ଗାଧେଇବା ବେଳେ ପାଣିରେ ଯଦି ପରିସ୍ରା ଲାଗେ କଣ କରିବେ ? ପଢନ୍ତୁ ଆଜିର Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି କାର୍ଯ୍ୟ କରିବା ପାଇଁ ସଠିକ ନୀତି ନିୟମମାନ ରହିଥାଏ । ଯଦି ସେହି ନୀତିନିୟମର ଆମେ ମାନେ ଅନୁପାଳନ କରିଥାଉ । ତେବେ ସେହି କାର୍ଯ୍ୟଟି ସଫଳ ହୋଇଥାଏ । ଆଜି ଆପଣ ମାନେ ସାଧୁ ମୁଖ ନିସୃତ କିଛି ସାଧୁବାଣୀ ଜାଣିବାକୁ ପାଇବେ । ଯାହାର ପାଳନ ଦ୍ଵାରା ଆପଣଙ୍କ ଚଲାପଥ କୁସୁମିତ ହୋଇଯିବ । ଯଦି କୌଣସି କାରଣରୁ ଅଧିକ ରାଗ ଆସିଥାଏ ।

ତେବେ ଦର୍ପଣ ସାମ୍ନା ଠିଆ ହୋଇ ପାନିଆରେ ବାରମ୍ବାର ମୁଣ୍ଡ କୁଣ୍ଡାଇବା ଦ୍ଵାରା ରାଗ ଧୀରେ ଧୀରେ କରି ଶାନ୍ତ ହୋଇଯାଇଥାଏ । ଯେଉଁ ମନ୍ଦିରକୁ ଯାଉଛନ୍ତି । ସେହି ମନ୍ଦିରର ପୂଜା କାର୍ଯ୍ୟ ସରିବା ପରେ ମନ୍ଦିରର ମୁଖଶାଳାରେ ନିହାତି କିଛି ସମୟ ପାଇଁ ବସିବା ଉଚିତ । ମନ୍ଦିରରେ ଥିବା ବେଳେ ମନରେ କେବଳ ଈଶ୍ବରୀୟ ଭାବନା ଧାରଣ କରିବା ଉଚିତ।

ଅନ୍ୟଥା ଭାବନା ମନକୁ ଆଣନ୍ତୁ ନାହିଁ । ଏପରି କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ସକାଳୁ ଉଠିବା ସମୟରେ ୫ ଜଣଙ୍କୁ ମୋତେ ଦେଖିବା ଅନୁଚିତ । ଲଙ୍ଗଳା ଛୁଆ, ଦୋଚାରୂଣୀ ସ୍ତ୍ରୀ, ଏକ ଆଖିଆ ଲୋକ, କୃପଣ ଲୋକ ଓ ଭିକାରୀ । ଏହି ୫ ଲୋକର ସକାଳୁ ସକାଳୁ ଦେଖିବା ଆଦ୍ୱା ଶୁଭ ହୋଇନଥାଏ । ସକାଳେ ଉଠିବା ମାତ୍ରେ ନିଜର ୨ ହାତ ପାପୁଲିକୁ ଯୋଡି ପାର୍ଥନା କରିବା ଦ୍ଵାରା ଦିନ ସାରା ମଙ୍ଗଳ ହୋଇଥାଏ ।

ପ୍ରତ୍ଯେକ ଦିନ ୮ ଗ୍ଳାସ ପାଣି ପିଇବା ଉଚିତ । କାରଣ ପ୍ରତ୍ଯେକଟି ପ୍ରାଣୀ ଶରୀର ପାଇଁ ପାଣିର ଆବଶ୍ୟକତା ବହୁ ମାତ୍ରାରେ ରହିଥାଏ । ପାଣିକୁ ଠିଆ ହୋଇ ନପିଇ ବସିକି ପାଣି ଥିବା ପାତ୍ରକୁ ମୁହଁରେ ଲଗାଇ ଧୀରେ ଧୀରେ କରି ପିଇବା ଉଚିତ । ପାଣିରେ କେବେ ମଧ୍ୟ ମଳ ମୁତ୍ର ତ୍ୟାଗ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ବ୍ଯକ୍ତିର ମଙ୍ଗଳ ହୋଇନଥାଏ ।

ବହୁତ ସମୟ ବସି ରହିବା ଦ୍ଵାରା ଗୋଡ ଝିମ୍ ଝିମ୍ ହେବା ସହ କାଲୁଆ ହୋଇଯାଇଥାଏ । ତେଣୁ ଯେଉଁ ପାଖ ଗୋଡ ବଧୀରା ହୋଇଯାଉଥିବ । ତା’ ର ବିପରୀତ କାନକୁ ଟାଣି ୭ ଥର ଓମ୍ ଶବ୍ଦ ଉଚାରଣ କରନ୍ତୁ । ଏହା ସହିତ ସେହିପରି ତା’ ର ବିପରୀତ ଗୋଡରେ ମଧ୍ୟ କରନ୍ତୁ । ପାଟିର ବର୍ଜ୍ୟ ବସ୍ତୁକୁ କେବେ ମଧ୍ୟ ଏଣେତେଣେ ପକାନ୍ତୁ ନାହିଁ ।

ବହୁତ ଲୋକ ପାଟିରେ ପୁରାଇ ରଖିଥିବା ପାନ ଛେପ ଏଣେତେଣେ ପକାଇ ଥାନ୍ତି । ଏପରି କରିବା ଦ୍ଵାରା ନିଜର ଯଶ, ମାନ ଓ ସମ୍ମାନ ହାନୀ ହୋଇଥାଏ । ଏହି ସବୁ କଥାର ପାଳନ ଦ୍ଵାରା ବ୍ଯକ୍ତିର ବହୁ ବିଦ୍ଧ ଉନ୍ନତି ହେବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *