Jyotish Shastra- ଏହା ଅଟେ ଦୁନିଆର ସବୁଠୁ ଲକି ରାଶି, 2021 ରୁ 2035 ପର୍ଯ୍ୟନ୍ତ ଆକାଶ ଛୁଆଁ ହେବ ଏମାନଙ୍କ ଭାଗ୍ୟ

ବନ୍ଧୁଗଣ ସବୁ ମଣିଷଙ୍କ ଜୀବନ ଏକ ରାଶି ସହ ଜଡିତ ଥାଏ ଓ ରାଶି ଗ୍ରହ ମାନଙ୍କ ସହ ଜଡିତ ଥାଏ । ଗ୍ରହ ମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡିଥାଏ । ଯାହା ଦ୍ଵାରା ମଣିଷ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ସେଥିପାଇଁ ମଣିଷ ଜୀବନରେ ସୁଖ ଓ ଦୁଃଖ ର ଯିବା ଆସିବା ଲାଗି ରହିଥାଏ । ଗ୍ରହ ମାନଙ୍କ ଅଶୁଭ ସ୍ଥିତି କାରଣରୁ ମଣିଷକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ସେହିପରି ଗ୍ରହ ମାନଙ୍କର ଶୁଭ ସ୍ଥିତିରେ ତାହାର ଭାଗ୍ଯର ତାଲା ଖୋଲିଯାଏ । ତାକୁ ଅଚାନକ ସବୁ ଦିଗରୁ ଲାଭ ହେବାକୁ ଲାଗେ । ବନ୍ଧୁଗଣ ଆପଣଙ୍କୁ କହି ଦେଉଛୁ କି ଆସନ୍ତା ନୂଆ ବର୍ଷ ରେ କିଛି ରାଶି ମାନେ ବହୁତ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ଏହି ନୂଆ ବର୍ଷ ଟି ବହୁତ ଭଲ ରହିବାର ଅଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

୧-ମିଥୁନ ରାଶି-କିଛି ଲକ୍ଷ୍ୟକୁ ନେଇ ଆପଣ ଗମ୍ଭୀର ହୋଇପାରନ୍ତି । ଆପଣଙ୍କୁ ଯୋଗ୍ୟତା ଅନୁସାରେ ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ସୁଖ ଓ ସନ୍ତାନ ସୁଖ ମିଳିବ । ସୃଜନାତ୍ମକ ଶକ୍ତିର ଶ୍ରେଷ୍ଠ ଉପଯୋଗ କରିବେ । ଯାତ୍ରାରେ ସଫଳତା ପାଇବେ । ଅବିବାହିତ ଲୋକମାନଙ୍କୁ ବିବାହର ପ୍ରସ୍ତାବ ମିଳିବ । ଏହି ବ୍ୟକ୍ତି ମାନଙ୍କ ପାଇଁ ୨୦୨୧ ରୁ ୨୦୩୫ ସଫଳତାର ବର୍ଷ ଅଟେ।୨୦୨୦ରେ ଏମାନେ କରିଥିବା ପରିଶ୍ରମ ତଥା ଦେଇଥିବା ଅଗ୍ନି ପରୀକ୍ଷାର ସଠିକ ଫଳ ପାଇବେ ଓ ସେମାନଙ୍କ ସରଳତା ସେମାନଙ୍କ ସଫଳତାରେ ସହାୟକ ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଆର୍ଥିକ ଲାଭ ମିଳିବ । ସନ୍ତାନଙ୍କ ପକ୍ଷରୁ ସୁଖ ମିଳିବ । ଆପଣଙ୍କର ପ୍ରଗତି ହେବ । ମିତ୍ରଙ୍କ ଠାରୁ ସହଯୋଗ ମିଳିବ ।

୨-କର୍କଟ ରାଶି- ଏହି ସମୟରେ ଆପଣଙ୍କୁ କିଛି ଶୁଭ ଖବର ପ୍ରାପ୍ତ ହୋଇପାରେ ଯାହାକୁ ଆପଣ ବହୁଦିନରୁ ଅପେକ୍ଷା କରି ରହିଛନ୍ତି । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ଧନ ଲାଭର ବି ଯୋଗ ଅଛି । ଆପଣଙ୍କୁ ଶୁଭ ସମାଚାର ପ୍ରାପ୍ତି ହେବ , ଯଦି କୌଣସି ଯୋଜନା କରି ରଖିଛନ୍ତି ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ ତାହା ପୂରଣ ହେବ ।ଦାମ୍ପତ୍ୟ ଜୀବନରେ ଯାହାବି କିଛି କଷ୍ଟ ଥିଲା ଦୂର ହେବ ।

ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିବ । ଚାକିରି ଓ ବେପାର ଏହି ଦୁଇଟି ଯାକ କ୍ଷେତ୍ର ଆପଣଙ୍କ ପାଇଁ ଲାଭକାରି ରହିବ , ଯଦି ଚାକିରି କରୁଛନ୍ତି ଆପଣଙ୍କର ପ୍ରୋମୋଶନର ସମୟ ବି ହୋଇପାରେ ।ଏହି ବର୍ଷ ଆପଣଙ୍କୁ ସଫଳତା ଦେବ ଓ ଆପଣଙ୍କ ଧନରେ କୌଣସି ଅଭାଵ ରହିବନି।ଓ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରିବ।ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ ।

୩-କନ୍ୟା ରାଶି-କନ୍ୟା- ଆପଣଙ୍କ ପାଇଁ ୨୦୨୧ ଧନ ପ୍ରାପ୍ତିର ବର୍ଷ ଅଟେ।ଆପଣଙ୍କୁ ଅଜସ୍ର ଧନ ପ୍ରାପ୍ତିର ସୁଯୋଗ ରହିଛି।ଆପଣଙ୍କ ଉପରେ ଶନିଦେବଙ୍କ ଅଜସ୍ର କୃପା ରହିବ।ଓ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

୪-ମକର ରାଶି- କଥା ହେଉଛି, ଗୋଟିଏ, ଯେଉଁଠାରେଆପଣଙ୍କ ଜୀବନରେ ସଫଳତା ପାଇବେ, ଅନ୍ୟ ପଟେ ସମ୍ପତ୍ତି ଓ ଯାନବାହନ ମିଳିବାର ଯୋଗ ରହିଛି | ଏହା ସହିତ, ଆପଣଙ୍କର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ | କୁଯଦି ଆପଣ କଳା ଜଡିତ କାର୍ଯ୍ୟ ସହିତ ଜଡିତ ଅଛନ୍ତି ସେମାନେ ମଧ୍ୟ ଅନେକ ସଫଳତା ପାଇବେ | ଆପଣମାନେ ଏ ବର୍ଷ ଭାଗ୍ୟବାନ ରହିବେ।ଓ ଆପଣଙ୍କ ଉପରେ ଶନିଙ୍କ ଆଶୀର୍ବାଦ ରହିବା ସହିତ ଆପଣଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବ।ଓ ଧନ ପ୍ରାପ୍ତି ହେବ।ପ୍ରେମ ସମ୍ବଧ ଭଲ ରହିବ।

୫-ବିଛା ରାଶି- ଆପଣ ମାନେ ନିଜ କାମରେ ସଫଳତା ହାସିଲ କରିବେ।କାଯ୍ୟ ସ୍ଥଳ ରେ ଉଚ୍ଚ ଅଧିକାରୀ ଅତ୍ୟନ୍ତ ପ୍ରସନ୍ନ ରହିବେ ଆପଣଙ୍କ ଉପରେ ,ଅପଣଙ୍କ ଦ୍ଵାରା କୁହାହୋଇଥିବା ଯୋଜନା କାଯ୍ୟକାରୀ ସିଦ୍ଧ ହେବ। ଘର ପରିବାର ର ମିଯାଜ ଠିକ୍ ରହିବ। ଆପଣ ମାନେ କୌଣସି ନୂଆ କାମ ଆରମ୍ଭ କରିପାରିବେ ,ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ପୂଜା ପାଠ ରେ ମନ ଲାଗି ରହିବ।ସେଥିପାଇଁ ଆପଣଙ୍କ ମନ ଶାନ୍ତ ରହିବ ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *