ଚେହେରାରେ ଥିବା ବ୍ରଣ, କଳା ଦାଗକୁ ଦୂର କରନ୍ତୁ, ପାଆନ୍ତୁ ହୀରା ଭଳି ଚମକୁଥିବା ଚେହେରା ! Dr Salim Zaidi

ନମସ୍କାର ବନ୍ଧୁଗଣ , ମୁହଁ ଉପରେ କଳା ଦାଗ , ବ୍ରଣ , ଓ hyperpigmentation ଦାଗ ଆଦି ଉଠିଥାଏ । ଝିଅ ପିଲାମାନଙ୍କ ମୁହଁ ରେ ଯଦି ଏହା ଉଠିଥାଏ ତେବେ ଭବିଷ୍ୟତ ପାଇଁ ଏହା ଏକ ବଡ କାରଣ ହୋଇଥାଏ । ମୁହଁ କୁ ସୁନ୍ଦର , ଆକର୍ଷଣ ରଖିବାକୁ ସମସ୍ତର ଇଛା କରିଥାନ୍ତି ମାତ୍ର ହଠାତ ଏହା ଉଠିବା ବ୍ୟକ୍ତି କୁ ଦୁଖିତ କରିଥାଏ । ଏହି କାରଣ ରୁ ଲୋକମାନେ ବାହାର କୁ ଆସିବାକୁ ଇଛା ପ୍ରକାଶ କରିନଥାନ୍ତି ଘରେ ରହିଥାନ୍ତି ।

ଆଜି ଆମେ ଆପଣଙ୍କୁ  ଏକ ଉପାୟ କହିବୁ ଯାହାକୁ କରି ଆପଣ ଆପଣଙ୍କ ମୁହଁରେ ଥିବା ଦାଗ କୁ ଦୂର କରିପାରିବେ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ଡାକ୍ତର ସାଲିମ ଜେଦୀଙ୍କ କଥାରେ । ଏହି ଉପାୟ କୁ କରିବା ଆମ କୁ ଆବଶ୍ୟକ ହୋଇଥାଏ ଯଥା ତୁଳସୀ ର ପତ୍ର , ବେସନ , ଲେମ୍ବୁ ଓ ଗୋଲାପ ଜଳ । ଆପଣ ସମସ୍ତର ଜାଣିଥିବେ ଯେ ତୁଳସୀ ର ପତ୍ର ଆମ ମୁହଁ ପାଇଁ ବହୁତ ଭଲ ହୋଇଥାଏ ଏହା ଆମ ମୁହଁ ରେ ଥିବା ଦାଗ , ଇନଫେକ୍ଶନ ଦୂର କରିବାରେ ସାହାଯ୍ୟ କରିଥାଏ ।

ବେସନ କୁ ସାଧାରଣତ ମୁହଁ କୁ ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ । ଲେମ୍ବୁ ମଧ୍ୟ ମୁହଁ ରୁ ଦାଗ କୁ ଦୂର କରିଥାଏ ଓ ଗୋଲାପ ଜଳ ମୁହଁ ସୁନ୍ଦରତା କୁ ବଢାଇଥାଏ । ଯେବେ ଆପଣ ଏହି  ଚାରୋଟି ଜିନିଷ କୁ ମିଶେଇ ମୁହଁ ରେ ଲଗେଇଥାନ୍ତି , ଏହା ଆପଣ ଙ୍କୁ ଭଲ ପ୍ରତିକ୍ରିୟା ଦେଇଥାଏ ।   ପ୍ରଥମେ ଆପଣ ତୁଳସୀ ର ପତ୍ର କୁ ଗ୍ରାଇଣ୍ଡିଙ୍ଗ କରି ଏହାର ପେଷ୍ଟ ପ୍ରସ୍ତୁତ କରିନେବେ ।

ପେଷ୍ଟ କରିବା ସମୟରେ ଗୋଲାପ ଜଳ ପକେଇ କରିବେ ଏବଂ ଏବେ ଏଥିରେ ବେସନ ଓ ଲେମ୍ବୁ ପକେଇ ଭଲ ଭାବରେ ମିଶେଇ ଏହାକୁ ଆପଣଙ୍କ ମୁହଁ ରେ ଲେପ କରି ଲଗାନ୍ତୁ । ଯେତେ ବେଳେ ଏହା ଶୁଖି ଯାଏ ତେବେ ଆପଣ ସାଧା ପାଣି ରେ ଧୋଇ ନିଅନ୍ତୁ । ଆପଣ ଏହି ଉପାୟ କୁ ଦିନକୁ ଥରେ ନିଶ୍ଚିତ କରି ଦେଖନ୍ତୁ ସପ୍ତାହ ମଧ୍ୟରେ ଆପଣଙ୍କ ମୁହଁ ରେ ଥିବା ଦାଗ , କଳା ଦାଗ ଦୂର ହୋଇଯାଇଥାଏ ।

 

ଏହି ଉପାୟ ସହିତ ଆପଣଙ୍କ ଡାଏଟ କୁ ମଧ୍ୟ ସଠିକ ରଖିବା ଦ୍ଵାରା ଆପଣ ସ୍କିନ ସମସ୍ଯା ସଂପୂର୍ଣ୍ଣ ଶେଷ ହୋଇଥାଏ । ଆପଣଙ୍କୁ ଡାଏଟ ରେ ଭିଟାମିନ – ଏ ଜାତୀୟ ଖାଦ୍ୟ କୁ ସାମିଲ କରିବା ଉଚିତ୍ । ସବୁଜ ପନିପରିବା ରେ ଭିଟାମିନ – ଏ ଭରପୁର ରହିଥାଏ ।   ଏହା ସହିତ ଭିଟାମିନ – ସି ମଧ୍ୟ ଆମ ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ଖଟା ଫଳ ମାନଙ୍କ ରେ ଆମ ଭିଟାମିନ – ସି ମିଳିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କି ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *