ଏହି 1 ଚାମଚ ଗୁଣ୍ଡ ଖାଇ ନିଅନ୍ତୁ, ମାତ୍ର 1 ମାସରେ ଗାୟବ ହେଇଯିବ Diabetes (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଉପାୟ ଟି କହିବାକୁ ଯାଉଅଛୁ ଏହା ଡାଇବେଟିକ୍ସ ତଥା ମଧୁମେୟ ରୋଗ ନିମନ୍ତେ ବହୁତ ଉପକାର ଅଟେ । ଆସନ୍ତୁ ଜାଣିବା ଏହି ଉପଚାର ସମ୍ବନ୍ଧରେ । ଏହି ଉପାୟ କେବଳ ୧ ମାସ ଭିତରେ ଆପଣଙ୍କ ସୁଗାର ତଥା ଡାଇବେଟିସ କୁ ସଂପୂର୍ଣ୍ଣ ଭାବରେ ଭଲ କରିଦେବ । ଆପଣ କୌଣସି ପ୍ରକାରର ଔଷଧ ଖାଉଥିଲେ ଧୀରେ ଧୀରେ କରି ତାହା ସଂପୂର୍ଣ୍ଣ ଭାବରେ ବନ୍ଧ ହୋଇଯିବ ।

ଏହି ଉପଚାର କୁ ବନାଇବା ନିମନ୍ତେ ଆପଣଙ୍କୁ ଆବଶ୍ୟକ ୨୫୦ ଗ୍ରାମ ମେଥିଦାନା, ମେଥିଦାନ ଡାଇବେଟିକ୍ସ ଅଥବା ମଧୁମେୟ କୁ କଣ୍ଟ୍ରୋଲ କରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ଏହା ସହିତ ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠି ସମସ୍ୟା ରହିଥାଏ, ତେବେ ଏହାକୁ ମଧ୍ୟ ଏହା ଦୂର କରିଥାଏ । ଏହାପରେ ଦ୍ଵିତୀୟ ସାମଗ୍ରୀ ୧୦୦ ଗ୍ରାମ ଜୁଆଣୀ ର ଆବଶ୍ୟକ ହେବ । ଏହା ଡାଇବେଟିକ୍ସ କୁ ଦୂର କରିବାରେ ସାହାର୍ଯ୍ୟ କରିବା ସହିତ ଏହା ଆପଣଙ୍କ ପାଚନ ସମସ୍ୟା କୁ ମଧ୍ୟ ସଠିକ କରିଥାଏ ।

ଏହାପରେ ଆପଣଙ୍କୁ ୫୦ ଗ୍ରାମ କାଳିଚିରି ର ଆବଶ୍ୟକ । ଏହା ଆପଣଙ୍କୁ କୌଣସି ମଧ୍ୟ ଗ୍ରୋସରି ଦୋକାନ ରେ ମିଳିଯିବ । ଡାଇବେଟିକ୍ସ କୁ ନିୟନ୍ତ୍ରଣ କରିବାରେ ଏହା ବହୁତ ଅଧିକ କାମ କରିଥାଏ । ପ୍ରଥମେ ଆପଣ ଏହି ୩ ଟି ସାମଗ୍ରୀ କୁ ଅଳ୍ପ ଭାଜି ନିଅନ୍ତୁ । ମେଥିଦନାକୁ ଆପଣ ବେସୀ ଭାଜିବେ ନାହିଁ । ସମୁଦାୟ ଅଧ ମିନିଟ ପର୍ଯ୍ୟନ୍ତ ଏହାକୁ ଭାଜି ନିଅନ୍ତୁ ।

ଏହାପରେ ଏହାକୁ ଏକ ପାତ୍ର ରେ କାଢି ନିଅନ୍ତୁ । ଆପଣ ଏହି ସମଗ୍ର ସାମଗ୍ରୀ କୁ ଅଲଗା ଅଲଗା କରି ଭାଜି ନିଅନ୍ତୁ । ଏହାପରେ ଏହି ଜିନିଷ ଗୁଡିକୁ ହାଲ୍କା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହି ଜିନିଷ ଥଣ୍ଡା ହେବା ପରେ ମେଥି କୁ ସର୍ବ ପ୍ରଥମେ ଗ୍ରାଇଣ୍ଡର ରେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଆପଣ ଜୁଆଣୀ ଏବଂ କାଳିଜିରୀ କୁ ଗୁଣ୍ଡ କରି ଦିଅନ୍ତୁ ।

ଏହିଭଳି ଭାବରେ ସବୁ ଜିନିଷ କୁ ଗ୍ରାଇଣ୍ଡିଙ୍ଗ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଏହାକୁ ଏକ ବୋତଲ ରେ ପୁରାଇ ରଖନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆପଣ ଏହାକୁ ୧ ଚାମଚ ନିଅନ୍ତୁ ଏହା ସହିତ ଏକ ଗ୍ଳାସ ଉଷୁମୁ ପାଣି ସେବନ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *