ବୃଷ ରାଶି 2022 ଅକ୍ଟୋବର ମାସିକ ରାଶିଫଳ ! ଅକ୍ଟୋବର ମାସରେ ବଦଳିଯିବ ଇତିହାସ, ଘଟିବ ବିରାଟ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ମାସର ୧୨ ଟି ରାଶି ମାନଙ୍କ ମଧ୍ୟରୁ ବୃଷ ରାଶିର ବ୍ୟକ୍ତିବିଶେଷ ମାନଙ୍କର ମାସିକ ରାଶିଫଳ ଜାଣିବାକୁ ପାଇବେ । ଏହି ଅକ୍ଟୋବର ମାସରେ ବୃଷ ରାଶିରେ ଥିବା ଗ୍ରହ, ନକ୍ଷତ୍ର ମାନଙ୍କର ଚଳନ ଓ ଅବସ୍ଥିତି ଅନୁସାରେ ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ । ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥିତି ଠିକ ରହିଥିବାରୁ ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ଭାଗ୍ୟ ସଂପୂର୍ଣ୍ଣ ରୂପେ ଭଲ ରହିଛି । ମାସ ଆରମ୍ଭରେ ଏହି ରାଶିର ପଞ୍ଚମ ଘରେ ସୂର୍ଯ୍ୟ ଓ ବୁଧ ଗ୍ରହର ଅବସ୍ତିତି ରହିଛି ।

ଯେଉଁ କାରଣରୁ ଏହି ରାଶିର ସବୁ କ୍ଷେତ୍ରରୁ ସକାରତ୍ମକ ଯୋଗ ବନୁଅଛି । ନ୍ୟାୟର ଦେବତା ଶନି ମହାରାଜା ବୃଷ ରାଶିର ଭାଗ୍ୟ ଘରେ ରହିବେ । ସେଥିପାଇଁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଅନ୍ୟ କର୍ମଚାରୀଙ୍କ ଠାରୁ ପ୍ରଶଂସା ଶୁଣିବାକୁ ପାଇବେ । ଆଗ ଅପେକ୍ଷା ଏହି ଅକ୍ଟୋବର ମାସରେ କାର୍ଯ୍ୟ କ୍ଷେତ୍ରରେ ଭଲ ପଦର୍ଶନ କରିବେ । ଘରେ ପାରିବାରିକ ଶାନ୍ତି ଦେଖିବାକୁ ମିଳିବ ।

ଛୋଟ ଛୋଟ କଥାକୁ ନେଇ ଲାଗିରହୁଥିବା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ କଳହ ଦୂର ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପ୍ରେମ କରୁଥିବା ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏହି ଅକ୍ଟୋବର ମାସଟି ମିଶ୍ରୀତ ଫଳ ପ୍ରକାଶ ହୋଇବ । ପ୍ରେମ କରୁଥିବା ବୃଷ ରାଶିର ଲୋକ ମାନେ ନିଜ ପାର୍ଟନର ସହିତ କୌଣସି କଥାକୁ ନେଇ ମନାନ୍ତର ଘଟିପାରେ । ନୂତନ ମିତ୍ର ସୃଷ୍ଟି ହେବେ । ସେହି ମିତ୍ର ଆପଣଙ୍କୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଅନେକ ସହଯୋଗ ପ୍ରଦାନ କରିବେ ।

ଶିକ୍ଷା ଦ୍ରୁଷ୍ଟିରୁ ଏହି ମାସ ଶୁଭ ଫଳ ପ୍ରଦାନ କରିବ । ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉନ୍ନତି ମୂଳକ ପଦର୍ଶନ କରିବେ । ଏହି ଅକ୍ଟୋବର ମାସରେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଅଧିକ ଯତ୍ନବାନ ରହିବାକୁ ପଡିବ । ଅକ୍ଟୋବର ମାସରେ କ୍ଯାରିଅର ଜଡିତ ଫଳ ମଧ୍ୟ ବୃଷ ରାଶିର ଲୋକ ମାନଙ୍କ ପାଇଁ ଭଲ ରହିଅଛି । ଯେଉଁ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଇଛା ପ୍ରକାଶ କରିଅଛନ୍ତି ।

ତେବେ ନିହାତି ଭାବରେ ବ୍ୟବସାୟରେ ଲାଭାନିତ ହେବେ । ସରକାରୀ କାର୍ଯ୍ୟରେ କର୍ମରତ ବ୍ୟକ୍ତି ମାନେ ପଦ ଉନ୍ନତି କରିବାର ସମ୍ଭାବନା ରହୁଅଛି । ପରିବାରରେ ଖର୍ଚ ବୃଦ୍ଧି ପାଇବ । ସେଥିପାଇଁ ଆପଣଙ୍କ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ । ବୃଷ ରାଶିର ଲୋକଙ୍କ ଘରେ ଶୁଭ ସମାଚାର ମିଳିବାର ଶୁଭ ସମୟ ଆସିଯାଇଛି । ଏହି ସମୟ ଅବଧିରେ ଘରକୁ ନୂଆ ଅତିଥି ଆସିବାର ଶୁଭ ସଂବାଦ ପାଇବେ ।

ଏହି ମାସରେ ଘରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇବ । ଆପଣଙ୍କର କୌଣସି କାରଣ ବଶତଃ ଆତ୍ମବିଶ୍ବାସ କମିବାର ସମ୍ଭାବନା ରହୁଅଛି । ତେଣୁ ପ୍ରତ୍ଯେକଟି କାର୍ଯ୍ୟ କରିବା ପୂର୍ବରୁ ନିଜର ବୁଦ୍ଧି ବିବେକ ଅନୁସାରେ ପରିଚାଳିତ ହୋଇ କାର୍ଯ୍ୟ କରନ୍ତୁ । ନିଜର ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *