7 ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ, Cholestrole, ପଥରୀ କେବେବି ହେବ ନାହିଁ (Health Tips)

ବନ୍ଧୁଗଣ, ଜୀବନ ଥିଲା ପର୍ଯ୍ୟନ୍ତ ଆପଣଙ୍କର ଏହିସବୁ ଅସୁବିଧା କେବେ ମଧ୍ୟ ହେବ ନାହିଁ, ତାହା ହେଉଛି,- ଅଣ୍ଟା ବିନ୍ଧା, ଆଣ୍ଠୁଗଣ୍ଠି ଦରଦ, କେବେ ମଧ୍ୟ ହେବ ନାହିଁ ପଥରୀ, ଏହାଛଡା ମୋଟାପଣ ହେବ ସବୁଦିନ ପାଇଁ ଦୂର । ଆଜି ଆମ୍ଭେ ଜାଣିବା ଏଭଳି ଏକ ପତ୍ର ସମ୍ବନ୍ଧରେ, ଯାହାକୁ ଆୟୁର୍ବେଦ ର ବରଦାନ ବୋଲି କୁହାଯାଇଥାଏ । କାରଣ ଶରୀର ସହିତ ଜଡିତ ଥିବା ୩୦ ରୁ ଅଧିକ ରୋଗ ଏହି ପତ୍ର ଦ୍ଵାରା ସଠିକ ହୋଇଥାଏ । ଆମେ ଆମ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ରେ ଏହି ପତ୍ର  ପ୍ରୟୋଗ କରିଥାଉ ତାହା ହେଉଛି ତେଜପତ୍ର ।

ଏହି ଉପାୟ ର ପ୍ରସ୍ତୁତି ନିଆନ୍ତେ ଆପଣ ୩ ରୁ ୪ ଟି ତେଜପତ୍ର ନିଅନ୍ତୁ । ଏହାପରେ ଆପଣ ଏକ ପାତ୍ର ରେ ୧ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ଆପଣ ଏହି ପତ୍ର କୁ ଛିଡାଇ ଏଥିରେ ପକାନ୍ତୁ । ଏହାପରେ ୩୦ ମିନିଟ ପର୍ଯ୍ୟନ୍ତ ଆପଣ ଏହି ପତ୍ର କୁ ପାଣିରେ ପକାଇ ରଖନ୍ତୁ । ଏହାପରେ ଆପଣ ଗ୍ୟାସ ଲଗାଇ ଏହାକୁ ଲୋ ପ୍ଲେମ ରେ ଗରମ କରନ୍ତୁ । ଏହି ପାଣି ଗରମ ହେବାକୁ ଲାଗିଲେ ଆପଣ ଏଥିରେ ୧ ଚାମଚ ପାନମଧୁରୀ ମିଶାନ୍ତୁ ।

ପାନମଧୁରୀ ପ୍ରାଏ ସମସ୍ତଙ୍କ ଘରେ ମିଳିଥାଏ । ଏହା ଆମ୍ଭ ହଜମ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଏହାପରେ ଏହିପାଣି ଫୁଟି ଫୁଟି ଅଧା ହେବା ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାନ୍ତୁ । ଏହାପରେ ପାଣି ଅଧା ହୋଇଗଲେ ଆପଣ ଗ୍ୟାସ ବନ୍ଧ କରି ଦିଅନ୍ତୁ । ଏହାପରେ ଏହାକୁ ଆପଣ ଏହାକୁ ଛାଣି ନିଅନ୍ତୁ । ଏହାକୁ ଆପଣ ହର୍ବାଲ ଟି ମଧ୍ୟ କହି ପାରିବେ । ଆପଣଙ୍କୁ ଏହା ଚାହା ଭଳି ସେବନ କରିବାକୁ ହେବ ।

ଆପଣ ଏହାକୁ କିଛି ଦିନ ପର୍ଯ୍ୟନ୍ତ ଚାହା ସେବନ କରିଲା ଭଳି ସେବନ କରନ୍ତୁ । ଏହାପରେ ଆପଣ ନିଜେ ଅନୁଭବ କରିବେ ଆଣ୍ଠୁଗଣ୍ଠି ରେ ଥିବା ସମସ୍ତ କଷ୍ଟ ଆପଣଙ୍କର କ୍ଷୟ ହେବ । ଯେଉଁ ମାନଙ୍କୁ ଡାଇବେଟିସ ଅଛି ତଥା କୋଲେଷ୍ଟ୍ରୋଲ ବହୁତ ଅଧିକ ରହିଅଛି, ସେମାନେ ଯଦି ଏହି ପାଣି କୁ ସେବନ କରିବେ ତେବେ ମଧ୍ୟ ସେମାନଙ୍କୁ ଏଥିରୁ ବହୁତ ଅଧିକ ଫାଇଦା ମିଳିବ ।

ଯେଉଁ ମାନଙ୍କର ପଥରୀ ରୋଗ ଅଛି ତଥା କିଡ୍ନି ଷ୍ଟୋନ ଭଳି ସମସ୍ୟା ଅଛି, ଔଷଧ ଖାଇବା ଦ୍ଵାରା ଏହି ପାଣିର ସେବନ କରିବା ଦ୍ଵାରା ଆପଣଙ୍କର ପଥରୀ ପରିସ୍ରା ଦ୍ଵାରା ଭାଙ୍ଗି ବାହାରକୁ ବାହାରିଯିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *