ଏହାର କେବଳ 2 ଟି ପତ୍ର, ଧଳା ବାଳ ପୁଣି ହେବ କଳା, ଜୀବନରେ କେବେ ବି ଆସିବନି ବୁଢାପା- Health Tips

ବନ୍ଧୁଗଣ ହିନ୍ଦୁଧର୍ମର ସମସ୍ତ ଘରେ ତୁଳସୀ ଗଛ ନିଶ୍ଚୟ ରଖାଯାଇଥାଏ । ଏହି ଗଛଟି ହେଉଛି ଏକ ପବିତ୍ର ଗଛ ଯାହାକୁ ଘରେ ରଖିବା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ତେଣୁ ସମସ୍ତ ଲୋକ ତୁଳସୀ ଗଛକୁ ନିଜ ଘର ମଧ୍ୟରେ ରଖି ପୂଜା କରିଥାନ୍ତି । ବନ୍ଧୁଗଣ ତୁଳସୀ ଗଛ ଆମ ଶରୀର ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଏହି ଗଛର ପତ୍ରକୁ ସେବନ କରିଲେ ଆମେ ଆମ ଶରୀରର କେତେକ ରୋଗକୁ ଦୂର କରିପାରିବା । କିନ୍ତୁ ବନ୍ଧୁଗଣ ତୁଳସୀ ପତ୍ରକୁ ସଠିକ ଭାବରେ ଲୋକମାନେ ସେବନ କରିନଥାନ୍ତି । କାରଣ କେତେକ ଲୋକ ତୁଳସୀ ପତ୍ରକୁ କ୍ଷୀରରେ ମିଶାଇ ସେବନ କରିଥାନ୍ତି । ଏହା ବନ୍ଧୁଗଣ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତୁଳସୀ ପତ୍ରର ଏହିପରି ସେବନ କରିବା ଉଚିତ ନୁହେଁ ।

ଏହା ବ୍ଯତୀତ କେତେକ ଲୋକ ସଖାଳ ସମୟରେ ତୁଳସୀ ପତ୍ରକୁ ଚୋବାଇ ତାର ସେବନ କରିଥାନ୍ତି । ଏହା ଆମ ଦାନ୍ତ ପାଇଁ ବହୁତ ହାନିକାରକ ଅଟେ । କାରଣ ଯଦି ତୁଳସୀ ପତ୍ର ଆମ ଦାନ୍ତ ମଝିରେ ମାତ୍ର ଗୋଟିଏ ଦିନ ରହିଯିବ ତା ହେଲେ ଆମ ଦାନ୍ତରେ ପୋକ ହୋଇଯିବ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ତୁଳସୀ ପତ୍ରର ସଠିକ ସେବନ ଓ ଏହାର ଉପକାରିତା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସର୍ବ ପ୍ରଥମେ ଆସନ୍ତୁ ଜାଣିବା କେସ ଜନିତ ସମସ୍ଯା ପାଇଁ କଣ କରାଯିବ । ବନ୍ଧୁଗଣ ଯଦି ଆପଣଙ୍କର କେସ ଧଳା ହେଇଯାଉଛି ବା କେଶ ଝଡୁଛି ତା ହେଲେ ଆପଣ ଏକ ପାତ୍ରରେ ୮ଟି ତୁଳସୀ ପତ୍ର ନିଅନ୍ତୁ ଓ ତୁଳସୀ ପତ୍ରକୁ ଛୋଟ ଛୋଟ କରି ଛିଣ୍ଡାଇ ପକାଇ ଦିଅନ୍ତୁ । ଏହାପରେ ଆପଣ ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଏହାପରେ ଆପଣ ଦୁଇ ଚାମଚ ଦହି ଓ ଏକ ଚାମଚ ଆମଲା ପାଉଡର ନିଅନ୍ତୁ । ବନ୍ଧୁଗଣ ଶେଷରେ ଆପଣ ଏକ ଚାମଚ ଆଲୋବେରା ଜେଲ ନିଅନ୍ତୁ ।

ଆପଣ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ଆମ ରେମେଡି ପ୍ରସ୍ତୁତ ହୋଇଯିବ । ଆପଣ ଏହି ମିଶ୍ରଣକୁ ନିଜ କେସରେ ଭଲ ଭାବରେ ଲଗାଇ ଦିଅନ୍ତୁ ଓ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଅଧ ଘଣ୍ଟା ପରେ ଆପଣ ଯେକୌଣସି ସାମ୍ପୁ ଦ୍ଵାରା ନିଜ କେସକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପଚାରକୁ ଆପଣ କେବଳ ୧ ସପ୍ତାହରେ ଦୁଇ ଥର କରନ୍ତୁ । ଦେଖିବେ ଆପଣଙ୍କର କେସ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ବର୍ତ୍ତମାନ ଆସନ୍ତୁ ଜାଣିବା ତୁଳସୀ ପତ୍ରର ସଠିକ ସେବନର ଉପାୟ । ବନ୍ଧୁଗଣ ତୁଳସୀ ପତ୍ରକୁ ସେବନ କରିବା ପାଇଁ ଆପଣ ୮ଟି ତୁଳସୀ ପତ୍ର ନିଅନ୍ତୁ ଓ ଏହି ପତ୍ରକୁ ଛୋଟ ଛୋଟ କରି ଛିଣ୍ଡାଇ ଦିଅନ୍ତୁ । ଏହାପରେ ଆପଣ ଏକ କପ୍ ଉଷୁମ ପାଣିରେ ଏହି ତୁଳସୀ ପତ୍ରକୁ ମିଶାଇ ଏହାର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର କେଶ ଜନିତ ସମସ୍ଯା, ରକ୍ତଚାପ, ପେଟ ଜନିତ ସମସ୍ଯା ଓ ଚେହେରା ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *