ସ୍ଵପ୍ନ ଦୋଷରୁ ମୁକ୍ତି ପାଇବାର ସହଜ ଉପାୟ, ଜାଣିରଖନ୍ତୁ

ବନ୍ଧୁଗଣ ବାରମ୍ବାର ସ୍ୱପ୍ନ ଦୋଶ ହେବା ଦ୍ୱାରା ମନ ଏବଂ ମସ୍ତିସ୍କ ବିକୃତ ସ୍ୱାଭାବ ର ହୋଇ ଥାଏ । ସେହି ପରି କ୍ଷେତ୍ର ରେ ସ୍ମରଣ ଶକ୍ତି ଯିବା ତଥା ମନରେ ଚିଡଚିଡା ପଣ ଦେଖିବା ପାଇଁ ମିଳେ । ଜାହା ଦ୍ୱାରା ଉଭୟ ଯୁବକ ଏବଂ ଯୁବତୀ ଙ୍କୁ ଦୁସଚିନ୍ତା ର ସାମ୍ନା କରିବା ପାଇଁ ପଡେ ।

ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ । ଜାହା ଜାଣିବା ପରେ ଆପଣ ମାନଙ୍କର ଏହି ସ୍ୱପ୍ନ ଦୋଷ ରୁ ଆପଣ ମାନେ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପ୍ରଥମେ ଓଁ ଆଚାର୍ଯ୍ୟ ମୟ ନମଃ ର 21 ଥର ଯପ କରିଲେ ଆପଣ ମାନଙ୍କୁ ଦୁସ୍ୱପ୍ନ ଆସିବ ନାହିଁ । ତେବେ ସେିତି ବେଳେ ବନ୍ଧୁଗଣ ଆମେ ମାନେ ପ୍ରତ୍ୟେକ ଦିନ ଯେମିତି କାମ କରେ ବା ଯେମିତି ଭାବେ ବା ଯେଉଁ ପରି ଲୋକ ମାନଙ୍କ ସହିତ ମିଶି ଥାଏ ।

ତାହାର ପ୍ରଭାବ ଏହି ମନ ଉପରେ ପଡେ । ଏମିତି ରେ ସ୍ୱପ୍ନ ଦୋଷ ଜଉବନ ରେ ହେବା ସ୍ୱଭାବିକ କିନ୍ତୁ । ବାରମ୍ଭାର ହେବା ଉଚିତ୍ ନୁହେଁ । ଏହି ଦୋଷ ହେବା ଦ୍ୱାରା ଆପଣ ମାନଙ୍କ ଠାରେ ଧାତୁ ଖ୍ନନନ ଭଳି ସମସ୍ୟା ଦେଖିବା ପାଇଁ ମିଳେ । ତେଣୁ ଆପଣ ମାନଙ୍କୁ ଆମେ ଏହି ମନ୍ତ୍ର ର ଯପ କରିବା ପାଇଁ କହୁଛୁ ।

ଦ୍ୱିତୀୟ ରେ ରହିଛି । ନିଜର ତର୍ଜନୀ ଆଙ୍ଗୁଠୀ ରେ ନିଜର ମାଆ ଙ୍କ ନା୍ମ ଲେଖି ଶୋଇ ଜାଆନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କର ବହୁତ ଲାଭ ହୋଇ ଥାଏ । ତୃତୀୟ ରେ ଆପଣ ମାନେ ପ୍ରତି ଦିନ ରାତ୍ରୀ ସମୟ ରେ ଖାଇବା ପରେ ଏବଂ ଶୋଇବା ପୂର୍ବରୁ ଗୋଟିଏ ଅଅଁଳା ଚୂର୍ନ ନିଅନ୍ତୁ । ଏବଂ ଗୋଟିଏ ଗ୍ଲାସ୍ ରେ ଅଁଅଳା ଚୂର୍ନ ପକାନ୍ତୁ ଏବଂ ସେବନ କରନ୍ତୁ ଆପଣ ମାନଙ୍କ ଶରୀରର କୁ ଥଣ୍ଡା ରଖି ବାରେ ଏହା ସହାୟକ ହୋଇ ଥାଏ ।

ତେବେ ବନ୍ଧୁଗଣ ଏହା ଥିଲା ଆପଣ ମାନଙଅକ ସ୍ୱପ୍ନ ଦୋଷ କୁ ରୋକିବା ପାଇଁ କିଛି ଉପାୟ ଆପଣ ମାନେ ନିଶ୍ଚିତ ଭାବେ ଏଥିରୁ ଶୁଲଭ ଲାଭ କରିବେ ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *