ମେଷ
କୌଣସି ବଡ ସଂସ୍ଥାରୁ ଲାଭ ମିଳିବ । ନିଜର ପରିବାରର ସଦସ୍ୟଙ୍କ ଉପରେ ଧ୍ୟାନ ଦେବା ଆଜି ଆପଣଙ୍କ ପ୍ରାଥମିକତା ଅଟେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ବିଦ୍ୟା ସମ୍ବନ୍ଧିତ ଶୁଭ ସମାଚାର ମିଳିବ । ବ୍ୟବସାୟିକ ଲାଭ ମିଳିବ । ବ୍ୟପାରରେ ବୁଦ୍ଧି ହେବ । ଚାକିରିରେ ଉଚ୍ଚାଧିକାରୀ ପ୍ରସନ୍ନ ରହିବେ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ନିବେଶ ଇତ୍ୟାଦି ଦ୍ଵାରା ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ଵ ବଢିପାରେ ।
ବୃଷ
ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ମହିଳାମାନେ ଦାୟିତ୍ଵକୁ ସଠିକ ଭାବରେ ପାଳନ କରିବେ । ଦାମୀ ବସ୍ତୁ ହଜିପାରେ । ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ । ବ୍ୟସ୍ତ ଦିନଚର୍ଯ୍ୟା ହେବା ସତ୍ବେ ବି ସମସ୍ତ କାମ କରି ଦେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ବ୍ୟର୍ଥ ବାଦ ବିବାଦ ଦୂର ହେବ । ଯୁବକମାନଙ୍କ କ୍ୟାରିୟର ଖରାପ ହୋଇପାରେ । କାରୋବାର ଭଲ ହେବ । ଆୟରେ ଉନତି ଆସିବ । ଖରାପ ଗାଡି ଠିକ ହୋଇଯିବ ।
ମିଥୁନ
ଆଜି ଆପଣ କିଛି ଆର୍ଥିକ ଯୋଜନା ଉପରେ ନିବେଶ କରି ପାରନ୍ତି । ଘରେଲୁ ଜୀବନରେ କିଛି ଚିନ୍ତାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କୁ ପ୍ରେମରେ ଦୁଖର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟର ବୋଝ ଅଧିକ ରହିବ । ନିଜର ପାର୍ଟନର ଉପରେ ନଜର ରଖନ୍ତୁ । ଗାଡି ଖରାପ ହୋଇପାରେ । ପ୍ରେମ ସମ୍ବନ୍ଧରେ ମଜବୁତି ଆସିବ । ସରକାରୀ କାର୍ଯ୍ୟଳୟରେ ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । ଆୟରେ ବୁଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ।
କର୍କଟ
ସାମାଜିକ ମାନ ପ୍ରତିଷ୍ଠା ଲାଭ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ଅଛି । ମାତା ପିତାଙ୍କ ତରଫରୁ ମହଙ୍ଗା ଉପହାର ମିଳିପାରେ । ବନ୍ଧୁମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ଆପଣ ଆଜି ଖୁସିରେ ରହିବେ । ମନୋରଞ୍ଜନ ପାଇଁ କିଛି ନୂତନ କାର୍ଯ୍ୟ କରିବେ । ଆଜି ଆପଣଙ୍କ ସାଥି ଆପଣଙ୍କ ଉପରେ ଖୁସି ହୋଇଯିବେ । ସ୍ଥାୟୀ ସମ୍ପତ୍ତି ବୁଦ୍ଧି ହେବ । କିଛି ବ୍ୟକ୍ତିଙ୍କ ଷଡଯନ୍ତ୍ରକୁ ଆପଣ ବିଫଳ କରି ଦେବେବ । ବ୍ୟବସାୟିକ ମତଭେଦ ଦୂର ହେବ ।
ସିଂହ
ପରିବାରର ଲୋକମାନଙ୍କ ସହିତ କାନ୍ଧ ସହ କାନ୍ଧ ମିଶାଇ ଛିଡା ରୁହନ୍ତୁ । କଳା ଓ ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବେ । ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ହୋଇଥିବା ବିବାଦକୁ ଆପଣ ସମଧାନ କରି ଦେବେ । ଆଜି ଆପଣଙ୍କୁ କିଛି ଗୁରୁଜନଙ୍କ ଠାରୁ ଆଶୀର୍ବାଦ ମିଳିବ । କୌଣସି ମନୋରଞ୍ଜନ ଭରା କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ପଢିବା ଓ ଲେଖିବା କାର୍ଯ୍ୟରେ ଉତ୍ସାହ ବଢିବ । କୁସଙ୍ଗତି ଠାରୁ ବଞ୍ଚନ୍ତୁ । ପ୍ରସନ୍ନତା ରହିବେ ।
କନ୍ୟା
କୌଣସି ଶୁଭ ଖବର ମିଳିପାରେ । ବ୍ୟର୍ଥ ପରିଶ୍ରମ କରନ୍ତୁ ନାହିଁ । ବିବାଦକୁ ବଢାଇବାକୁ ଦିଅନ୍ତୁ ନାହିଁ । ଚାକିରିରେ ଅଧିକାରୀ ବର୍ଗମାନେ ଆପଣଙ୍କ ଉପରେ ଅଧିକ ବିଶ୍ଵାସ ରଖିବେ । ଚିନ୍ତାରେ ରହିବେ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । କାରୋବାରରେ ସ୍ଥିତି ଭଲ ରହିବ । ପରିବାର ସହିତ ପୂଜା କାର୍ଯ୍ୟରେ ଯୋଗଦାନ ଦେବେ । ଘର ଓ ଅଫସିରେ କିଛି ଅତ୍ୟଧିକ କାର୍ଯ୍ୟ କରି ପାରନ୍ତି । ଆଜିର ଦିନରେ ଆପଣ ଊର୍ଜା ଦ୍ଵାରା ଭରପୁର ରହିବେ ।
ତୁଳା
ମିତ୍ର ଓ ସମ୍ପର୍କୀୟଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଅଳ୍ପ ପ୍ରୟାସରେ ହିଁ କାର୍ଯ୍ୟସିଦ୍ଧ ହେବ । କାର୍ଯ୍ୟ ପ୍ରଣାଳୀର ପ୍ରଶଂସା ମିଳିବ । ସମୟ ଅନୁକୂଳତାର ଲାଭ ଉଠାନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟାପାରରେ ଦାୟିତ୍ଵ ବଢିପାରେ । କିଛି ଉଚ୍ଚ ବିଚାର ମନରେ ଆସିବ । ଆପଣଙ୍କ ଆତ୍ମବିଶ୍ଵାସ ବି ବଢିବ । ମୌସମ କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କିଛି ଲୋକମାନଙ୍କ ସାହାର୍ଯ୍ୟରେ ଆପଣଙ୍କ ଆମଦାନୀ ବଢିପାରେ ।
ବିଚ୍ଛା
ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପ୍ରେମୀମାନଙ୍କ ମଧ୍ୟରେ ଭୁଲ ବୁଝାମଣା ଉତ୍ପନ୍ନ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିପାରେ । କାହାର ଆଶୀର୍ବାଦ ମିଳିପାରେ । ଆପଣ ଅନ୍ୟ ବ୍ୟକ୍ତିଙ୍କ ଉପରେ ଅଧିକ ଖର୍ଚ କରି ପାରିବେ । ଘରେଲୁ କାର୍ଯ୍ୟ କ୍ଳାନ୍ତ କରିଦେବ । ମାନସିକ ଚିନ୍ତା ବି ରହିପାରେ । ପାରିବାରିକ ସଦସ୍ୟଙ୍କ ସହ କଥାବାର୍ତ୍ତ କରିବା ଦ୍ଵାରା ମନକୁ ଶାନ୍ତି ମିଳିବ । ଭଲ ସମାଚାର ମିଳିପାରେ । ବିବାଦ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।
ଧନୁ
ଅନାବଶ୍ୟକ ଜିନିଷ ଉପରେ ବ୍ୟୟ ଅଧିକ ହୋଇପାରେ । ସନ୍ତାନ ଆପଣଙ୍କ ଆଜ୍ଞାରେ ରହିବେ । ଭାଗ୍ଯୋନ୍ନତିର ପ୍ରୟାସ ସଫଲ ହେବେ । ନୂଆ କାମ ମିଳିବ । ଶେୟାର ମାର୍କେଟରୁ ଲାଭ ମିଳିପାରେ । ଚାକିରିରେ କିଛି ଉନ୍ନତି ଆସିପାରେ । ନିଜର ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତୁସଳିତ ଆହାରର ସେବନ କରନ୍ତୁ । ଯାହା ସହିତ ଆପଣ ରହୁଛନ୍ତି ତାଙ୍କ ସହିତ ମିଶି ରହିବାକୁ ଚେଷ୍ଟା କରନ୍ତୁ । କାରୋବାର କ୍ଷେତ୍ରରେ ଉନ୍ନତି ଆସିପାରେ । ଜୋଖିମ ଉଠାନ୍ତୁ ନାହିଁ ।
ମକର
ବ୍ୟବସାୟିକ ଯାତ୍ରା ଲାଭଦାୟକ ସିଦ୍ଧ ହୋଇପାରେ । କାର୍ଯ୍ୟ ସ୍ଥଳରେ ସମସ୍ତଙ୍କ ବ୍ୟବହାର ଭଲ ରହିବ । ବରିଷ୍ଠ ଲୋକମାନଙ୍କ ଠାରୁ ଉପଦେଶ ମିଳିପାରେ । ସ୍ୱାସ୍ଥ୍ୟ ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ । କୌଣସି ନିଜ ବ୍ୟକ୍ତିଙ୍କ ଠାରୁ ଲାଭ ମିଳିପାରେ । ସକାରତ୍ମକ ରହିବେ । ନିଜର କଥା ସଠିକ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବେ । ଭୁଲ ବୁଝାମଣା ଠାରୁ ଦୂରେଇ ରୁହନ୍ତୁ । ଆତ୍ମବିଶ୍ଵାସର ସହ କାର୍ଯ୍ୟ କରନ୍ତୁ । ଆୟରେ ଅଚାନକ ବୁଦ୍ଧି ଆସିବ ।
କୁମ୍ଭ
ସନ୍ତାନଙ୍କ ବିଷୟରେ ଚିନ୍ତା କରନ୍ତୁ । ନିଜର ସ୍ୱାସ୍ଥ୍ୟ ଉପରେ ବ୍ୟୟ ହୋଇପାରେ । ବନ୍ଦ ହୋଇ ଯାଇ ଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଯିବ । ଭାଗ୍ୟର ସାଥ ମିଳିବ । ଭରପୁର ପ୍ରୟାସ କରନ୍ତୁ ନିଶ୍ଚିତ ସଫଳତା ମିଳିବ । କୌଣସି ଷଡଯନ୍ତ୍ରର ଶିକାର ହୋଇପାରନ୍ତି । ସେଥିପାଇଁ ସର୍ବଦା ନିଜର ବୁଦ୍ଧିର ଉପଯୋଗ କରନ୍ତୁ । ବନ୍ଧୁମାନେ ଆପଣଙ୍କ ଶୁଭ ଚିନ୍ତକ ରହିବେ । ଯାତ୍ରା ସମୟରେ ନିଜର ଖାଦ୍ୟପାନ ଉପରେ ଧ୍ୟାନ ରଖନ୍ତୁ ।ମିତ୍ରଙ୍କ ସାଥ ମିଳିବ ।
ମୀନ
ବାହାରକୁ ଯିବାର କାର୍ଯ୍ୟକ୍ରମ ହୋଇପାରେ । ପ୍ରେମ ପ୍ରସଙ୍ଗରେ କିଛି ଭିନ୍ନତା ନଜର ଆସିବ । ବ୍ୟାପାରରେ ଲାଭଦାୟକ ଅନୁବନ୍ଧ ଆସିପାରେ । ମିଳିମିଶି ହୋଇ ସମସ୍ତ କାର୍ଯ୍ୟ କରନ୍ତୁ । ଶେୟାର ମାର୍କେଟରୁ ଲାଭ ମିଳିବ । କୌଣସି ମହିଳାର ସାହାର୍ଯ୍ୟ ଦ୍ଵାରା ସମସ୍ତ ମହତ୍ଵପୂର୍ଣ କାର୍ଯ୍ୟ କରି ପାରିବେ । ବହୁତ ଅଧିକ ଚିନ୍ତା କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସେଥିପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ଆୟର ନୂତନ ସ୍ରୋତ ହାସଲ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।