ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 3 ପ୍ରକାର ଭୋଜନ ଖାଇଲେ କମିଯାଏ ମଣିଷର ଆୟୁଷ, ଅଳ୍ପ ବୟସରେ ହୋଇଥାଏ ମୃତ୍ୟୁ

ନମସ୍କାର ବନ୍ଧୁଗଣ , ଏ ଜଗତରେ ଯେତେ  ବି  ମଣିଷ ଜନ୍ମ କରିଥାନ୍ତି , ସେ ସମସ୍ତକୁ ବଞ୍ଚିବା ପାଇଁ ଖାଦ୍ୟ ର ଆବଶ୍ୟକ ହୋଇଥାଏ । ମଣିଷ ଦିନ ରାତି ପରିଶ୍ରମ କରି ନିଜ ପାଇଁ ଆହାର ଓ ଅର୍ଥ ଉପାର୍ଜନ କରିଥାଏ । ଖାଦ୍ୟ ହେଉଛି ମଣିଷର ଏକ ଏଭଳି କାର୍ଯ୍ୟ ଯାହାକୁ ଖାଇ ସେ ଶକ୍ତିଯୁକ୍ତ ହୋଇ କାମ କରିଥାଏ ।  ଭଗବାନ ଶ୍ରୀ କୃଷ୍ଣ ଖାଦ୍ୟ ସମ୍ବନ୍ଧରେ ବହୁତ ମହତ୍ଵ ପୂର୍ଣ୍ଣ ବିଷୟ  କହିଛନ୍ତି କି ସ୍ଵାମୀ ସ୍ତ୍ରୀ ଏକାଠି ବସି ଖାଦ୍ୟ ଖାଇପାଇବେ ବା କାହାର ଅଇଠା ଭୋଜନ ଖାଇବା ଉଚିତ୍  ନା ଅନୁଚିତ ।

କାରଣ ଏସବୁ ଦ୍ଵାରା ମଣିଷର ଅକାଳ ମୃତ୍ୟୁ ସହ ଅଶାନ୍ତି ଦରିଦ୍ରତା ମଧ୍ୟ ଘରର କୁ ଆସିଥାଏ । ତେଣୁ ଏହି ବିଷୟରେ ଭଗବାନ ଶ୍ରୀ କୃଷ୍ଣ କହିଥିବା ବିଷୟ ଜାଣିବା ଦରକାର  ।  ଏ ଜଗତର ସମସ୍ତ ପ୍ରାଣୀ ଙ୍କୁ ଖାଦ୍ୟ ର ଆବଶ୍ୟକ ହୋଇଥାଏ , ତାହାକୁ ଖାଇ ସେମାନେ ବଳବାନ ହୋଇଥାନ୍ତି । ପ୍ରାଣୀମାନେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ କରିଥାନ୍ତି , ସେମାନେ ଖାଇବା ପୂବାରୁ ଈଶ୍ଵରକ କିଛି ନିୟମ କୁ ମାନିଥାଆନ୍ତି ।

ମଣିଷ ମାନଙ୍କ ପାଇଁ ମଧ୍ୟ ଇଶ୍ଵରଙ୍କ ବିଧି ନିୟମ ରହିଛି ଏବଂ ଯଦି ମଣିଷ ଏହାକୁ ପାଳନ କରିଥାଏ । ତେବେ ସେ ଈଶ୍ଵରକ ଦୟା ପ୍ରାପ୍ତ କରିଥାଏ ।ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତାରେ ଖାଦ୍ୟ ସମ୍ବନ୍ଧୀୟ କିଛି ନିୟମ ଉପଦେଶ ଦିଆଯାଇଛି । ଯାହାକି ମଣିଷର ଉନତି କରେ , ମଣିଷକୁ ସମସ୍ତ ରୋଗରୁ ଦୂର କରିବାର ଏହି ନିୟମ ଅଟେ । ଏହାର ପାଳନ ଦ୍ଵାରା ମଣିଷ ର ଶରୀର ସୁସ୍ଥ ସବଳ ରହିଥାଏ ।

କାରଣ ମନୀଷ ଯେଉଁ ପ୍ରକାରର ଖାଦ୍ୟ ସେବନ କରିଥାଏ ସେ ପ୍ରକାର ଶରୀର ,ବ୍ୟବହାର , ଆଚାର ପ୍ରକୃତିର ହୋଇଥାଏ । ତେଣୁ ମାତା ଲକ୍ଷ୍ମୀଙ୍କର ଦୟା ପ୍ରାପ୍ତି ପାଇ ମଧ୍ୟ ଆମକୁ ଉଚିତ ଖାଦ୍ୟର ସେବନ କରିବା ଦରକାର ।  ତାମସିକ ଜାତୀୟ ଭୋଜନ କରୁଥିବା ବ୍ୟକ୍ତି ନିଜର ମାନ ସମ୍ମାନ ଏବଂ ନିଜର ବ୍ୟବହାରକୁ ନଷ୍ଟ କରିଥାଏ  ଓ କୁମାର୍ଗ ରେ ଚଳିବାକୁ ଲାଗିଥାଏ । ରାଜସିକ ଖାଦ୍ୟ ଭୋଜନ କରିଥିବା ବ୍ୟକ୍ତି ଅଳସୁଆ , କ୍ରୋଧି ଓ ରାକ୍ଷସ ହୋଇଥାଏ ।

କିନ୍ତୁ ଯେଉଁ ବ୍ୟକ୍ତି ଈଶ୍ବରଙ୍କ ନାମ ସ୍ମରଣ କରି ସାଧାରଣ ଭୋଜନ ଖାଇଥାଏ ତାହାଙ୍କର ମନ ସୁଦର ଓ ପବିତ୍ର ହୋଇଯାଇଥାଏ । ଏହି ଭଳି ବ୍ୟକ୍ତିମାନଙ୍କ ହୃଦୟରେ ଇଶ୍ଵରଙ୍କ ନିବାସ ରହିଥାଏ । ଭୋଜନ ଗ୍ରହଣ କରିବା ପୂବାରୁ ଆମ ଶାସ୍ତ୍ର ଅନୁସାରେ ଖାଇବାର କିଛି ଅଂଶକୁ ଭୂମିରେ ରଖିବା ଦ୍ଵାରା ସମସ୍ତର ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ କରିଥାନ୍ତି । ଯଦି ଭୋଜନ କରୁଥିବା ସମୟରେ କୋଣସି ଅତିଥି ଆସନ୍ତି , ତେବେ ସମ୍ମାନ ସହିତ ଭୋଜନ କରାଇବା ଉଚିତ୍ । ନଚେତ୍ ଅତିଥି ଗଲା ପୂର୍ବରୁ ମନରେ ଅସନ୍ତୁଷ୍ଟ ଘରର ଆର୍ଶୀବାଦ କୁ ନିଜ ସହ ନେଇଯାଇ ଥାନ୍ତି ।

ଶ୍ରୀ କୃଷ୍ଣ କହିଛନ୍ତି ଯେ ଅନ୍ୟ ଦ୍ଵାରା ଛଡା ଯାଇଥିବା ଭୋଜନକୁ ଖାଇବା ଦ୍ଵାରା ଆମର ଆୟୁ କମି ଥାଏ । ଯଦି କୋଣସି ସ୍ତ୍ରୀ ସ୍ଵାମୀଙ୍କ ଭୋଜନ ପୂର୍ବରୁ ଭୋଜନ କରିଥାଏ , ତେବେ ଏହି କାରଣ ପାଇଁ ସ୍ଵାମୀ ର ଆୟୁଷ କମିଥାଏ । ତେଣୁ ଶାସ୍ତ୍ର ଅନୁସାରେ ସ୍ତ୍ରୀ ପୁରୁଷଙ୍କ ଭୋଜନ  ପରେ ଭୋଜନ ଗ୍ରହଣ କରିବା ଉଚିତ୍ । ସ୍ଵାମୀ ଓ ସ୍ତ୍ରୀ ଏକା ସହିତ ଭୋଜନ କରିବା ଅନୁଚିତ ଅଟେ । ଏହା ଦ୍ଵାରା ସେମାନଙ୍କ ମଧ୍ୟ ଝଗଡା ସୃଷ୍ଟି ହୋଇଥାଏ । ତେଣୁ ଭୋଜନ ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।  

Leave a Reply

Your email address will not be published. Required fields are marked *