ଦିନକୁ ଥରେ ମାତ୍ର ଲଗାନ୍ତୁ, ମୁହଁ ର କଳା ଦାଗ, ବ୍ରଣ, ସବୁ ଗାୟବ ହେବ, ଚେହେରା ଏତେ ଚମକିବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Glowing Skin Tips

ନମସ୍କାର ବନ୍ଧୁଗଣ ଆମ ଶରୀର ରେ ହାତରୁ ଆରମ୍ଭ କରି ଗୋଡ଼ ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ । ଏବଂ ଆମେ ଏହି ତ୍ୱଚା ର ଉପଚାର ପାଇଁ ଅନେକ ପ୍ରକାରର ଔଷଧ ସେବନ କରିଥାଉ । ଏବଂ ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ ।

ମହଙ୍ଗା ଡାକ୍ତର ଙ୍କ ପାଖକୁ ଯାଇଥାଉ କିନ୍ତୁ ତଥାପି ଏହି ତ୍ୱଚା ଜନିତ ସମସ୍ୟା ଦୂର ହୁଏ ନାହିଁ । ଏବଂ ଅନେକ ସମୟରେ ଯେତେ ପର୍ଯ୍ୟନ୍ତ ଆମେ ଔଷଧ ସେବନ କରିଥାଉ ଆମର ତ୍ୱଚା ସମସ୍ୟା ଭଲ ହୋଇ ଯାଏ ଏବଂ ଯେବେ ଔଷଧ ସେବନ ବନ୍ଦ କରିଦେଉ ସେତେବେଳେ ଫୁଣି ଥରେ ଏହି ସମସ୍ୟା ମାନ ଦେଖାଯାଏ । ଏବଂ ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇ ଥାଏ । ଏବଂ ଅନେକ ସମୟରେ ଆମ ତ୍ୱଚା ରେ ଏଭଳି ସମସ୍ୟା ଦେଖାଯାଏ ।

ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ତେବେ ଚାଲନ୍ତୁ ଜାଣିନେବା ଏହି ତ୍ୱଚା ରେ ହେଉଥିବା ସମସ୍ୟା ର ସହଜ ସରଳ ଏବଂ ଘରୋଇ ଉପଚାର ଯାହା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତି ପାଇଁ ପାରିବା । ସାଧାରଣ ଜୀବନ ରେ ଆମ ତ୍ୱଚା ର ସମସ୍ୟା ର ମୁଖ୍ୟ କାରଣ ହେଉଛି ।

ପ୍ରଥମ ରେ ଆମେ ଅଧିକ ଚିନ୍ତା କରିଥାଉ । ଦ୍ଵିତୀୟ ରେ ଆମ ପେଟ ଖରାପ ହେଲେ ଏବଂ ତୃତୀୟ ରେ ଆମେ ଅଧିକ ମସଲା ଜାତୀୟ ଖାଦ୍ୟ ଖାଇଲେ । ଆମେ ଯେତେ ଅଧିକ ଚିନ୍ତା କରିବା ଆମ ତ୍ୱଚା ସତେ ମଳିନ ପଡି ଚାଲିଯିବ । ଏବଂ ସେଥିପାଇଁ ଆମ ଆଖି ତଳେ କଳା ଦାଗ ଦେଖାଯାଏ । ଏହାର ଅନ୍ୟ ଏକ କାରଣ ହେଉଛି ଠିକ ଭାବରେ ନ ଶୋଇବା । ଦ୍ୱିତୀୟ ରେ ଆମ ଶରୀର ଭିତର ଯଦି ଖରାପ କିମ୍ବା ଅଶୁଦ୍ଧତା ରହିବ ।

ଅର୍ଥାତ ଆମ ରକ୍ତ ଯଦି ସଫା ନ ରହିବ ତେବେ ଆମକୁ ବ୍ରଣ ଭଳି ସମସ୍ୟା ନିଜ ତ୍ୱଚା ରେ ଦେଖିବାକୁ ପାଇବା । ତେଣୁ ଆମ ରକ୍ତ କୁ ସଫା କରିବା ଆବଶ୍ୟକ ସେଥି ପାଇଁ ଆମକୁ ସବୁଜ ପନି ପରିବା ସେବନ କରିବା ପ୍ରଚୁର ପରିମାଣରେ ପାଣି ପିଇବା ଆଦି କାର୍ଯ୍ୟ କରିବା ଉଚିତ । ଏବଂ ମସଲା ଜାତୀୟ ଖାଦ୍ୟ ବେଶୀ ଖାଇବା । ତେଲ ମସଲା ଖାଦ୍ୟ ବେଶୀ ପରିମାଣରେ ଖାଇଲେ ଆମ ରକ୍ତ ରେ ଏହି ଅଶୁଦ୍ଧ ମିଶି ତାକୁ ଖରାପ କରିଦିଏ । ଏବଂ ତା ଯୋଗୁଁ ଆମ ମୁହଁରେ ବ୍ରଣ ହୋଇ ଯାଇଥାଏ ।

 

 ଆମର ଅନ୍ୟ ଏକ ସବୁଠାରୁ ବଡ଼ କାରଣ ହେଉଛି ଆମେ ନିଜକୁ ସୁନ୍ଦର କରିବା ପାଇଁ ଅନେକ ମେକେଅପ ନିଜ ଚେହେରା ରେ ଲଗେଇଥାଉ ଏବଂ ସେଥିରେ ମିଶି ରହିଥିବା କେମିକାଲ ଆମ ତ୍ୱଚା କୁ ବହୁତ ଖରାପ କରି ଦିଏ । ଏବଂ ତା ଯୋଗୁଁ ଆମକୁ ଚେହେରା ରେ ନାଲି ଦାଗ କିମ୍ବା ବ୍ରଣ କିମ୍ବା ଚେହେରା ମଳିନ ପଡି ଯାଇଥାଏ । ତେବେ ଆଜି ଆମେ ଏକ ଘରୋଇ ଉପଚାର ବିଷୟରେ ଆଲୋଚନା କରିବା ଯାହା କୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ପ୍ରଥମେ ଆପଣ ଏକ ଆଳୁ ନିଅନ୍ତୁ ଏବଂ ତାର ସମସ୍ତ ଚୋପା କୁ ବାହାର କରି ଦିଅନ୍ତୁ । ଚୋପା ବାହାର କରିବା ପାରେ ତାକୁ ଭଲ ଭାବରେ ସଫା କରି ଦିଅନ୍ତୁ ତା ପରେ ତାକୁ କଦ୍ଦୁକସ କରି ଦିଅନ୍ତୁ । ଏହା ଦ୍ୱାରା ଆଳୁ ର ରସ ବାହାର କରି ପାରିବା । ଏହା ପରେ ଆପଣ କଫି ନେଇ ପାରିବେ । ଅଧା ଚାମଚ କଫି ପକାଇବା । ଏହା ପରେ ଅଳ୍ପ ମହୁ ପକାଇବା ଏବଂ ଭଲ ଭାବରେ ଏହାକୁ ମିଶାଇ ଦେବା ।

ଏହା ପରେ ତୁଳା ର ସାହାଯ୍ୟ ରେ ଏହାକୁ ମୁହଁରେ ଲଗାଇବା ଏବଂ ୫ମିନିଟ ପରେ ପାଣି ରେ ଧୋଇ ଦେବା । ଏହାକୁ ନିୟମିତ ଭାବରେ ବ୍ୟବହାର କରିବା ଦ୍ୱାରା ଚେହେରା ଉଜ୍ଜ୍ୱଳ ହୋଇଥାଏ ଏବଂ ତ୍ୱଚା ଜନିତ ଅନ୍ୟ ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *