Ajira Anuchinta- ଘରେ ବିଛା ଦେଖିଲେ ମିଳିଥାଏ ଏହି ସଙ୍କେତ ! ବିଛାକୁ ଭୁଲ୍ ରେ ମଧ୍ୟ ମାରନ୍ତୁ ନାହିଁ, ହୋଇଥାଏ ଅନର୍ଥ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଯଦି ଲଙ୍କାକୁ ଯଦି ଆମେ ଭୁଲ୍ ରେ ବି ଖାଇଦେଇଥାଉ । ତେବେ ଲଙ୍କା ଖାଇବା ଦ୍ଵାରା ପାଟିରେ ନିହାତି ଭାବେ ରାଗ ଅନୁଭୂତ ହୋଇଥାଏ । ସେଥିପାଇଁ ବ୍ୟକ୍ତି ଯଦି ଅଜାଣତରେ ରେ ବି ଭୁଲ୍ କରିଦେଉଛି । ତେବେ ଏହାର ପରିଣାମ ବ୍ୟକ୍ତି ନିହାତି ଭାବରେ ଭୋଗୁଛି । ସେଥିପାଇଁ ଆଜି କେତେକ ସାଧୁବାଣୀକୁ ଜାଣି ନିଜ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଆଣନ୍ତୁ ।

ଗ୍ରହଣ କିମ୍ବା ପରାଗ ଲାଗିଥିବା ସମୟ ପରେ ନିହାତି ଭାବେ ସ୍ନାନ କରିବା ଉଚିତ । ଏପରି କରିବା ଦ୍ଵାରା ଅତ୍ୟନ୍ତ ମଙ୍ଗଳ ହୋଇଥାଏ । ଯଦି ଆପଣଙ୍କର ଉପରେ ଶନିଦଶା ପଡିବାର ଲାଗୁଛି । ତେବେ କଳା ଘୋଡାର ନାଲରେ ମୁଦି ତିଆରି କରି ହାତରେ ପିନ୍ଧନ୍ତୁ । ଏହା ସହିତ କଳା କାଉକୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ଵାରା ଭଗବାନ ଶନି କୋପରୁ ଆପଣ ମୁକ୍ତି ପାଇପାରିବେ ।

ପେଟ କମାଇବାକୁ ବହୁତ ଲୋକ ବହୁତ ପ୍ରକାର ଉପାୟ କରିଥାନ୍ତି । ତେଣୁ ଯଦି ଆପଣ ଏକ ଗ୍ଳାସ ପାଣିରେ ଏକ ଚାମଚ ଜୀରା ପକାଇ ରାତିରେ ରଖି ସକାଳେ ସେଥିରୁ ଜୀରାକୁ କାଢି କେବଳ ତାହାର ପାଣିକୁ ସେବନ କରନ୍ତି । ତେବେ ୧ ମାସ ମଧ୍ୟରେ ନିହାତି ଆପଣଙ୍କ ପେଟର ଆକାର ଧୀରେ ଧୀରେ କମିବାକୁ ଲାଗିବ ।

ଖାଦ୍ୟ ଖାଇସାରିଲା ପରେ ହାତର ପଛକୁ କେବେ ମଧ୍ୟ ଚାଟନ୍ତୁ ନାହିଁ । ଏପରି କରିବା ଦ୍ଵାରା ଦରିଦ୍ରତା ଆସିଥାଏ । ନଖ କାଟିବା ସମୟରେ ନଖକୁ ବାହାରେ ବସି କାଟି ସାରିବା ପରେ ବାହାରେ ଫୋପାଡି ଦେଇ ଆସନ୍ତୁ । କେବେ ମଧ୍ୟ ନଖକୁ ମାଡନ୍ତୁ ନାହିଁ । ନଖ ମାଡିଲେ ଲକ୍ଷେ ପାପ ହୋଇଥାଏ । ବାପାମାଆଙ୍କୁ କେବେ ମଧ୍ୟ ମିଛ କହିବେ ନାହିଁ ।

ଯେତେ ବଡ ସତ କଥା ହୋଇଥାଉ, ପ୍ରଥମେ ନିଜର ବାପାମାଆଙ୍କୁ ଜଣାଇବା ଉଚିତ । ବିଛାକୁ କେବେ ନମାରି ତାକୁ ଘଉଡାଇ ଦେବା ଉଚିତ । କାରଣ ବିଛା ତାଙ୍କ ବାପାମାଆଙ୍କର ଗୋଟିଏ ବୋଲି ସନ୍ତାନ ହୋଇଥାଏ । ଏହା ସହିତ ବିଛା ଦେଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଯେଉଁ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ରୂପ ଯୌବନକୁ ବଜାୟ ରଖିବାକୁ ଚାହୁଁଥାନ୍ତି ।

ସେମାନେ ନିଜ ଖାଦ୍ୟରେ ଗାଜର ନିହାତି ସାମିଲ କରିବା ଉଚିତ । ଏହା ସହିତ ପ୍ରତ୍ଯେକଟି ଋତୁରେ ଭିନ୍ନ ଭିନ୍ନ କୋଳି ଖାଇବା ଦ୍ଵାରା ଯୌବନ ଦୀର୍ଘସ୍ଥାୟୀ ହୋଇରହିଥାଏ । ସକାଳୁ ଉଠି ପ୍ରଥମେ ନିଜ ଛାଇ କିମ୍ବା ଦର୍ପଣରେ ନିଜ ମୁହଁ ଦେଖିବା ଉଚିତ ନୁହେଁ । ସକାଳୁ ଉଠି ପ୍ରଥମେ ଠାକୁରଙ୍କର ମୁଖ ଦର୍ଶନ କରିବା ହିଁ ଶୁଭ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *