15 ବର୍ଷ ପରେ ଏହି 6 ରାଶି ଶନି ଦୋଷରୁ ମୁକ୍ତି, ଧନ ଢାଳିବେ ପ୍ରଭୁ ଶନି ଦେବ

କୌଣସି ଗ୍ରହର ଅଦଳ ବଦଳ ରେ ତାର ପ୍ରଭାବ ମାନୁଷ୍ୟର ଭାଗ୍ୟ ଉପରେ ପଡିଥାଏ । ଆମେ କିଛି ଜିନିଷ ଜାଣି ପାରୁ ଓ କିଛି ଜାଣିପାରିନଥାଉ । ପ୍ରତ୍ୟକ ଗ୍ରହର ପ୍ରଭାବ ଆମ ଉପରେ ପଡିଥାଏ । ସେଥିରୁ ଶନି ଦେବ ହେଉଛନ୍ତି ଆନ୍ୟତମ । ଆଜି ଆମେ ଶନି ଦେବଙ୍କ ବିଷୟରେ ଜାଣିବା । ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା ।

ତେବେ ଶନିଦେବଙ୍କର ଭଲ ପ୍ରଭାବ ଯଦି କାହା ଉପରେ ପଡିଥାଏ ତାହାଲେ ସେହି ମନୁଷ୍ୟ ବହୁତ ସୁଖରେ ଜୀବନ କଟିଥାଏ । ତେବେ ଏହି ମାସଠାରୁ କିଛି ରାଶି ମାନଙ୍କ ଉପରେ ଶନି ଦେବ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଶୁଭ ଫଳ ଦେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ: ଏହି ରାଶି ଉପରେ ସାଣିଦେଵ ବହୁତ ଖୁସିରେ ରହିବେ । ଏହି ରାଡ଼ିକୁ ବର୍ତ୍ତମାନ ଠାରୁ କୌଣସି ଚିନ୍ତା କରିବାର ନାହିଁ । ଏହି ରାଶି ଉପରେ ଶନି ଦେବଙ୍କର ଅସୀମ କୃପାହେବ । ଏହି ରାଶି ମାନଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଧନ ସମ୍ବଧିୟ କୌଣସି ଅସୁବିଧା ହେବ ନାହିଁ । ଏମାନେ ସବୁଠାରେ ମାନ ସମ୍ମାନରେ ଭୂଷିତ ହେବେ । ଏମାନଙ୍କୁ ପ୍ରତ୍ୟକ ଶନିବାର ଦିନ ଶନି ମାନ୍ଦିରକୁ ଯିବାକୁ ହେବ ।


ସିଂହ: ଏମାନେ ସବୁ ସୁଖଶାନ୍ତି ଓ ଆଡ଼ମ୍ବର ପୂର୍ଣ୍ଣ ଜୀବନ ବିତାଇବେ । ଏମାନେ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ । ଏମାନେ ସବୁଠାରେ ପ୍ରଶଂସିତ ହେବେ । ଏମାନଙ୍କର ସବୁ ପଦକ୍ଷେପ ତାଙ୍କୁ ଆଶାନୁରୂପ ଫଳ ଦେବ । ଏମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ହେବେ ।

କନ୍ୟା: ଆପଣଙ୍କୁ ଆପଣଙ୍କ ନିବନ ସାଥିଶହ  କଟିଲେ ଅତି ଶୁଭଙ୍କର ହୋଇଥାଏ । ଆପଣଙ୍କ ମାତା ପିତାଙ୍କର ଆଶ୍ରିର୍ବାଦ ନିହାତି ଆବଶ୍ୟକ । ଆପଣଙ୍କର ସବୁ ଆତକି ରହିଥିବା କାର୍ଯ୍ୟ ସଫଳ ହେବ । ଆପଣ ବହୁତ ଧନ ବାନ ହେବେ । ଆପଣଙ୍କର ବିବାହ ଯୋଗ ମଧ୍ୟ୍ୟ ରହିଛି ।

ତୁଳା: ସଫଳତା ଆପଣଙ୍କ ପାଦତଳେ ରହିବ । ଆପଣ ସବୁବଳେ ଖୁସି ଅନୁଭଵ କରିବେ । ଆପଣ ସବୁ କାର୍ଯ୍ୟରେ ଅତି ଚତୁର ତାର ସହ ଆଗକୁ ବଢିଯିବେ । ଆପଣ ଆପଣଙ୍କ କଥରେ ସମସ୍ତଙ୍କ ମନ କିଣି କାର୍ଯ୍ୟ ହାସଲ କରିନେବେ ।

କର୍କଟ: ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାପାଇଁ ଚାହାନ୍ତି ତେବେ ଏହା ଉଚିତ ସମୟ ଅଟେ ।ଆପଣଙ୍କ ଧନ କ୍ଷେତ୍ରରେ ଉନ୍ନତି ଘଟିବ। ଆପଣଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ଅହେତୁକ ଶ୍ରଦ୍ଧା ଓ ସମ୍ନାନ ପଇବେ । ସାମାଜିକ ମହିଳାମାନଙ୍କ ଠାରୁ ଭଲ ସହଯୋଗ ମିଳିବ । ଆପଣଙ୍କର ଅଟକିଥିବା ସବୁ କାର୍ଯ୍ୟ ପୂରଣ ହେବ ।

କୁମ୍ଭ: ଆପଣଙ୍କର ସବୁଆଡୁ ଧନଯୋଗର ସୁଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ ମନ ଲାଗିବ । ଧାର୍ମିକ ସଙ୍ଗୀତ ପ୍ରତି ମନ ବଳାଇବେ । କୌଣସି ଲାଭଦାୟକ ଯାତ୍ରାର ଯୋଗ ରହିଛି । ଶିକ୍ଷା କ୍ଷେତ୍ରରେ ଅନେକ ଅବସର ଆପଣଙ୍କୁ ପ୍ରାପ୍ତି ହେବ । ଆପଣଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଠିକ ରହିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *