ବନ୍ଧୁଗଣ, ଆସନ୍ତୁ ଆଜି ଜାଣିବା ଯେ ଆପଣ ମାନେ ୫ ମିନିଟ ରେ କିଭଳି ଗ୍ଲୋଇଙ୍ଗ ସ୍କୀନ ପାଇ ପାରିବେ ? ଏହି ଉପାୟ ଟି ପ୍ରୟୋଗ କରିବା ଦ୍ଵାରା ଆପଣ ନିଜ ସ୍କୀନ କୁ ସଂପୂର୍ଣ୍ଣ ଭାବରେ ଗ୍ଲୋଇଙ୍ଗ କରାଇ ପାରିବେ । ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ଉପାୟ ଟି କଣ ? ଏହି ଉପାୟ ଟି ପ୍ରସ୍ତୁତ କରିବା ନିମନ୍ତେ ଆମ୍ଭକୁ ପ୍ରଥମେ କଞ୍ଚାକ୍ଷୀର ର ଆବଶ୍ୟକ ହେବ । କଞ୍ଚା କ୍ଷୀରରେ ଅନେକ ଗୁଣ ରହିଅଛି ଯାହା ଦ୍ଵାରା ଆମ୍ଭ ସ୍କୀନ ଗ୍ଲୋ କରିପାରିବ । ଏହି ଉପାୟ ବନାଇବା ନିମନ୍ତେ ବେସନ, କଞ୍ଚାକ୍ଷୀର, ଏବଂ ମହୁ ର ଆବଶ୍ୟକ ।
ପ୍ରଥମେ ଆପଣ ଏକ ସଫା ପାତ୍ର ନିଅନ୍ତୁ । ଏଥିରେ ଆପଣ ୨ ଚାମଚ କଞ୍ଚାକ୍ଷୀର ନେଇ ନିଅନ୍ତୁ । ଏହାପରେ ଏଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏକ ତୁଳା ମାଧ୍ୟମରେ ନିଜ ମୁହଁ ରେ ଏହାକୁ ଲଗାଇ ଦିଅନ୍ତୁ । ଏହାପରେ ଆପଣ ପ୍ରାଏ ୨ ମିନିଟ ପର୍ଯ୍ୟନ୍ତ ଏହାକୁ ସୁଖିବା ନିମନ୍ତେ ଛାଡି ଦିଅନ୍ତୁ । ୨ ମିନିଟ ପରେ ଏହା ସୁଖୀ ସାରିବା ପରେ ଥଣ୍ଡା ପାଣିରେ ଆପଣ ନିଜ ମୁହଁ କୁ ଧୋଇ ଦିଅନ୍ତୁ । ଏହାକୁ ଧୋଇ ସାରିବା ପରେ ଆପଣ ଆଉ ଏକ ପ୍ୟାକ ବନାନ୍ତୁ । ଆପଣ ଏହାପରେ ଏକ ସଫା ପାତ୍ର ନେଇ ସେଥିରେ ୨ ଚାମଚ ବେସନ ନିଅନ୍ତୁ ।
ଏହାପରେ ସେଥିରେ ୨ ଚାମଚ କଞ୍ଚା କ୍ଷୀର ମିଶାଇ ଦିଅନ୍ତୁ । ଆପଣ ଏକ ଚାମଚ ମହୁ ଏଥିରେ ମିଶାଇ ଦିଅନ୍ତୁ । ଏହି ୩ ଟି ମିଶ୍ରଣ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ନିଜ ମୁହଁ ରେ ଲଗାନ୍ତୁ । କଞ୍ଚା କ୍ଷୀର ରେ ବହୁତ ପୋଷଣ ଭରପୁର ରହିଥାଏ । ଏହା ଆପଣଙ୍କ ସ୍କୀନ କୁ ଗ୍ଲୋଇଙ୍ଗ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ତୁଳା ମାଧ୍ୟମରେ ଏହି ପେଷ୍ଟ କୁ ଭଲ ଭାବରେ ମସାଜ କରିଲା ଭଳି ଲଗାଇ ଦିଅନ୍ତୁ ।
ଏହାପରେ ଆପଣ ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଆପଣ ନିଜେ ଦେଖିବେ ତଥା ଅନୁଭବ କରି ପାରିବେ ଯେ ଆପଣଙ୍କ ସ୍କୀନ କେତେ ମାତ୍ରାରେ ଗ୍ଲୋ କରୁଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।