Health Tips- ସୁଗାର (Diabetes) 380 ଥାଉ ବା 480, ବହୁ ବର୍ଷ ପୁରୁଣା ହୋଇଥିଲେ ବୋ ମାତ୍ର 7 ଦିନରେ କଣ୍ଟ୍ରୋଲ ହେଇଯିବ

ନମସ୍କାର ବନ୍ଧୁଗଣ, ମଧୁମେହ ବା ଡାଇବେଟିସ ବର୍ତ୍ତମାନ ସମସ୍ତଙ୍କ ଘରେ ଏହି ରୋଗୀ ନିହାତି କେହି ନା କେହି ଥିବେ । ଶରୀରରେ ସୁଗାର ବଢିବା ହେତୁ ଡାଇବେଟିସ ହୋଇଥାଏ । ତେଣୁ ଶରୀରରେ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଜୀବନଶୈଳୀ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ଅନେକ ବର୍ଷ ପୁରୁଣା ଏବଂ ବହୁ ଅଧିକ ବଢିଯାଇଥିବା ସୁଗାରକୁ ମଧ୍ୟ କମାଇ ଦେବ । 

ଆପଣ ଏହି ଉପାୟଟିକୁ ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ସେହିପାଣିରେ ଆପଣ ଏକ ଚାମଚ ମେଥି ମିଶାନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ହଳଦୀ ମିଶାନ୍ତୁ । ଏହି ଦୁଇଟି ସାମଗ୍ରୀକୁ ଆପଣ ଅଧ ଗ୍ଳାସ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଫୁଟିସାରିବା ପରେ ଆପଣ ଏହାକୁ ଓଲ୍ହାଇ ଛାଣି ନିଅନ୍ତୁ ।

ଆପଣଙ୍କୁ ଏହା ହଲକା ଗରମ ଥିବା ବେଳେ ସେବନ କରିବା ଆବଶ୍ୟକ । ଏହି ପାଣି ପ୍ରସ୍ତୁତ କରି ଆପଣଙ୍କୁ ଦିନକୁ ଦୁଇଥର ସେବନ କରିବା ପାଇଁ ପଡିବ । ସକାଳୁ ଥରେ ଖାଲି ପେଟରେ ଏହାକୁ ପିଅନ୍ତୁ । ଏବଂ ସନ୍ଧ୍ୟାରେ ଥରେ ଏହାକୁ ଖାଲି ପେଟରେ ପିଅନ୍ତୁ । ଏହିଭଳି ଭାବରେ ଆପଣ ଏହାର ସେବନ କେବଳ ସାତ ଦିନ ପର୍ଯ୍ୟନ୍ତ କରନ୍ତୁ ।

ସାତଦିନର ସେବନ ପରେ ଆପଣ ଯେତେବେଳେ ନିଜର ଡାଇବେଟିସ ଟେଷ୍ଟ କରାଇବେ ସେତେବେଳେ ଆପଣ ନିଜର ଡାଇବେଟିସ ନରମାଲ ହୋଇଯାଇଥିବାର ଦେଖିବେ । ଏହି କାଢା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇ ଦେଇଥାଏ । ଏହାଫଳରେ ଆପଣ ସମସ୍ତ ପ୍ରକାର ଜୀବାଣୁ ଠାରୁ ବଞ୍ଚି ରହିବେ ।

ଆପଣଙ୍କୁ ହେଉଥିବା ଛୋଟ ମୋଟ ରୋଗ ଆପଣଙ୍କ ପାଖ ମାଡି ପାରିବ ନାହିଁ । ଏଥିରେ ବ୍ୟବହୃତ ହୋଇଥିବା ମେଥି ୧୦୮ ପ୍ରକାରର ରୋଗକୁ ଠିକ କରିବାର କ୍ଷମତା ରଖିଥାଏ । ମେଥିରୁ ବହୁତ ଅଧିକ ପୌଷ୍ଟିକ ତତ୍ଵ ମିଳିଥାଏ । ପ୍ରୋଟିନ କାର୍ବୋ ହାଇଡ୍ରେଟ, ଆଇରନ, ମ୍ୟାଗ୍ନେସିୟମ ଆଦିର ମାତ୍ରା ଏଥିରେ ପ୍ରଚୁର ପରିମାଣରେ ଥାଏ । ଯେଉଁମାନେ ମଧୁମେହର ରୋଗୀ ଅଟନ୍ତି ତାଙ୍କ ପାଇଁ ମେଥି କୌଣସି ବରଦାନ ଠାରୁ କମ ନୁହେଁ ।

ହଳଦୀ ଆପଣଙ୍କ ପାଇଁ କେତେ ଉପଯୋଗୀ ତାହା ଆପଣ ନିହାତି ଜାଣିଥିବେ । ହଳଦୀରେ ପ୍ରୋଟିନ, କାର୍ବୋହାଇଡ୍ରେଟ ଏବଂ ଭିଟାମିନ-A ରହିଥାଏ । ହଳଦିରେ ରହିଥିବା ଆଣ୍ଟିଆକ୍ସିଡେଣ୍ଟ ଥଣ୍ଡା କସ ଭଳି ରୋଗରୁ ମୁକ୍ତି ଦେବା ସହ ଡାଇବେଟିସ ଏବଂ କ୍ୟାନ୍ସର  ଭଳି ରୋଗ ହେବାର ସମ୍ଭାବନାକୁ କମାଇ ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବା ପାଇଁ ଜମା ବି ଭୁଲିବେନି ।            

Leave a Reply

Your email address will not be published. Required fields are marked *