ଏହାର କେବଳ ଗୋଟିଏ ପତ୍ର କେଶ ଝଡ଼ିବା ସବୁଦିନ ପାଇଁ ବନ୍ଦ କରିଦେବ, ଥରେ ଟ୍ରାଏ କରି ନିଶ୍ଚୟ ଦେଖନ୍ତୁ (Hair Fall Treatment)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ରାମବାଣ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ । ବନ୍ଧୁଗଣ ପୁରୁଷ ହେଉ ଅଥବା ନାରୀ ସମସ୍ତଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ । ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ ଏହାଦ୍ୱାରା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ ।

ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କେଶ କୁ ଡାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

ଆଜି ଆମେ ଯେଉଁ ଉପଚାର ବିଷୟରେ ଆଲୋଚନା କରିବା ସେହି ଉପାୟ ଦ୍ୱାରା ଆପଣ ନିଜ କେଶ କୁ କଳା କରିବା ସହ ତାକୁ ମୂଳରୁ ଉପୁଡିବା ମଧ୍ୟ ଅଟକାଇ ପାରିବେ ଏବଂ କେଶ ବହୁତ ଭଲ ଭାବରେ ବଢିବାକୁ ମଧ୍ୟ ଲାଗିବ । ପ୍ରଥମେ ଆପଣ ଦୁଦୁରା ପତ୍ର ନେବେକିଛି ଏବଂ ଭଲ ଭାବରେ ଧୋଇ ତାକୁ ବାଟି ଦିଅନ୍ତୁ ଅଳ୍ପ ପାଣି ଦେଇ ଏହା ପରେ ଏହାକୁ ମୁଣ୍ଡ ରେ ଲଗାନ୍ତୁ ଯେପରି ଏହା କେଶ ର ମୂଳ ପର୍ଯ୍ୟନ୍ତ ରହିବ ।

ପରେ କିଛି ସମୟ ଶୁଖିବା ପରେ ଧୋଇ ଦିଅନ୍ତୁ । ତେବେ ଦ୍ଵିତୀୟ ଉପାୟ ହେଉଛି ଆପଣ ଲୁଣ ନିଅନ୍ତୁ ଫାଇନ ଲୁଣ ନ ହେଲେ ବି ଚଳିବ ତାକୁ ଗ୍ରାଇଣ୍ଡିଂ କରି ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାନ୍ତୁ ଯେପରି ଭଲ ଭାବରେ ଏହା କେଶ ର ମୂଳରେ ରହିବ । ପରେ ସକାଳେ ଧୋଇ ଦିଅନ୍ତୁ । ତେବେ ଏହି ଦୁଇଟି ଉପାୟ କେଶ ଉପୁଡିବା ରୋକିବା ରେ ବହୁତ ସାହାଯ୍ୟ କରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *