Jyotish Shastra- ବୃଷ ରାଶି (ମଇ ୨୦୨୧) ସ୍ୱାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ ! ଜାଣନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି

ନମସ୍କାର ବନ୍ଧୁଗଣ ଆଜି ଆମେ ବୃଷ ରାଶି ରେ କଣ ଭଲ ହେବ ଏବଂ କଣ କ୍ଷତି ପହଞ୍ଚାଇ ପାରିବ ସେ ବିଷୟରେ ଆଲୋଚନା କରିବା । ଏହା ଛଡ଼ା ଅସୁବିଧା ସମୟରେ କେଉଁ ଉପାୟ ଦ୍ୱାରା ସବୁ ଠିକ ହୋଇ ପାରିବ ତାହା ମଧ୍ୟ ଜାଣିନେବା ।

ବୃହସ୍ପତି ଦେବଙ୍କର ବିଶେଷ କୃପା ବୃଷ ରାଶି ର ବ୍ୟକ୍ତି ଙ୍କୁ ମିଳୁଛି । ବ୍ୟାପାର ଏବଂ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବହୁତ ସୁବିଧା ମିଳିବ । ଏହି ସମୟ ଟି ବହୁତ ଶୁଭ ହେବ । ବିବାହ ଜୀଵନ ମଧ୍ୟ ସୁଖମୟ ହେବ ।

ଏ ପର୍ଯ୍ୟନ୍ତ ଯଦି ଆପଣଙ୍କ ବିବାହ ରେ କିଛି ବାଧା ଆସୁଥିଲା ତେବେ ତାହା ମଧ୍ୟ ଦୁର ହୋଇ ଯିବ । ଆଧ୍ୟାତ୍ମିକତା, ଶିକ୍ଷା, ଖେଳ, ଆଦି କ୍ଷେତ୍ରରେ ବିଶେଷ ଲାଭ ମିଳିବ । ନାମ ଏବଂ ଧନ ଅର୍ଜନ କରିବାର ସୁଯୋଗ ମିଳିବ । ଏହି ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଏହି ସମୟରେ ଆପଣ ଅନେକ କ୍ଷେତ୍ରରେ ସରକାରୀ ଲାଭ ଉଠାଇ ପାରିବେ ।

ସରକାରୀ ଚାକିରୀ ର ମଧ୍ୟ ଯୋଗ ରହୁଛି । ଆପଣ କିଛି ଏଭଳି ନିଷ୍ପତ୍ତି ମଧ୍ୟ ନେଇ ପାରିବେ ଯାହା ଆପଣଙ୍କୁ ଭବିଷ୍ୟତ ରେ ବହୁତ ଲାଭ ଦେବ । ଆପଣ ଅଳ୍ପ କର୍ମ କରି ଅଧିକ ଫଳ ପ୍ରାପ୍ତ କରି ପାରିବେ । କୌଣସି ଧାର୍ମିକ ଯାତ୍ରା କିମ୍ବା ବିଦେଶ ଯାତ୍ରା ମଧ୍ୟ କରି ପାରନ୍ତି । ବିଦ୍ୟାର୍ଥୀ ମାନଂକୁ ସୂର୍ଯ୍ୟ ଦେଵତାଙ୍କ ଆଶୀର୍ବାଦ ମିଳିବ ଏବଂ ସେମାନେ ପରୀକ୍ଷାରେ ସଫଳ ହେବେ ।
ଘର ପାଇଁ କୌଣସି ନୂତନ ସାମଗ୍ରୀ ମଧ୍ୟ କିଣି ପାରିବେ । ଆପଣଙ୍କ ଉପରେ ସର୍ଵଦା ମାତା ପିତାଙ୍କ ଆଶୀର୍ବାଦ ରହିବ ଯାହା ଯୋଗୁଁ ଆପଣ ସର୍ବଦା ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

ଏହି ସମୟରେ ଧନ ର ଅଭାବ ରହିବ ନାହିଁ । ସୁଖ ସମୃଦ୍ଧି ଘରେ ବଜାୟ ରହିବ । ପରିବାରର ସମସ୍ତ ସଦସ୍ୟ ଖୁସିରେ ରହିବେ । ଏବଂ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିବେ । ଏହା ଛଡା ଘରକୁ କିଛି ନୂତନ ଇଲେକ୍ଟ୍ରୋ ଜିନିଷ ଆସିପାରେ । ଏହି ସମୟରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରେ ଭୟବିତ ରହିବେ । କୋର୍ଟ କଚେରୀ ରେ ଥିବା ସମସ୍ତ ମକଦ୍ଦମା ଆପଣ ବିଜୟୀ ହେବେ ।

ଏହି ଥର ବୁଧ ଦୁଇଥର ରାଶି ପରିବର୍ତ୍ତନ କରୁଛନ୍ତି । ଏହି ସମୟ ଟି ବହୁତ ଶୁଭ ବୋଲି କହିଛନ୍ତି । ବୁଧ ଙ୍କ କୃପା ଯୋଗୁଁ ଧନ ର ବୃଦ୍ଧି ହେଉଛି । ପ୍ରତ୍ୟେକ କାର୍ଯ୍ୟ ରେ ଆପଣ ଙ୍କୁ ସଫଳତା ମିଳିବ । ଏହି ସମୟରେ ଆପଣଙ୍କ ବାଣୀ ଉପରେ ଲୋକମାନେ ବହୁତ ପ୍ରଭାବିତ ଏବଂ ଆକର୍ଷିତ ହେବେ । କେବଳ ସମୟର ସଠିକ ସଦୁପଯୋଗ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ସ୍ଥିତି ବହୁତ ମଜବୁତ ହେବ । ଏହି ସମୟରେ ଅଯଥା ଖର୍ଚ୍ଚ ହେବ ନାହିଁ ।

ଏହି ସମୟରେ ଆପଣ ଯାହା ବି ନିର୍ଣ୍ଣୟ ନେବେ ତାହା ଭବିଷ୍ୟତ ପାଇଁ ଏକଦମ ଠିକ । ଆପଣଙ୍କର ସମସ୍ତ ଇଛା ପୂରଣ ହେବ । ଆପଣଙ୍କ ର ଅନେକ ସାଙ୍ଗ ମିତ୍ର ହେବେ ସମସ୍ତେ ଆପଣଙ୍କ ପ୍ରତି ଆକର୍ଷିତ ଲାଗିବ । ଏହି ସମୟରେ ଆପଣ ବହୁତ ଖୁସି ରେ ଆନନ୍ଦ ରେ ରହିବେ ଏବଂ କିଛିବି ସମସ୍ୟା ମଧ୍ୟ ଦେଖା ଯିବ ନାହିଁ । ସମସ୍ତେ ଆପଣଙ୍କ ସହ ମିତ୍ରତା କରିବା ପାଇଁ ପସନ୍ଦ କରିବେ । ଧନ ର ପ୍ରାପ୍ତ ହେବ । ସୁବିଧା ରେ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *