ବିବାହିତା ନାରୀ ଏହି ଜିନିଷ ପିନ୍ଧିବା ହୋଇଥାଏ ସ୍ଵାମୀ ପାଇଁ କାଳ…

ବନ୍ଧୁଗଣ ବିବାହିତ ମହିଳା ମାନେ କେବେ ବି ଏହି ତିନୋଟି ଗହଣା କେବେବି ପିନ୍ଧିବା କଥା ନୁହେଁ । ହିନ୍ଧୁ ଧର୍ମର ସଂକୃତି ରେ ବାସ୍ତୁ ଶାସ୍ତ୍ର ର ବହୁତ ଅଧିକ ପରିମାଣ ରେ ମହତ୍ୱ ରହିଛି । ଆମେ ଏଠାରେ ଯେକୈଣସି ବି କାର୍ଯ୍ୟ କରି ଥାନ୍ତି । ତେବେ ତା ପୂର୍ବ ରୁ ଆମେ ମାନେ ବାସ୍ତୁ ହିସାବ ରେ ହିଁ କାର୍ଯ୍ୟ କରି ଥାନ୍ତି ।

ଜାହା ଫଳ ରେ ଆମକୁ ଭବିଷ୍ୟତ ରେ କୈଣସି ପ୍ରକାରର ଅସୁବିଧା ହୋଇ ନ ଥାଏ । ଯଦି ଆପଣ ମାନେ ଏମିତି ମାନ୍ୟତା କୁ କେବେ ବି ମାନନ୍ତି ନାହିଁ । ତେବେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ନାକାରାତ୍ମକ ପ୍ରଭାବ ପଡି ଥାଏ । ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ ବି ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡେ ।

ବହୁତ ସମୟରେ ଆପଣ ମାନଙ୍କ ଭଲ ସଂମ୍ପର୍କ କଟି ଯାଏ । ତେବେ ସେମିତିରେ ଆଜି ଆମେ ଆପଣ ମାନଙ୍କୁ ସେହି ତିନୋଟି ଗହଣା ବିଷୟରେ କହିବୁ । ଜାହା ପିନ୍ଧିବା ଦ୍ୱାରା ବି କିଛି ଏମିତି ହିଁ ପ୍ରଭାବ ଆପଣ ମାନଙ୍କ ଉପରେ ପଡି ଥାଏ ।

ପ୍ରଥମେ ରହିଛି କଳା ଚୁଡୀ । ଆପଣ ମାନଙ୍କୁ ସୂଚନା ଯୈଗ୍ୟ କରାଇ ଦେବୁ କି କେବେ ବି ମହିଳା ମାନଙ୍କୁ କଳା ରଙ୍ଗ ର ଚୁଡି କୁ ପିନ୍ଧିବା କଥା ନହେଁ ।ଏପରି କରିବା ଶନିଦେବ ଙ୍କ କୁ ଦୃଷ୍ଟିକୁ ଘରକୁ ଆଣିବା ସହିତ ସମାନ ହୋଇ ଥାଏ । ଏବଂ ପରେ ସେମାନଙ୍କୁ ବହୁତ କଷ୍ଟର ସାମ୍ନା କରିବା ପାଇଁ ପଡେ ।

ସେହି ପରି ଦ୍ୱତୀୟ ନମ୍ବୂର ରେ ପାଦ ରେ ସୁନା ଜିନିଷ ପିନ୍ଧିବା । ଏହି ଆଧୁନିକ ଯୁଗରେ ଆପଣ ମାନେ ଜାଣି ଥିବେ ସୂର୍ଣ୍ଣ ର ବ୍ୟବହାର ବହୁତ ପରିମାଣ ରେ ହୋଇ ଥାଏ । ହେଲେ କଣ ଆପଣ ମାନେ ଏହା ଜାଣିଛନ୍ତି । ଏହି ସୂର୍ଣ୍ଣ ରେ ତିଆରୀ ପାଉଁଜୀ ବା ଝିଣ୍ଟିଆ କୁ ଯଦି ଆପଣ ମାନେ ଗୋଡରେ ପିନ୍ଧନ୍ତି । ତେବେ ତାହା ସ୍ୱୟଂ ଭଗବାନ କୁବେର ଙ୍କ ଅପମାନ ହେବା ସହିତ ସଦୃଶ ହୋଇ ଥାଏ । କାରଣ କୁବେର ସ୍ୱର୍ଣ୍ଣ ରେ ବାସ କରନ୍ତି ।

ସେହିପରି ବେଳେ ଧଳା ରଙ୍ଗର ସାଢି ବି କେବେ କୈଣସି ମହିଳା ମାନଙ୍କୁ ବ୍ୟବହାର କରିବା କଥା ନୁହେଁ । କାରଣ ଏହି ପରି ବେଳେ ଆପଣ ମାନଙ୍କ ତଥା ନିଜର ପତି ଉପରେ ବହୁତ ପରିମାଣ ରେ ପ୍ରଭାବ ଦେଖିବା ପାଇଁ ମିଳେ ।

କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କୁ କି ଧଳା ରଙ୍ଗ ର ସାଢୀ କେବଳ ବିଧବା ମହିଳା ମାନଙ୍କୁ ହିଁ ପିନ୍ଧିବା ଦରକାର । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ବ୍ୟବହାର କରିବେ । ତେବେ ଏହା ନିଜର ପତି ର ଅପମାନ କରିବା ସହିତ ସମାନ ହୋଇ ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *