24 ଘଣ୍ଟାରେ ମନସ୍କାମନା ପୂରଣ ହେବାର ଉପାୟ ! (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଅନେକ କିଛି ଇଛା ରହିଥାଏ । ଯାହାକୁ ପୁରଣ କରିବା ପାଇଁ ମଣିଷ ସତ ଚେଷ୍ଟା କରି ବିଫଳ ହେବା ପରେ । ଅନେକ ଉପାୟ ମାନ କରିଥାଏ ସେସବୁକୁ ପୁରା କରିବା ପାଇଁ ତା ପରେ ମଧ୍ୟ ବିଫଳ ହୋଇଥାଏ । କୌଣସି ପୂଜା ବିଧି ମଧ୍ୟ ସଫଳ ହୋଇନଥାଏ । କାରଣ ସେଥିପାଇଁ ହୁଏତ ଶୁଭ ସମୟ ଆପଣଙ୍କ ପାଇଁ ଆସିନଥାଏ । ତେବେ ଯଦି ଏତେସବୁ ପରେ ମଧ୍ୟ ଆପଣଙ୍କ ସମସ୍ୟା ଦୂର ହେଉନାହିଁ ତେବେ କରନ୍ତୁ ଆମେ ଜଣାଉଥିବା ଏହି ଉପାୟଟିକୁ ।

ଆପଣ ଏକ ଧଳା କାଗଜ ଆଣନ୍ତୁ । ସେହି କାଗଜ ଉପରେ ନାରୀ ରଙ୍ଗର କଲମରେ ଆପଣଙ୍କ ସମସ୍ୟାକୁ ଲେଖନ୍ତୁ । ଏହାପରେ ସେହି କାଗଜ ଉପରେ ଅଳ୍ପ ହଳଦୀ ଛିଟା ଦିଅନ୍ତୁ । ରାତ୍ର ୧୧ ଟା ରୁ ୧ଟା ଭିତରେ ପୂଜା ବିଧି କରିବା ଶୁଭ ଅଟେ । ଏହି ମୂହୁର୍ତ୍ତ ମଧ୍ୟରେ ଯଦି ଆପଣ ଲଗାତାର ପୂଜା ବିଧି କରନ୍ତି ମନ୍ତ୍ର ଜପ କରନ୍ତି ତେବେ ଏହା ବହୁତ ଶୀଘ୍ର ଫଳ ଦେଇଥାଏ ।

ଆପଣ ଏକ ମାଟିର ପାତ୍ର ଆଣିବେ ।ସେଥିରେ ଆପଣ ଆପଣଙ୍କ ସମସ୍ୟା ଲେଖିଥିବା ଧଳା କାଗଜ ଟିକୁ ରଖିବେ । ଏବଂ ସେହି ମାଟି ପାତ୍ର ମଧ୍ୟରେ ସେହି କାଗଜରେ ନିଆଁ ଲଗାଇଦେବେ । ତାହା ସମ୍ପୂର୍ଣ ଜଳିଯିବା ପାଇଁ ଦେବେ । ଜଳିଯିବା ପରେ ସେହି ମାଟି ପାତ୍ରରେ ରହିଥିବା ପାଉଁଶକୁ ଆଣି ଆପଣ ନିଜ ମଥାରେ ଟୀକା ଲଗାନ୍ତୁ ଏବଂ ରାତିରେ ଶୋଇପଡିବେ ।

ଆଉ ବାକି ଥିବା ପାଉଁଶକୁ ଆପଣ ଫୋପାଡି ଦେଇ ପାତ୍ରକୁ ଧୋଇ ରଖିଦେବେ । ଏହିଭଳି ଭାବରେ ଆପଣ ସାତ ଦିନ ପର୍ଯ୍ୟନ୍ତ ରାତିରେ ଏହି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ସ୍ଥିତିରେ ସୁଧାର ଆସିବାର ଦେଖିପାରିବେ ଆପଣ ପ୍ରଥମ ଦିନରେ । ଆପଣଙ୍କ ଗ୍ରହ ମାନଙ୍କର ସ୍ଥିତି ଠିକ ରହିବ ଏହାଦ୍ୱାରା । ଆପଣଙ୍କୁ ବିଶ୍ଵାସର ଏହି କାମ କରିବା ପାଇଁ ପଡିବ ।

ବାସ ଆପଣ ଏତିକି କରିବା ଦ୍ଵାରା ଫଳ ପାଇପାରିବେ । ଏହାକୁ କରିବା ପାଇଁ କୌଣସି ବାର ତିଥିର ଆବଶ୍ୟକତା ନାହିଁ । ଆପଣ ଯେକୌଣସି ସାତ ଦିନ ଲଗାତାର ଭାବରେ କରିବା ଦରକାର ମଝିରେ ଏହାକୁ ବନ୍ଦ କରିବେ ନାହିଁ । ଯଦି କୌଣସି କାରଣ ପାଇଁ ବନ୍ଦ ହେଉଛି ତେବେ ଆପଣଙ୍କୁ ପୁଣି ଥରେ ଆରମ୍ଭରୁ ସାତ ଦିନ ପର୍ଯ୍ୟନ୍ତ କରିବା ପାଇଁ ପଡିବ ।

ଆପଣ ଏହାକୁ କରିବା ଦ୍ଵାରା ମାତ୍ର ୨୪ ଘଣ୍ଟା ଭିତରେ ସମସ୍ୟାରୁ ମୁକୁଳିବାର ବାଟ ପାଇଯିବେ । ଆପଣଙ୍କ ମନରେ ରହିଥିବା ମନସ୍କାମନା ମଧ୍ୟ ଖୁବ ଶୀଘ୍ର ପୁରା ହେବ । କିନ୍ତୁ ଏଥିପାଇଁ ମୁଖ୍ୟ ହେଉଛି ବିଶ୍ଵାସ ଓ ଭରସା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *