ ସେଥିରେ ଏକ ଚାମଚ ମହୁ ଓ ଅଧ ଚାମଚ ଜୀରା ପାଉଡର ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ ।

ତାପରେ ସେହି ପାଣିକୁ ସେବନ କରନ୍ତୁ । ଏହାକୁ ମଧ୍ୟ ଆପଣଙ୍କର ଯେତେବେଳେ ଗ୍ଯାସ ସମସ୍ଯା ପେଟରେ ପ୍ରକାଶ ପାଉଛି । ସେତେବେଳେ ଆରାମରେ ପିଇପାରିବେ । ଯଦି ଆପଣ ମାନେ ଏହି ୩ ଟି ଉପାୟକୁ ଏକା ସାଙ୍ଗରେ ୨ ଦିନ ଲଗାତର ସେବନ କରିବେ । ତେବେ ଯେଉଁ ବ୍ୟକ୍ତି ମାନଙ୍କର ହାଇପର ଏସିଡିଟି ଭଳି ସମସ୍ଯା ରହୁଥିବ ।

ପେଟରେ ଗ୍ଯାସ ହେବା ସହିତ ଖାଦ୍ୟ ଠିକରେ ହଜମ ହେଉନଥିବ । ସେମାନଙ୍କର ପେଟ ସମସ୍ଯା ଛୁ ମନ୍ତର ହୋଇଯିବ । ଯଦି ଆପଣ ନିଜର ପେଟର ଏସିଡିଟି ସମସ୍ଯାକୁ ଜଲ୍ଦି ଠିକ କରିନଥାନ୍ତି । ତେବେ ସେହି ଏସିଡ ଆପଣଙ୍କ ରକ୍ତରେ ମିଶି ଶରୀରରେ ୟୁରିକ ଏସିଡ ବୃଦ୍ଧି କରିବା ସହିତ ଜଏଣ୍ଟ ପେନ୍ ସମସ୍ଯା ସୃଷ୍ଟି ମଧ୍ୟ କରିଥାଏ ।

ଏହା ସହିତ ଏହି ଏସିଡ ଶରୀରର ଅନେକ କ୍ଷତି ମଧ୍ୟ କରିଥାଏ । ତେଣୁ ନିହାତି ଭାବେ ୩ ଟି ଉପାୟକୁ ପ୍ରସ୍ତୁତ କରି ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଏହାର ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *