Health Tips- ବାସ କେବଳ 2 ଟି ରସୁଣ କୋଲା, କଳା ବା ହଳଦିଆ ଦାନ୍ତକୁ ମୋତି ପରି ଚମକେଇଦେବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦାନ୍ତ ମୁଖ ମଣ୍ଡଳର ଶୋଭା ବର୍ଦ୍ଧକ କରିଥାଏ । ସେଥିପାଇଁ ସମସ୍ତେ ଧଳା, ସୁନ୍ଦର ଓ ଚମକଦାର ଦାନ୍ତକୁ ପସନ୍ଦ କରିଥାନ୍ତି । ବହୁତ ଲୋକଙ୍କର ଦାନ୍ତ ଭଲ ସେ ସଫା ନ କରିବା କାରଣରୁ ଦାନ୍ତର ରଙ୍ଗ ହଳଦିଆ ହୋଇଯାଇଥାଏ । ଏହା ଛଡା ଯେପରି ପାନ, ଗୁଟୁଖା ଆଦି ଖାଇବା ଦ୍ଵାରା ମଧ୍ୟ ଦାନ୍ତ କଳା ପଡି ଅସୁନ୍ଦର ଦେଖାଯାଇଥାଏ । ଯଦି କଳା, ହଳଦିଆ ଦାନ୍ତରୁ ବାହାରି ନିଜର ଧଳା ଓ ସୁନ୍ଦର ଦାନ୍ତ ପାଇବା ପାଇଁ ଚାହିଁଥାନ୍ତି ।

ତେବେ ନିହାତି ଭାବରେ ଏହି ଉପାୟକୁ କରି ଦେଖନ୍ତୁ । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ କେତୋଟି ସାମଗ୍ରୀର ଆବଶ୍ୟକତା ରହିଅଛି । ଯେପରି ପ୍ରଥମ ସାମଗ୍ରୀଟି ହେଉଛି ରଶୁଣ । ରଶୁଣ ହଳଦିଆ ଦାନ୍ତକୁ ଧଳା କରିବାରେ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ ।

ଏହା ସହିତ ଯଦି ଦାନ୍ତରେ କୌଣସି ପ୍ରକାର ବ୍ୟାକ୍ଟେରିଆ ରହିଥାଏ । ତାହାକୁ ମଧ୍ୟ ଦୂର କରିବାରେ ରଶୁଣ ସାହାଜ୍ଯ କରିଥାଏ । ତେଣୁ ଆପଣ ପ୍ରଥମେ ୨ ରୁ ୩ କୋଲା ରଶୁଣକୁ ଆଣି ତାହାର ଚୋପାକୁ ଭଲ ଭାବରେ ଛଡାଇ ତାହାକୁ ଭଲ ଭାବରେ ଛେଚି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।  ତାପରେ ରଶୁଣ ପେଷ୍ଟକୁ ଏକ ପାତ୍ରରେ ରଖିଦିଅନ୍ତୁ ।

ତାପରେ ରଶୁଣ ପେଷ୍ଟ ରଖିଥିବା ପାତ୍ରରେ ଦାନ୍ତ ଘଷିବା ପାଇଁ ଧଳା ପେଷ୍ଟ ବ୍ୟବହାର ଯେତିକି କରୁଥିବେ ସେତିକି ଆଣି ସେଥିରେ ମିଶାଇବେ । ରଶୁଣ ପେଷ୍ଟ ରଖିଥିବା ପାତ୍ରରେ ନେଇ ଅଳ୍ପ ବା ଚୁଟୁକି ସଦୃଶ ହଳଦୀ ମିଶାନ୍ତୁ । ଦାନ୍ତରେ ଥିବା ବ୍ୟାକେଟେରିଆ ବା କୀଟାଣୁ ଯାହା ଥିବ । ତାହା ସଂପୂର୍ଣ୍ଣ ଭାବରେ ସଫା କରିଦେଇଥାଏ । ତାପରେ ସେଥିରେ ୫ ରୁ ୬ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ ।

ଖାଦ୍ୟ ଖାଇସାରିଲା ପରେ ବହୁତ ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ସେହି ଖରାପ ଦୁର୍ଗନ୍ଧକୁ ଦୂର କରିବାରେ ଲେମ୍ବୁ ରସ ସାହାଜ୍ଯ କରିଥାଏ ।  ତାପରେ ଚୁଟୁକି ସଦୃଶ ଖାଇବା ସୋଡା ମିଶାନ୍ତୁ । ତାପରେ ଏହି ସବୁ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଆପଣଙ୍କର ଦାନ୍ତକୁ ମୋତି ଭଳି ଚମକାଇବା ପାଇଁ ଚମତ୍କାରୀ ପେଷ୍ଟ ପ୍ରସ୍ତୁତ ହୋଇଯିବ ।

ଆପଣ ଯେପରି ପେଷ୍ଟକୁ ବ୍ରସରେ ନେଇ ଦାନ୍ତ ଘଷିଥାନ୍ତି । ସେହିପରି ଏହି ପ୍ରସ୍ତୁତ କରିଥିବା ପେଷ୍ଟକୁ ଆପଣ ବ୍ରସ ସାହାଜ୍ଯରେ ନେଇ ଦାନ୍ତ ଘସିବେ । ପ୍ରତିଦିନ ଏହାକୁ ଘଷିବାର କୌଣସି ଆବଶ୍ୟକତା ନାହିଁ । ୨ ରୁ ୩ ଛାଡି ଛାଡି ଏହି ଉପାୟ ଦ୍ଵାରା ନିଜ ଦାନ୍ତ ଘଷି ପରିଷ୍କାର କରିବେ । ଏହା ଛଡା ଯେଉଁ ବ୍ୟକ୍ତି ଗୁଟୁଖା ଆଦିର ସେବନ କରୁଥାନ୍ତି ।

ସେହି ସବୁ ବ୍ୟବହାର ବନ୍ଦ କରିବା ଦ୍ଵାରା ତାଙ୍କ କ୍ଷେତ୍ରରେ ଉତ୍ତମ ରେଜଲ୍ଟ ଦେଖିବାକୁ ମିଳିବ । ଦେଖିବେ କିଛି ଦିନ ଏପରି କରିବା ଦ୍ଵାରା ଦାନ୍ତ ଧଳା, ସୁନ୍ଦର ଓ ମୋତି ଭଳି ଚମକି ଉଠିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *