ବ୍ରହ୍ମାସ୍ତ୍ର ଠୁ ବି ଶକ୍ତିଶାଳୀ ଅଟେ ଶ୍ରୀକୃଷ୍ଣଙ୍କର ଏହି 5ଟି ଅସ୍ତ୍ର…

ବନ୍ଧୁଗଣ ଶ୍ରୀ କୃଷ୍ଣ ଙ୍କ ବିଷୟ ରେ କହିବା ତେବେ ତେବେ ସେ ସବୁ ସମୟ ରେ ମନ ମହୋକ ହୋଇ ଥାନ୍ତି । ଏବଂ ସେ ମହାଭାରତ ର ଯୁଦ୍ଧ ମାଧ୍ୟମ ରେ ସେ ଧର୍ମ ବିଷୟ ରେ ବର୍ଣ୍ଣନା କରି ଥିଲେ । ଭଗବାନ କୃଷ୍ଣ ଙ୍କ ଜ୍ଞ୍ୟାନ ଏବଂ ନୀତି କାରଣ ରୁ ହିଁ ଆଜି ସେ ବିଶ୍ୱ ର ଅନେକ ଦେଶ ରେ ପୂଜା ପାଉଛନ୍ତି । ଆତ୍ମବଳ ବ୍ୟତିତ ତାଙ୍କ ପାଖରେ କିଛି ଅଦ୍ଭୁତ ଅସ୍ତ୍ର ବି ରହି ଥିଲା । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ଶ୍ରୀ କୃଷ୍ମ ଙ୍କ ଶକ୍ତି ଶାଳୀ ଏବଂ ବିଧ୍ୱସଂ ଅସ୍ତ୍ର ବିଷୟ ରେ କହିବୁ ।

ପ୍ରଥମେ ରହିଛି ନାରାୟଣାସ୍ତ୍ର ଯଦି ଏହାର ପ୍ରୟୋଗ ଥରେ ହେଉ ଥିଲା ତେବେ ସଂମ୍ପର୍ଣ୍ଣ ସୃଷ୍ଟି ର କେଉଁ ବି ଶକ୍ତି ଏହାକୁ ଅଟକେଇବା ପାଇଁ ସକ୍ଷ୍ୟମ ନ ଥିଲା । ଏହାକୁ କେବଳ ସମର୍ପଣ ଦ୍ୱାରା ହିଁ ରୋକା ଜାଇ ପାରୁ ଥିଲା । ହେଲେ ଶତୃ ଲୁଚିଲେ ବି ଏହି ଅସ୍ତ୍ର ଖୋଜି ଖୋଜି ମାରୁ ଥିଲା ।

ସେହି ପରି ଦୁଇ ନମ୍ବର ରେ ସୁଦର୍ଶନ ଚକ୍ର । 12 ଟି ଓର, 6 ଟି 2 ଟି ଯୁଗ, ଏବଂ 6 ଟି ନାଭି ରୁ ସୃଷ୍ଟି ହୋଇ ଥିଲା । ଏହା ଅତ୍ୟନ୍ତ ଗତି ଶୀଳ ଏବଂ ବଡ ରୁ ବଡ ଅସ୍ତ୍ର କୁ ନଷ୍ଟ କରି ଦେଇ ଥାଏ । ଏହାକୁ ଆଙ୍ଗୁଳୀ ଦ୍ୱାରା ଘୁରେଇଲେ ଏହା ଜଳି ଉଠି ଶତୃ କୁ ଭସ୍ମ କରି ଦେଇ ଥାଏ ।

ତିନି ରେ କୋମଦୋକୀ ଗଦା ଏହି ଅସ୍ତ୍ର କୁ ହି ଶ୍ରୀକୃଷ୍ଣ ନିଜର ବାମ ହାତରେ ଧାରଣ କରନ୍ତି । ଏହା ବିଷ୍ଣ ଙ୍କ ଶକ୍ତି ର ସ୍ରୋତ ଅଟେ । ସେହି ପରି ଚାରି ରେ ବୈଷ୍ଣବାଅସ୍ତ୍ର ଏହା ର ମୂଖ୍ୟ ଗୁଣ ହେଲା ଏହା ତେଜ ଏବଂ ଗତି ଏବଂ ଏହି କାରଣ ରୁ ଶତୃ ଏହାକୁ ରୋକିବାରେ ସକ୍ଷ୍ୟମ ହେଉ ନ ଥିଲେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *