Jyotish Shastra- ଏହି 4 ଟି ନାମର ପୁଅଙ୍କୁ ମରିଗଲେ ବି କରନ୍ତୁ ନାହିଁ ବିବାହ, ସାରା ଜୀବନ ପସ୍ତେଇବେ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ପାଇଁ ତାଙ୍କ ଜୀବନରେ ବିବାହର ବହୁତ ଗୁରୁତ୍ଵ ରହିଥାଏ । ସାଧାରଣତଃ ସମସ୍ତ ଝିଅ ଏହା ଚାହିଁ ଥାନ୍ତି ଯେ, ଯେଉଁ ପୁଅ ମାନଙ୍କ ସହ ସେମାନଙ୍କର ବିବାହ ହେବ ସେମାନେ ସେହି ଝିଅ ମାନଙ୍କୁ ଦୁନିଆର ସମସ୍ତ ସୁଖ ଦେଉ ।

ହେଲେ ବନ୍ଧୁଗଣ ବହୁତଥର ପୁଅ ମାନେ ଝିଅ ମାନଙ୍କୁ ଠିକ ଭାବରେ ଚିହ୍ନି ପାରିନଥାନ୍ତି । ଯାହାଫଳରେ ବିବାହ ପରେ ବହୁତ ସମସ୍ଯା ଆସିଥାଏ ।

ଯେତେବେଳେ ପୁଅ ମାନଙ୍କର ସ୍ଵଭାବ ଠିକ ହୋଇନଥାଏ ସେତେବେଳେ ବିବାହ ଜୀବନରେ ବହୁତ ସମସ୍ଯା ଆସିଥାଏ ଓ ଝିଅ ମାନଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ଝିଅ ମାନେ ବିବାହ ପରେ ଦୁଃଖରେ ରହିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

C ନାମର ପୁଅ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତିଉ C ନାମର ପୁଅ ମାନେ । ଯେଉଁ ପୁଅ ମାନଙ୍କ ନାମର ପ୍ରଥମ ଅକ୍ଷର C ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ କ୍ରୋଧୀ ହୋଇଥାନ୍ତି ଓ ସେମାନେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଯେତେବେଳେ ଏହି ପୁଅ ମାନେ କ୍ରୋଧରେ ଆସିଥାନ୍ତି ସେତେବେଳେ ସାମସ୍ତା ରାଗ ନିଜ ସ୍ତ୍ରୀ ମାନଙ୍କ ଉପରେ ସୁଜାଇ ଥାନ୍ତି । ଏହା ସହିତ ଏହି ପୁଅ ମାନେ ଅଳ୍ପ ସନ୍ଦେହଜନିତ ଲୋକ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିଥାନ୍ତି ।

K ନାମର ପୁଅ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି K ନାମର ପୁଅ ମାନେ । ଯେଉଁ ପୁଅ ମାନଙ୍କ ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ ସେମାନେ ଦୁନିଆ ସାମ୍ନାରେ ବହୁତ ଭଲ ଦେଖାଇଥାନ୍ତି ହେଲେ ସମୟ ସହିତ ଏମାନେ ନିଜର ଅସଲି ରଙ୍ଗ ମଧ୍ୟ ଦେଖାଇ ଦିଅନ୍ତି । ଏହି ପୁଅ ମାନଙ୍କ ସ୍ତ୍ରୀ ଏମାନଙ୍କ ସହ ବହୁତ କମ ସମୟ ଖୁସିରେ ରହିଥାନ୍ତି ।

P ନାମର ପୁଅ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି P ନାମର ପୁଅ ମାନେ । ଯେଉଁ ପୁଅ ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀକୁ ସର୍ବଦା ଦବେଇକି ରଖିଥାନ୍ତି । ଏହି ପୁଅ ମାନେ ନିଜ ସ୍ତ୍ରୀଙ୍କୁ କୌଣସି ଫ୍ରିଡମ ଦେଇନଥାନ୍ତି ଏହା ସହିତ ଏମାନଙ୍କର ରାଗ ମଧ୍ୟ ବହୁତ ଅଧିକ ହୋଇଥାଏ । ଏହି ପୁଅ ମାନେ କେବେକେବେ ନିଜ ସ୍ତ୍ରୀଙ୍କୁ ହାତ ମଧ୍ୟ ଉଠାଇ ଦିଅନ୍ତି ।

M ନାମର ପୁଅ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି M ନାମର ପୁଅ ମାନେ । ଯେଉଁ ପୁଅ ମାନଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇଥାଏ ସେମାନେ ବିବାହ ପରେ ନିଜ ସ୍ତ୍ରୀଙ୍କୁ ସମୟ ଦିଅନ୍ତି ନାହିଁ । ଏମାନଙ୍କ ପ୍ରେମ ବିବାହ ପରେ ଫିକା ପଡିଯାଇଥାଏ । ଏହି ପୁଅ ମାନେ ସ୍ତ୍ରୀ ବ୍ଯତୀତ ଅନ୍ୟ କାମ ଓ ନିଜ ସାଙ୍ଗ ମାନଙ୍କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *