Health Tips- ଆପଣାନ୍ତୁ ଏହି 4 ଟି Tips, Diabetes ସବୁବେଳେ କଣ୍ଟ୍ରୋଲରେ ରହିବ

ନମସ୍କାର ବନ୍ଧୁଗଣ, ଡାଇବେଟିସ ରୋଗୀମାନେ ନିଜ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଅନେକ ପ୍ରକାର ମେଡ଼ିସିନ ଖାଇଥାନ୍ତି ଯାହାଫଳରେ ସେମାନଙ୍କ ସୁଗାର ମାତ୍ର ହୁଏତ ନିୟନ୍ତ୍ରଣ ରହିଥାଏ କିନ୍ତୁ ଅନ୍ୟ ଏହିସବୁ ମେଡ଼ିସିନର କୁପ୍ରଭାବରେ ଶରୀରରେ ଅନ୍ୟ ରୋଗ ଜାତ ହୋଇଥାଏ । ତେଣୁ ସବୁଠାରୁ ଭଲ ଏବଂ ଲାଭଦାୟକ ହୋଇଥାଏ ଘରୋଇ ଉପଚାର ଯାହାକୁ ଆପଣ ବ୍ୟବହାର କରିବା ଦ୍ଵାରା କୌଣସି ବି କୁପ୍ରଭାବ ଆପଣଙ୍କ ଶରୀର ଉପରେ ପଡିନଥାଏ ।

ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଘରୋଇ ଉପଚାର କରି ଆପଣ ନିଜର ଡାଇବେଟିସକୁ ନିୟନ୍ତ୍ରଣ କରିପାରିବେ । ଆପଣ ଏକ ଚାମଚ ମେଥି ଦାନାକୁ କମ ଆଞ୍ଚରେ ହାଲକା ଭାବରେ ଭାଜିଦେବେ । ଏହା ଥଣ୍ଡା ହୋଇଯିବା ପରେ ଆପଣ ଏହି ଏକ ଚାମଚ ମେଥି ଦାନାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରିଦେବେ । ଏବଂ ଏକ ଗ୍ଳାସ ପାଣିରେ ଏକ ଚାମଚ ମେଥି ଗୁଣ୍ଡକୁ ମିଶାଇ ୫ ମିନିଟ ଛାଡି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ମିଶାଇ ପ୍ରତ୍ୟକ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ।

ମେଥି ଆପଣଙ୍କ ବ୍ଲଡ଼ ସୁଗାରକୁ କମ କରିବାରେ ସାହାର୍ଯ୍ୟ କରିଥାଏ ତେଣୁ ଆପଣ ଏହିଭଳି ଭାବରେ ପ୍ରତ୍ୟକ ଦିନ ମେଥି ପାଣିକୁ ସେବନ କରିବା ଦ୍ଵାରା ଆପଣଙ୍କ ସୁଗାର ମାତ୍ରା ନିୟନ୍ତ୍ରଣରେ ରହିଥାଏ ବଢିନଥାଏ । ଆପଣ ସକାଳୁ ପିଉଥିବା ଚାହାରେ ଡାଲଚିନି ମିଶାଇ ପ୍ରସ୍ତୁତ କରନ୍ତୁ ଏବଂ ଏହି ଚାହାକୁ ପିଅନ୍ତୁ । ଏହା ଆପଣଙ୍କ ଡାଇବେଟିସକୁ କମାଇବାରେ ବହୁତ ଅଧିକ ମାତ୍ରାରେ ସାହାର୍ଯ୍ୟ କରିଥାଏ ।

ଆପଣ ନିହାତି ଗହମରୁ ପ୍ରସ୍ତୁତ ରୁଟି ଖାଉଥିବେ । ତେବେ ଆପଣ ଗହମରୁ ପ୍ରସ୍ତୁତ ରୁଟି ନ ଖାଇ ଯଅରୁ ପ୍ରସ୍ତୁତ ରୁଟି ଖାଇବା ଉଚିତ । ଏହା ଆପଣଙ୍କ ଶରୀରରେ ସୁଗାର ଅବଜର୍ବସନକୁ କମ କରିଦେଇଥାଏ । ଯାହାଫଳରେ ଆପଣଙ୍କ ଶରୀରରେ ସୁଗାରର ମାତ୍ରା ବଢିନଥାଏ । ଯଦି ଆପଣ ଏହି ଯଅ ରୁଟିକୁ ନିଜର ଦ୍ଵିପହର ଏବଂ ରାତି ଖାଇବାରେ ନିଅନ୍ତି ତେବେ ଆପଣ ଏହାର ବହୁତ ଭଲ ଫଳ ଦେଖିବା ପାଇଁ ପାଇବେ ।

ଆପଣଙ୍କୁ ଆପଣଙ୍କ ଡାଇବେଟିସ କମାଇବା ପାଇଁ ଆପଲ ସାଇଡ ଭିନେଗାର ନେବା ଆବଶ୍ୟକ । ଆପଣ ଏହି ଆପଲ ସାଇଡ ଭିନେଗାରକୁ ଏକ ଚାମଚ କିମ୍ବା ଦୁଇ ଚାମଚ ଦ୍ଵିପହର ଖାଇବା ପୂର୍ବରୁ ଏକ ଗ୍ଳାସ ପାଣିରେ ମିଶାଇ ପିଇବା ଆବଶ୍ୟକ । ଏବଂ ରାତି ସମୟରେ ମଧ୍ୟ ଖାଇବା ପୂର୍ବରୁ ଆପଣଙ୍କୁ ପାଣିରେ ଆପଲ ସାଇଡ ଭିନେଗାର ମିଶାଇ ପିଇବା ଆବଶ୍ୟକ ।

ଏହା ଆପଣଙ୍କ ଖାଇବାରେ ଥିବା ସୁଗାର ମାତ୍ରାକୁ କମ କରିଦେଇଥାଏ । ତେଣୁ ଆପଣ ଏହାକୁ ଖାଇବା ପୂର୍ବରୁ ପିଇବା ଦ୍ଵାରା ଆପଣ ଖାଉଥିବା ଖାଦ୍ୟରୁ ଏହା ସୁଗାର କମାଇବାର କାର୍ଯ୍ୟ କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *